Mysterious Coin: ଲୋକ ଭାବୁଥିଲେ ସାଧାରଣ ମୁଦ୍ରା, କିନ୍ତୁ ହାତ ଲଗାଇବା ପରେ ଯାହା ହେଲା… ଦେଖନ୍ତୁ Video

ଆପଣ ମାନେ ଯଦି କିଛି ମୁଦ୍ରାକୁ ଦେଖୁଥିବେ ତ ନିଶ୍ଚିତ ଭାବେ ଜାଣି ପାରୁଥିବେ କି ଏହା କେଉଁ ଭଳି ଅଟେ । କହିବାର ମାନେ ହେଉଛି କି କିଛି ମୁଦ୍ରାକୁ ଦେଖିବା ବେଳେ ଆମକୁ ଅନେକ ପ୍ରକାର ଆଶ୍ଚର୍ଯ୍ୟ ଅନୁଭବ ହୋଇ ଥାଏ । ଆଜି ଆମେ କହିବା କି ଯେଉଁ ମାନେ ଏହି ଭଳି ମୁଦ୍ରାକୁ ଦେଖିଛନ୍ତି ସେମାନଙ୍କୁ କଣ ଲାଗି ଥାଏ । କିଛି ମୁଦ୍ରା ଏହି ଭଳି ଭାବେ ଅଛି ଯାହା ଆମକୁ ଲାଗି ଥାଏ କି ଏହାର ଦୁଇ ପାଖ ସମାନ ଥାଏ ।

ଅନେକ ସମୟରେ ଏହାକୁ ଜାଣିବା କଷ୍ଟକର ହୋଇ ଯାଇ ଥାଏ । ଆଜି ଆମେ କହିବା କି ଆମେ ଯେଉଁ ପଇସା ବିଷୟରେ କହୁଛେ ତାହା ଦେଖିବା ପାଇଁ ଯେଉଁ ଭଳି ଥାଏ ଏହା ପରେ ଏହା ଚାହିଲେ ଏହା 7 ପ୍ରକାର ରୂପ ବଦଳାଇ ପାରି ଥାଏ ।

ଆଜି ଆମେ କହିବା ପାଇଁ ଜାଉଥିବା ମୁଦ୍ରା କୁ ତିଆରି କରିଥିବା ଲୋକର କିଛି ଏହି ଭଳି ହି କାରୀ ଗରୀ ଅଛି ଯାହା ତାକୁ ଅନ୍ୟ ମାନଙ୍କ ପାଖରୁ ଅଲଗା କରିଥାଏ । ଏହି ମୁଦ୍ରାର ପାଖରେ ଥିବା ଏକ ସାଇଡ କୁ ବୁଲାଇବା ଦ୍ଵାରା ଏହା ନିଜ ମୁହଁ କୁ ବଦଳାଇ ଦେଇ ଥାଏ ।

ସେହି ଭଳି ଆଉ ଏକ ମୁଦ୍ରା ଅଛି ଯେଉଁ ତିରେ ଏକ କୀଡାର ଚିତ୍ର ଅଛି । ଯଦି ଆମେ ଦେଖିବା ତ ଜାଣି ପାରିବା କି ଏହି ଚିତ୍ର ର ଉପର ଭାଗକୁ ଚିପିଲେ ଏହା ଉପରେ ଥିବା କୀଡା ର ପଙ୍ଖ ଖୋଲିଯିବ । ସେହି ଭଳି ଆଉ ଏକ ମୁଦ୍ରା ମଧ୍ୟ ଅଛି ଯାହାର ଏକ ପାଖରେ ଡଲାର ର ନାମ ଅଛି ।

ଆଉ ଏକ ପାଖରେ ଜର୍ମାନ ଆରଟିଷ୍ଟ ହେନଲି ଙ୍କ ଆଉ ଏକ ଛବି ଦିଆ ଯାଇଛି । ଏହାର ସହ ସେ ଏକ ମାସ୍କ ପିନ୍ଧିକି ବସିଛନ୍ତି । ଏହି ମୁଦ୍ରାର ଏକ ଚମତ୍କାରିତା ହେଉଛି କି ସେ ଆଖି ଏପାଖ ସେପାଖ କରି ପାରିବେ । ଏହା ପରେ ଆଉ ଏକ ମୁଦ୍ରା ଅଛି ଯାହାର ଏକ ପାଖରେ ଏକ ସୈନିକ ଅଛି ।

ଏହାର ହାତରେ ଏକ ତଲବାର ଅଛି ଯାହା ଦ୍ଵାରା ଏକ ଚାବି ଭଳି ଏହା କାମ ଦେବ ଏହାକୁ କାରିଗର ଖୁବ ଭଲ ଭାବେ ଗଠନ କରିଛି । ଏବେ କହିବା ପାଇଁ ଯାଉଥିବା ମୁଦ୍ରା ଭି ସେହି ଭଳି କିଛି ଅଲଗା ପ୍ରକାର ହୋଇଛି ଏହାର ଏକ ସୁନାର ଟଙ୍କା ଅଛି ଏହାକୁ ଆଣିବା ପାଇଁ ଯଦି ଆପଣ ଯିବେ ତ ଏହା ଆପଣଙ୍କୁ କାଟି ଦେବା ଭଳି ଦାନ୍ତ ରେ ଧରିନେବ ।

ଏହା ପରେ ଆସୁଥିବା ମୁଦ୍ରା ମଧ୍ୟ ଶିକରେଟ ଡିଜାଇନ କରାଯାଇଛି । ଆଜି ଆମେ କହିବା କି ଏକ ଖଣ୍ଡା ଅଛି ଯାହାକୁ କାଢିବା ଦ୍ଵାରା ଆପଣଙ୍କ ଆଗରେ ଏକ କବାଟ ଥିବ ଯାହା ଖୋଲିଯିବ । ଏହି ଭଳି ଆହୁରି ମୁଦ୍ରା ମାନ ଅଛି ଯାହା ଆମେ ଆପଣଙ୍କୁ ଦେଖାଇଛୁ ।

Leave a Reply

Your email address will not be published. Required fields are marked *