ସକାଳୁ ଉଠି ସ୍ତ୍ରୀ ସ୍ଵାମୀଙ୍କ ସହ ପ୍ରତିଦିନ କରନ୍ତୁ ଏହି 1 କାମ, ଏକୁଟିଆ ହିଁ ଦେଖନ୍ତୁ – Chanakya Niti

ନମସ୍କାର ବନ୍ଧୁଗଣ, ଚାଣକ୍ୟ ବହୁତ ଜ୍ଞାନୀ ଥିଲେ । ତାଙ୍କ ନୀତି ଆପଣଙ୍କୁ  ଜୀବନରେ ଅନେକ କିଛି କଥାର ଶିକ୍ଷା ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କ ଜୀବନରେ କାର୍ଯ୍ୟକାରୀ ଏବଂ ଫଳଦାୟୀ ହେବାଭଳି ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ ଥିବା ସ୍ତ୍ରୀ ଲୋକମାନଙ୍କ ସେହି କାର୍ଯ୍ୟ ବିଷୟରେ ଜଣାଇବାକୁ ଯାଉଛୁ ଯାହାକୁ ସକାଳୁ ଉଠି କରିବା ନିତ୍ୟାନ୍ତ ଆବଶ୍ୟକ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରଥମ: ସମସ୍ତଙ୍କୁ ସକାଳୁ ଉଠି ପାଣି ପିଇବା ଆବଶ୍ୟକ । ଯଦି ଆପଣ ସକାଳୁ ଉଠି ପାଣି ପିଅନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କାରଣ ଏହା କରିବଦ୍ଵାରା ଅନେକ ରୋଗ ଦୂରେଇ ଯାଇଥାଏ ଶରୀରରୁ । ସକାଳୁ ଉଠି ପାଣି ପିଇଲେ ପେଟ ସଫା ରହିଥାଏ । ଏହାଦ୍ୱାରା ଆପଣଙ୍କୁ ପେଟ ସହ ଜଡିତ କୌଣସି ରୋଗ ହୋଇନଥାଏ । ଦିତୀୟ: ସକାଳୁ ଉଠି ସ୍ନାନ କରିବା ବହୁତ ଲାଭଦାୟୀ ହୋଇଥାଏ ।

ଯଦି କୌଣସି ମହିଳା ସକାଳୁ ଉଠି ସ୍ନାନ କରିଥାନ୍ତି ତେବେ ତାଙ୍କ ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ । ଏବଂ ଦିନସାରା ସେ ଖୁସି ମିଞ୍ଜାସର ସହ ରହିଥାନ୍ତି । ମହିଳା ମାନଙ୍କୁ ସକାଳୁ ସ୍ନାନ କରି ରୋଷେଇ ଘରକୁ ଯିବାର ନିୟମ ରହିଛି । ତୃତୀୟ: ଆପଣଙ୍କ ଘରେ ଥିବା ତୁଲସୀ ଗଛର ପୂଜା କରିବାକୁ କେବେ ଭୁଲନ୍ତୁ ନାହିଁ । ଏହା ମାନ୍ୟତା ରହିଛି କି ତୁଳସୀ ପୂଜା କରିବାଦ୍ବାରା ଘରକୁ ସୁଖ ଶାନ୍ତି ଆସିଥାଏ ।

ଚତୁର୍ଥ: ଯଦି ଆପଣଙ୍କ ମାନସିକ ସ୍ଥିତି ଭଲ ନଥାଏ ତେବେ ସଂଗୀତ ଶୁଣନ୍ତୁ । ସକାଳ ସମୟରେ ଗୀତ ଶୁଣିବା ଦ୍ଵାରା ଆପଣଙ୍କ ଚିନ୍ତା ଦୂର ହୋଇଥାଏ । ଆପଣଙ୍କୁ ଗୋଟିଏ ନୂଆ ତାଜାପଣର ଅନୁଭବ ହୋଇଥାଏ । ପଞ୍ଚମ: ବିବାହିତ ମହିଳା ମାନଙ୍କୁ ସକାଳୁ ଉଠି ଯୋଗ କରିବା ଦରକାର । ଏହାପରେ ନିଜ ସ୍ଵାମୀଙ୍କ ସହ ପ୍ରେମଭରା କିଛି ମୂହୁର୍ତ୍ତ ବିତାଇବା ଉଚିତ ।

ଏହା କରିବା ଫଳରେ ପରସ୍ପର ମଧ୍ୟରେ ଭଲ ପାଇବା ବଢିଥାଏ । ଏବଂ ଆପଣଙ୍କ ସମ୍ପର୍କ ଆହୁରି ବେଶି ମଜବୁତ ହେବାକୁ ଲାଗିଥାଏ ।  ଏହିସବୁ କାର୍ଯ୍ୟକୁ ସ୍ତ୍ରୀଲୋକ ମାନେ ଧ୍ୟାନରେ ରାଖୀ ପ୍ରତିଦିନ ସକାଳୁ ଏହାକୁ କରିବା ଉଚିତ । ଏହିସବୁ କାର୍ଯ୍ୟ କରିବାଦ୍ଵାରା ଜୀବନରେ ଖୁସିର ସଂଚାର ହୋଇଥାଏ । ଏବଂ ଦୁନିଆରେ ଖୁସିର ସମୟକୁ କିଏ ବା ନ ଚାହେଁ ।

ନିଜ ଜୀବନରେ ଭରପୁର ଆନନ୍ଦ ନେବା ପାଇଁ ଚାହୁଁଥିଲେ ଆପଣ ନିହାତି ଭାବରେ ଏହିସବୁ କଥାର ପାଳନ କରନ୍ତି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଆଲଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *