ସକାଳୁ ଉଠି ପ୍ରଥମେ କେଉଁ କାମ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ- Ajira Anuchinta

ଜୟ ଜଗନ୍ନାଥ କହିବା ପରେ ପ୍ରତେକ ଲୋକମାନେ ନିଜ ର ସକାଳ କାମ କରିବା ପରେ ନିଜ କର୍ମରେ ଲାଗି ଯାଉ ଛନ୍ତି ଏହା ଏହି ଭଳି କର୍ମ ଯାହା ଦ୍ଵାରା ସେମାନେ ମା ଲକ୍ଷ୍ମୀ ଙ୍କୁ ପାଇବା ପାଇ ଚେଷ୍ଟା କରୁଛନ୍ତି । ଆପଣ ମାନେ ଜୀବନର ଲକ୍ଷ ଏବେ ଧନ କମେଇବାରେ ହୋଇଛି । କାରଣ ହେଉଛି କି କିଛି ଏହି ଭଳି ପରିସ୍ଥିତି ବାର ବାର ଆମ ସାମନାକୁ ଆସିଛି ଯାହା ଦ୍ଵାରା ସେମାନେ ବାଧ୍ୟ ହୋଇ ଧନ କମେଇବା ପାଇଁ ବାଧ୍ୟ ହେଉଛନ୍ତି ।

ଏହା ସହ ଧନ ଥିବା ଲୋକଙ୍କ ପାଖରେ ସବୁ ବେଳେ ଖୁଶି ଓ ସମୃଦ୍ଧି ଲାଗି ରହି ଥାଏ । ତେବେ ଆମ ଜୀବନରେ ଦୁଇ ପ୍ରକାର ଉପାଯରେ ମା ଲକ୍ଷ୍ମୀ ଆଶୀ ଥାନ୍ତି । ଆମେ ଯାହା ଭି କମାଉଛେ ଏହା ଆମ ଜୀବନର ରହିବା ପାଇଁ ଭଲ ଓ ସହଜ କରାଇ ଦେଇ ଥାଏ । ତେଣୁ ଏହା ଆମ ପାଖକୁ ଆସିକି ପୁଣି ଆମ ପାଖରୁ ଚାଲି ଯାଇ ଥାଏ ।

ତେବେ ଏହା ଚଳ ଲକ୍ଷ୍ମୀ ଓ ଅଚଳ ଲକ୍ଷ୍ମୀ ଅଟନ୍ତି । ଯେଉଁ ପଇସା ଆସିକି ଆମ ପାଖରୁ ପୁଣି ଠାରେ ଚାଲି ଜ୍ଜାୟ ଥାଏ ଏହା ହେଉଛି ଚଳ ଓ ଯେଉଁ ପଇସା ଆମ ପାଖରୁ ଆସିକି ଆମ ପାଖରୁ ଯାଇ ନଥାଏ ଏହା ହେଉଛି ଅଚଳ ଲକ୍ଷ୍ମୀ । ଆମେ ଯଦି ଜମି କିଣିବା କିମ୍ବା ଆଉ କିଛି କାମ କରିବା ତାହା ଚଳ ଲକ୍ଷ୍ମୀ ର ଅଚଳ ଲକ୍ଷ୍ମୀ ଙ୍କୁ ରୂପାନ୍ତର କରିଲେ ଭଳି ଜଣାଇବା ।

କିନ୍ତୁ ଆମେ ଏହାକୁ ବଢାଇବା କେଉଁ ଭଳି ଯାହା ଉପରେ ମା ଲକ୍ଷ୍ମୀ ରାଗି ଥାନ୍ତି ତା ଜୀବନରୁ ସବୁ କିଛି ଚଳାଇ ଯାଇ ଥାଏ ସେ ଭିକାରି ହୋଇ ଯାଇଥାଏ । ଏହା ସହ ସେ ନିଜ କାମ ମଧ୍ୟ କରି ପାରି ନଥାଏ । ତେବେ ସକାଳୁ ଉଠିବ ଅମାତ୍ରେ ଆପଣ କେଉଁ କେଉଁ ବସ୍ତୁ କିମ୍ବା କାହାକୁ କାହାକୁ ଦେଖିବେ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ।

ପ୍ରଥମ ଅକଥା ଆପଣ ବ୍ରହ୍ମା ମୂହୁର୍ତ୍ତ ରୁ ଉଠିବ ଏହା ପରେ ଆପଣ ନିଜ ହାତକୁ ଦେଖିବେ କିଛି ସମୟ ହାତକୁ ଘଷିବେ ଓ ଏହା ପରେ ଏହାକୁ ଦେଖିବେ ଆପଣ ଯଦି ଚାହିଁବେ ସୌଭାଗ୍ୟ ନାରୀ କିମ୍ବା ବ୍ରାହ୍ମଣ ଙ୍କୁ ମଧ୍ୟ ଦେଖି ପାରନ୍ତି ନହେଲେ ଆପଣ ଘରେ ଠାକୁର ଘରେ ଜଳୁଆ ଥିବା ଦୀପ କୁ ମଧ୍ୟ ଦେଖି ପାରିବେ ।

ଏହି ଭଳି କରିବା ଦ୍ଵାରା ଆପଣ ଙ୍କ ଘରକୁ ମା ଙ୍କ ଆଗମନ ହୋଇ ଥାଏ । ଏହା ସହ ଆପଣ ମାଟିରେ କିମ୍ବା ଭୂମିରେ ପାଦ ଦେବା ଆଗରୁ ଭୂମି ମାତା କୁ ପ୍ରଣାମ କରିକି ପାଦ ଦେବେ । ଏହା ଅକରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାନ୍ତି ଓ ସବୁ ବେଳେ ଆପଣଙ୍କ ଘରେ ରହି ଥାନ୍ତି ଯାହା ଦ୍ଵାରା ଆପଣ ଖୁବ ଭଲ ପରିଣାମ ପାଇ ପାରିବେ । ଆପଣ ଆଉ ଏକ କାମ କରିବା ଭଲ ହୋଇ ଥାଏ ।

ଆପଣ ନିଜ ନାକର କେଉଁ ବାଟେ ପବନ ବାହାରୁଛି ଦେଖିବେ ତେବେ ସେଇ ପାଦକୁ ଆଗକୁ ବଢାଇବେ । ଯଦି ବାମ ନାକରା ପବନ ଆଗ ବାହାରୁଛି ତେବେ ଆପଣ ସେଇ ପାଟ ପାଦ ଆଗ ମାଟିରେ ରଖିବେ । ଯଦି ଆପଣଙ୍କ ଡାହାଣ ପଟ ନାକ ଆଗ ନିସବାଶ ନେଉଛି ସେଇ ପାଦ ଆଗ ପକାଇବେ । ଯଦି ଉଭୟ ସମାନ ଭାବେ କାମ କରୁଛି ତେବେ ଆପନ୍ନ ଉଭୟ ପାଦ ମାଟିରେ ରଖିବା ଭଲ ।

Leave a Reply

Your email address will not be published. Required fields are marked *