ସକାଳୁ ଉଠିବା ପରେ କୁହନ୍ତୁ ଏହି 2ଟି ଶବ୍ଦ ବିନା ପୂଜାରେ ଆପଣଙ୍କର ସବୁ ମନସ୍କାମନା ହେବ ପୁରଣ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଅନେକ ଲୋକଙ୍କର ଜୀବନରେ ଅଚାନକ ଧନ ହାନି ବା ପରିବର୍ତ୍ତନ ହେବାର ଦେଖାଯାଇଥାଏ । ଯେମିତିକି କାମ ବିଗିଡି ଯାଉଛି, କୌଣସି କାମ ଇଚ୍ଛା ଅନୁଯାୟୀ ହେଉ ନାହି, ଘରର ମାହୋଲ ନେଗେଟିଭ ଊର୍ଜାରେ ରହିଛି ଯାହା ପାଇଁ ଘରେ ଅଲଗା ପ୍ରକାରର ଅନୁଭବ ହେଉଛି । ଯଦି ଆପଣ ଏହି ସବୁରୁ ବାହାରିବାକୁ ଚାହୁଁଛନ୍ତି ତେବେ କରନ୍ତୁ ଏହି ଗୋଟିଏ ଉପାୟ । ଯଦି ଆପଣଙ୍କର ମନ କୌଣସି କାମରେ ଲାଗୁ ନାହି ବ ମନରେ ଖରାପ ଭାବନା ଆସୁଛି ବ ଦିନ ଯାକ ଚିନ୍ତାରେ ରହୁଛନ୍ତି ତେବେ ଏହି ଗୋଟିଏ ଉପାୟ କରନ୍ତୁ । ଆପଣଙ୍କୁ ସକାଳୁ ଉଠି ମାତ୍ର ୨ଟି ଶବ୍ଦ କହିବାକୁ ହେବ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଭଗବାନ ଶିବ ପୂଜା ପାଠରେ ବା ଜଳାଭିଷେକ ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । ନିଜର ଭକ୍ତଙ୍କୁ ନିଜର ଚମତ୍କାରତା ଦେଖାଇଥାନ୍ତି । ସକାଳୁ ଉଠିବା କ୍ଷଣି ଏହି ଶବ୍ଦ କହିବ ଦ୍ଵାରା ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହ ଆପଣଙ୍କ ଜୀବନରେ ଯାହା ବି ଦୁଖ କଷ୍ଟ ବା ସମସ୍ଯା ରହିଥିବ ତାହା ଦୂର ହୋଇଯିବ । ଆପଣଙ୍କୁ ବିନା ପୂଜା ପାଠରେ ବି ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନା କରିପାରିବେ ନାହି ।

ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ମଧ୍ୟରୁ ଯାହାଙ୍କୁ ବି ପ୍ରସନ୍ନ କରିଦେଲେ ଜୀବନରେ ଆପଣ ଯାହା ଚାହିବେ ତାହା ପାଇ ପାରିବେ । ପ୍ରତିଦିନ ସକାଳୁ ଯେଉଁ ଶବ୍ଦ କହିବେ ତାହା ନିଦ ଭାଙ୍ଗିବା ପରେ ତୁରନ୍ତ କୁହନ୍ତୁ । ଯଦି ଆପଣ ଛୋଟ ପିଲା ଆଉ ବିଦ୍ୟାର୍ଥୀ ତେବେ ଏହି ଉପାୟ କରିପାରିବେ । କିନ୍ତୁ ଘରର ବଡ ଲୋକ ଏହାକୁ କରିପାରିବେ ନାହି ।

ଏହା କରିବା ଦ୍ଵାରା ମାନସିକ ବିକାଶ ଏତେ ମଜବୁତ ହେବ ଯେ ଆପଣଙ୍କର ପଢିବା ପ୍ରତି ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିବ । ଏମିତିକି ପରୀକ୍ଷାରେ ବି ସଫଳତା ମିଳିବ । ଘରର ଗୃହିଣୀ ମାନେ ବି ଏହି ଉପାୟ କରିପାରିବେ । ଏହି ଉପାୟ କରିବା ପାଇଁ ଆପଣଙ୍କୁ ସ୍ନାନ କରିବାକୁ ପଡିବ ନାହି । ନବ ବିବାହିତା ନାରୀ ଏହି ଉପାୟ ଆରିବା ଦ୍ଵାରା ଏକ ଉତ୍ତମ ଓ ସୁନ୍ଦର ସନ୍ତାନ ଜନ୍ମ ହୋଇଥାଏ ।

ଯାହା ଆପଣଙ୍କ ଘର ପାଇଁ ଭାଗ୍ୟଶାଳୀ ହେବ । ସକାଳୁ ଉଠିବା କ୍ଷଣି ଆପଣଙ୍କୁ ଦେବତା ମାନଙ୍କର ଧ୍ୟାନ କରିବାକୁ ହେବ । ଏହା ଛଡା ଆପଣଙ୍କୁ ଆପଣଙ୍କର ଦିନର ଆରମ୍ଭ ଦେବତାଙ୍କ ପୂଜା ପାଠରୁ କରିବାକୁ ହେବ ଯାହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିବ । ଆପଣଙ୍କୁ ଜୀବନ ଭିତରେ ସବୁ ଭଲ କାମ ଦେଖିବାକୁ ମିଳିବ । ସକାଳୁ ଉଠିବା କ୍ଷଣି ହାତ ଯୋଡି ଓମ ସମ୍ଭବେ ନମହ ଶବ୍ଦ କରିବାକୁ ହେବ ଯାହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ ।

ଏହି ମନ୍ତ୍ରର ଜପରେ ଆପଣଙ୍କର କୁଣ୍ଡଳୀରେ ଯେଉଁ ଦୋଷ ଥିବ ତାହା ଦୂର ହେବ । ଅନ୍ୟ ଏକ ମନ୍ତ୍ର ହେଉଛି ଓମ ତ୍ରୟମ୍ବକମ ୟଜାମହେ ସୁଗନ୍ଧି ପୃଷ୍ଟି ବର୍ଧନମ ଉର୍ବାରୁକାମୀ ବନ୍ଧନାତ ମୃତ୍ୟର୍ମୁକ୍ଷୀୟ ମାମୃତାତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *