ସବୁ ଠାରୁ ଭଲ ଯୋଡି ହୋଇଥାନ୍ତି ଏହି ନାମର ଯୋଡି ଏବେ ଆସନ୍ତୁ ଜାଣିବା କି ଏହି ନାମର ମହିଳାମାନେ ଓ ପୁରୁଷମାନେ । ଆପଣମାନେ ଜାଣିଛନ୍ତି କି କିଛି ଜଣ ବିବାହ କରିଛନ୍ତି କିନ୍ତୁ ସେମାନଙ୍କ ବିବାହ ସଫଳ ହୋଇ ନଥାଏ କେବେହେଲେ । ଏହା ସହ ଆପଣମାନେ କିଛି ଜଣଙ୍କୁ ଦେଖି ଥିବେ କି ସେମାନେ ନିଜ ପରିସ୍ଥିତି କୁ ସମ୍ଭାଳି ପାରି ନଥାନ୍ତି । ଆଜି ଆମେ କହିବା ପାଇଁ ଯାଉଥିବା ଲୋକମାନେ କିଛି ଜଣ ନିଜ ପରିବାର ସହ ଅନ୍ୟମାନଙ୍କ ର ମଧ୍ୟ ଧ୍ୟାନ ରଖୀଥାନ୍ତି ।
ତେବେ ବିବାହ ଏକ ପବିତ୍ର ବନ୍ଧନ ବୋଲି କୁହାଯାଇ ଥାଏ କିଛି ଜଣ ଏହାକୁ ଭାବି ଥାନ୍ତି କି ଏହା ଭଲ ନୁହେଁ । ତେବେ ଯେଉଁ ଲୋକମାନେ ଜନ୍ମ ନେଇ ଛନ୍ତି ସେମାନେ ଆଗକୁ ଯାଇକି ନିଜର ପାର୍ଟନର ମଧ୍ୟ ବାଛି ନେବେ । ତେବେ କୁହାଯାଏ କି ଆମକୁ ଆମ କର୍ମ ଅନୁସାରେ ଓ କରିଥିବା କାମ ଅନୁସାରେ ପାର୍ଟନର ମିଳିଥାଏ ।
ଆପଣମାନେ ଜାଣିଥିବେ କି ବିବାହ ସ୍ବର୍ଗରେ ହୋଇଥାଏ । କିନ୍ତୁ କିଛି ଯୋଡି ମାନେ ଥାନ୍ତି ଯେଉଁ ମାନେ ଯେତେ ଯାହା ହେଲେଭି ସେମାନେ ପରସ୍ପର ସହ ଭଲରେ ରହିଥାନ୍ତି । ମହିଳାମାନେ ହୁଅନ୍ତୁ କିମ୍ବା ପୁରୁଷମାନେ ଏମାନେ ନିଜ ପରିସ୍ଥିକୁ ଦେଖିକି କାମ କରିଥାନ୍ତି ।
ଆଜି ଆମେ କହୁଥିବା ଯୋଡି ମାନଙ୍କ ପ୍ରଥମ ଅକ୍ଷରରୁ ଆପଣମାନେ ଜାଣି ପାରିବେ କି ଏମାନଙ୍କ ଭାଗ୍ୟ କିଭଳି ରହିବ । ସେମାନେ କେଉଁ ଭଳି ଭାବେ ନିଜର ଜୀବନ ବିତାଇବେ । ଆଜି ଆମେ କହୁଥିବା ପ୍ରଥମ ଅକ୍ଷର ହେଉଛି “D” ଆଉ “B” ଏହି ଦୁଇ ନାମର ଯୋଡି ପରସ୍ପର କୁ ଖୁବ ଭଲ ପାଇ ଥାନ୍ତି ।
ଏମାନେ ଯାହାଭି କରିବା ପାଇଁ ଚାହାଁନ୍ତି ଜଣେ ଆଉ ଜଣଙ୍କୁ ନିଶ୍ଚିତ ଭାବେ ଷପୋର୍ଟ କରିଥାଏ । ଏହା ସହ ଯେଉଁ ମାନେ ଏହି ଯୋଡି କୁ ଦେଖିଥିବେ ସେମାନେ ଏମାନଙ୍କ ଭଲ ପାଇବା କୁ ଦେଖିକି ଈର୍ଷା ମଧ୍ୟ କରି ଥାନ୍ତି କାରଣ ଏମାନେ ପରସ୍ପର କୁ ଖୁବ ଭଲ ପାଇ ଥାନ୍ତି । ଏହାପରେ ଆସେ k ଆଉ L ।
କୁହାଯାଏ କି ଏମାନନକ ଯୋଡି ରାଧା କୃଷ୍ଣ ଙ୍କ ଯୋଡି ହୋଇ ଥାଏ । କୁହାଯାଏ କି ଏମାନେ ସବୁ ବେଳେ ପ୍ରେମ କରିକି ବିବାହ କରିଥାନ୍ତି । କିନ୍ତୁ ଏମାନେ କେବେହେଲେ ନିଜକୁ ପରସ୍ପର ଠାରୁ କମ ଭାବି ନଥାନ୍ତି ଭଲ ପାଇବାରେ ଦୁହେଁ ସବୁ ବେଳେ ନିଜ ଠାରୁ ଅନ୍ୟମାନଙ୍କ ସହ ଭଲ ପାଇବା ଅବାଣ୍ଟିବାରେ ବ୍ୟସ୍ତ ଥାନ୍ତି ।
ଏହା ପରେ ନାମ ଆସେ “P” ଆଉ “S” ନାମର ଯୋଡି ମାନଙ୍କ ନାମ । ଏହି ନାମର ଯୋଡ଼ିଙ୍କ କଥା ହିନ ନିଆରା ଥାଏ । ଏମାନେ ନିଜ ପାର୍ଟନର ମାନଙ୍କର ଚିନ୍ତା ଦରକାର ଠାରୁ ଅଧିକା କରିଥାନ୍ତି । ଏମାନେ ଯାହା କୁ ଭଲ ପାଇ ଥାନ୍ତି ତାକୁ ହି ବାହା ହୋଇ ଥାନ୍ତି ।