ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି ସବୁ ଜିନିଷ ଶୋଇଥିବା ଭାଗ୍ୟ ଚମକି ଉଠିବ…

ବନ୍ଧୁଗଣ କଥାରେ ଅଛି ଯଦି ଆରମ୍ଭ ଭଲ ହୋଇଥାଏ ତେବେ ଶେଷ ମଧ୍ୟ ଭଲ ହୋଇଥାଏ । ଯଦି ଆରମ୍ଭ ଓ ଶେଷ ଭଲ ହୋଇଥାଏ ତେବେ ସବୁ କିଛି ଭଲ ହୋଇଥାଏ । ଅନେକ ସମୟରେ ଦିନର ଆରମ୍ଭ ଉପରେ ଦିନ ଭଲ କି ଖରାପ କଟିବ ତାହା ନିର୍ଭର କରିଥାଏ । ଦିନର ଆରମ୍ଭ ଭଲ ହେଉ ଏହା ଚାହୁଁଥିଲେ ସକାଳୁ ଉଠିବା ପରେ କିଛି ଏମିତି କର୍ମ କରିବାରୁ ବଞ୍ଚିତ ରହିବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି 3ଟି ଜିନିଷ ବିଷୟରେ କହିବୁ ଯାହାକୁ ସକାଳୁ ଉଠିବା ପରେ କରିବା ଉଚିତ ଓ ଅନୁଚିତ ଅଟେ ।

1- ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ପରେ ଆଇନା ବା କାହାର ମୁହଁ ଦେଖିବା ଅଶୁଭ ମାନା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଆଖି ଖୋଲିବା ମାତ୍ରେ ଈଶ୍ଵରଙ୍କୁ ପ୍ରାର୍ଥନା କରିବା ସହ ହାତ ପାପୁଲିର ଦର୍ଶନ କରିବା ଉଚିତ । ଏହା ଦ୍ଵାରା ଦିନ ଭଲରେ କଟିଥାଏ ।

2- ସକାଳୁ ଉଠିବା ପରେ ଶଙ୍ଖ ଧ୍ୱନି, ଗାୟତ୍ରୀ ମନ୍ତ୍ର, ମନ୍ଦିର ଘଣ୍ଟି ଶୁଣିବା ଶୁଭ ମାନାଯାଏ । ନିଜ ସୟନ କକ୍ଷରେ ମୟୁର, ପଦ୍ମ ଚିତ୍ର ବା ପ୍ରାକୃତିକ ଦ୍ରୁଶ୍ଯ ରକନ୍ତୁ । ଏହାକୁ ସକାଳୁ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

3- ପୁରୁଷ ମାନେ ସକାଳୁ ଉଠିବା ପରେ ଖବରକାଗଜ ଦେଖିଥାନ୍ତି । ଏହା ଦ୍ଵାରା ନେଗେଟିଭ ଊର୍ଜା ମନକୁ ଆସିଥାଏ । ତେଣୁ ଭୁଲରେ ଏମିତି କରନ୍ତିନି ।

4- ସକାଳୁ ଉଠିବା ପରେ ହିଂସ୍ର ପଶୁ ର ଚିତ୍ର ଦେଖିବା ବା କାହା ସହ ଝଗଡା କରିବା ଉଚିତ ନୁହେଁ । ଏହା ଦ୍ଵାରା ଦିନ ତମାମ ଖରାପରେ ଯାଇଥାଏ ଓ ବେକାର କଥା ମନକୁ ଆସିଥାଏ ।

5- ସକାଳୁ ଉଠିବା ପରେ କିଛି ଲୋକ ମୁହଁ ନ ଧୋଇ ଚାହା ପିଇଥାନ୍ତି । ଏହା ଦ୍ଵାରା ଜୀବନରେ ରାହୁ କେତୁଙ୍କ ପ୍ରଭାବ ପଡିଥାଏ । ଏହାଦ୍ବାରା ଜୀବନରେ ଜୀବନରେ ଚିନ୍ତା ଆସିବା ସହ କାମରେ ବାଧା ଆସିଥାଏ । ଏବେ ବାସନ୍ତୁ ଜାଣିବା ସେହି 3ଟି କାମ ବିଷୟରେ ଯାହା ସକାଳୁ ଉଠିବା ମାତ୍ରେ କରିବା ନିହାତି ଜରୁରୀ ଅଟେ ।

1- ସକାଳୁ ଉଠିବା ମାତ୍ରେ ସବୁ ସ୍ତ୍ରୀ ଓ ପୁରୁଷ ଭଗାବନଙ୍କୁ ହାତ ଯୋଡି ପ୍ରଣାମ କରିବା ଉଚିତ । ଏହା ଦ୍ଵାରା ମନରେ ପଜେଟିଭ ଊର୍ଜା ସୃଷ୍ଟି ହେବ ସହ କାମରେ ବାଧା ଆସିବ ନାହିଁ । ଏହା କରିବା ପରେ ଭୂମିକୁ ସ୍ପର୍ଶ କରି ପାଦ ରଖନ୍ତୁ । ଏହା ଦ୍ଵାରା ସବୁ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ ।

2- ସକାଳୁ ଜଲ୍ଦି ଉଠି ସ୍ନାନ କରିବା ଉଚିତ । ପୁରୁଷ ଓ ସ୍ତ୍ରୀଙ୍କୁ ଏହି କାମ କରିବା ଆବଶ୍ୟକ । ଏହା ଦ୍ଵାରା ଘରକୁ ଶୁଭତା ଆସିଥାଏ । ମହିଳାମାନେ ବ୍ରହ୍ମ ମୁହୂର୍ତ୍ତରେ ଗାଧୋଇବା ଉଚିତ ।

3- ସ୍ତ୍ରୀଙ୍କୁ ସ୍ନାନ କରିବା ପରେ ତୁଳସୀଙ୍କୁ ଜଳ ଅର୍ପଣ କରିବା ସହ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଉଚିତ । ଏହା ଦ୍ଵାରା ସୁଖ ଶାନ୍ତି ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *