ସକାଳୁ ଉଠି କୁହନ୍ତୁ ଏହି ଶବ୍ଦ, ଇଚ୍ଛାପୂର୍ତି ହେବ ବିନା ପୂଜା ଶିବଙ୍କୁ କରନ୍ତୁ ପ୍ରସନ୍ନ

ବିନା ପୂଜା ପାଠରେ ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ ଯାହା ଆପଣ କଳ୍ପନା କରିନଥିବେ । ଭୋଳାନାଥ ଓ ମହାଗୌରୀ ସଦେବ ନିଜ ଭକ୍ତ ଉପରେ କୃପା ବରସାଇ ଥାନ୍ତି । ଏହି ଦୁଇଜଣଙ୍କ ଭିତରୁ ଜଣଙ୍କୁ ଖୁସି କରୁଛ ତେବେ ଆପଣଙ୍କୁ ସେହି ଲାଭ ମିଳିବ ଯାହା ଆପଣ ଭାବୁଥିଲେ । ସକଳ ସମୟରେ ଏହି ଶବ୍ଦ ନିଶ୍ଚିତ ଭାବରେ କୁହନ୍ତୁ । ଯଦି ଆପଣ ବିଦ୍ୟାର୍ଥୀ ଓ ଛୋଟ ପିଲା ଅଟନ୍ତି ତେବେ ଆପଣ ମଧ୍ୟ ଏହି ଉପାୟକୁ କରିପାରବେ । ଏହା କରିବା ଦ୍ଵାରା ଆପଣଙ୍କ ମାନସିକ ବିକାଶ ଏତେ ମଜଭୁତ ହେବ ଆପଣଙ୍କୁ ଆପଣଙ୍କ ପରୀକ୍ଷାରେ ସଫଳତା ମିଳିବ ।

ସକାଳୁ ଏହି ଶବ୍ଦ ନିଶ୍ଚିତ ରୂପେ କୁହନ୍ତୁ ଆପଣଙ୍କୁ ଏହା କରିବା ପାଇଁ ଗାଧୋଇବାର ମଧ୍ୟ ଆବଶ୍ୟକତା ନହିଁ । ଯଦି ଘରେ କୌଣସି ନୂଆ ବିବାହିତା ମହିଳା ଅଛନ୍ତି ଆଉ ସକାଳୁ ଏହି ଶବ୍ଦ ଉଚରଣ କରୁଛନ୍ତି ତେବେ ଆପଣଙ୍କ ଏହିଠାରେ ଉତ୍ତମ ସନ୍ତାନ ଜନ୍ମ ନେବ । ଆପଣଙ୍କ ଘର ପାଇଁ ବହୁତ ଉତ୍ତମଶାଳି ସିଦ୍ଧ ହେବ । ଆପଣଙ୍କ ବୈବାହିକ ଜୀବନ ବହୁତ ଭଲ ହୋଇଯିବ । ଏତେ ଶୁଭ ପରିଣାମ ମିଳିବ ଯାହାର ଆପଣ କଳ୍ପନା କରିନଥିବେ । ସେହି ଭଳି ବରିଷ୍ଠ, ଦୀର୍ଘାୟୁ ଓ ଭଲ ସ୍ୱାସ୍ଥ୍ୟ ପାଇଁ ଓ ବ୍ୟାପାରୀ ବର୍ଗ ବ୍ୟାପାରକୁ ବଢାଇବା ପାଇଁ ଏହି ଉପାୟକୁ କରିପାରନ୍ତି ।

ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଉତ୍ତମ ଭାବେ ବୃଦ୍ଧି କରିବା ପାଇଁ ବା କୌଣସି ଇଛାର ପୁର୍ତି ପାଇଁ କୌଣସି ଉପାୟ ଚାହୁଁ ଛନ୍ତି । ତେବେ ସେ ଏହି ଇଛା ପୁର୍ତି ଶବ୍ଦର ଜପ ନିଶ୍ଚିତ ରୂପରେ କରିବେ । ନିଶ୍ଚିତ ଭାବେ ଭୋଳାନାଥଙ୍କ କୃପା ଆପଣଙ୍କୁ ମିଳିବ । ଆଉ ଆପଣଙ୍କ ଜୀବନରେ ସବୁ ପ୍ରକାର ସଫଳତା ମିଳିଥାଏ । ସକାଳୁ ଉଠି ସର୍ବ ପ୍ରଥମେ ଦେବତା ମାନଙ୍କ ଧ୍ୟାନ କରିବା ଆବଶ୍ୟକ ହୋଇଥାଏ ଏହା ଛଡା ଦିନର ଆରମ୍ଭ ପୂଜା ପାଠରୁ ହିଁ ଆରମ୍ଭ କରିବା ଦରକାର । ତେବେ ଆପଣଙ୍କୁ ଠିକ ଶୁଭ ଫଳ ମିଳିବ ।

ଆପଣ ସକାଳୁ ଉଠି ଏହି ମନ୍ତ୍ରର ଜପ କରିବେ ତାହା ହେଉଛି ”ଓଂ ଯୂଙ୍ଗ ସହ ” ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଯଦି କୌଣସି ଦୋଷ ରହିଛି ତାହା ମଧ୍ୟ କମ ହୋଇଯାଇଥାଏ । ଆଉ ସକାଳୁ ଏହି ମନ୍ତ୍ର ର ମଧ୍ୟ ଜପ କରିବା ବହୁତ ଭଲ ହୋଇଥାଏ କରାଗ୍ରେ ବାସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ ” । ଏହି ଦୁଇଟା ଉପାୟ ଭିତରୁ ଗୋଟିଏ ନହେଲେ ଦୁଇଟା ଯାକ ମଧ୍ୟ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *