ସକାଳୁ ଉଠି ଜପକରନ୍ତୁ 4ଟି ଶବ୍ଦର ଏହି ମନ୍ତ୍ର, ଧନ ତ କଣ ସାରା ଦୁନିଆ ହେବ ମୁଠିରେ

କିଛି ବ୍ୟକ୍ତିଙ୍କ ଜୀବନରେ ଏମିତି କିଛି ଘଟିଥାଏ ଯାହାର ସେମାନେ କେବେ କଳ୍ପନା କରି ନ ଥାନ୍ତି । କିଛି କ୍ଷେତ୍ରରେ ବ୍ୟକ୍ତି ସଫଳତା ହାସଲ କରିବାକୁ ଚାହୁଁଥିଲ ମଧ୍ୟ ଅନେକ ଚେଷ୍ଟା ସତ୍ବେ ଏହା ହୋଇପାରେ ନାହି । ଘରେ ମଧ୍ୟ ଏତେ ମାତ୍ରାରେ ନାକାରାତ୍ମକ ଊର୍ଜା ରହିଥାଏ ଯାହା ଦ୍ଵାରା ବ୍ୟକ୍ତି ଉନ୍ନତି କରିପାରେ ନାହି । ଏହା ସହ ବ୍ୟକ୍ତିର କାମରେ ମନ ଲାଗେ ନାହି । ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାଏ । ଏହି ଚିନ୍ତା ପରିବାରକୁ ନେଇ ହେଉ ବା ଧନ ସମ୍ଭଧୀୟ ସମସ୍ଯା ହେଉ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା ପରେ କେଉଁ ମନ୍ତ୍ର ଜପିଲେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ଆପଣ ଏହି ମନ୍ତ୍ରର ଜପ ସକାଳୁ କରି ପାରିବେ । ସୃଷ୍ଟିର ପାଳନ କର୍ତ୍ତା ହେଉଛନ୍ତି ମହାଦେବ । ମହାଦେବଙ୍କ କୃପା ଲାଭ କରିବାକୁ ପ୍ରତେକ ପ୍ରାଣୀ ଇଚ୍ଛା କରିଥାଏ । ଆପଣ ମାନେ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବଡ ଠାରୁ ଆରମ୍ଭ କରି ସମସ୍ତେ ଏହି ଉପାୟଟି କରିବା ଉଚିତ । ବିଦ୍ୟାର୍ଥୀ ମାନେ ଏହି ଉପାୟଟି କରିଲେ ମାନସିକ ସ୍ତରରେ ମଜବୁତ ହେବା ସହ ପାଠ ପଢାରେ ଆଗରେ ରହିବେ । ଘାରର ମହିଳା ମାନେ ମଧ୍ୟ ଏହି ଉପାୟଟି କରି ପାରିବେ । ଏହି କାମ କରିବା ପାଇଁ ଆପଣଙ୍କୁ ସ୍ନାନ ମଧ୍ୟ କରିବାକୁ ପଡିବ ନାହି ।

ଭଗବନାଙ୍କର କୌଣସି କାମ କରିବା ପୂର୍ବରୁ ପ୍ରତେକ ବ୍ୟକ୍ତିକୁ ସ୍ନାନ କରି ସ୍ଵଚ୍ଛତାର ସହ କରିବାକୁ ପଡିଥାଏ । କିନ୍ତୁ ଆଜିର ଆମର ଏହି ଉପାୟରେ ଏମିତି କିଛି କରିବାକୁ ପଡିବ ନାହି । କେବଳ ଦୁଇଟି ଶବ୍ଦର ପ୍ରୟୋଗ କରିବାକୁ ପଡିବ । ଯେଉଁ ମାନେ ନୂଆ ବିବାହ କରିଥିବେ ସେହି ମହିଳା ମାନେ ଏହି ଶବ୍ଦର ପ୍ରୟୋଗ କରିଲେ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ସେହିପରି ବଡ ଗୁରୁଜନ ମାନେ ଓ ବେପାରୀ ମାନେ ନିଜ ବ୍ୟବସାୟରେ ବୃଦ୍ଧି ହେବା ପାଇଁ ଏହି ଶବ୍ଦର ଉଚ୍ଚାରଣ କରିବା ଉଚିତ । ଯଦି କୌଣସି ବ୍ୟକ୍ତି ନିଜର ମନସ୍କାମନା ପୁରା କରିବାକୁ ଚାହୁଁଛି ତେବେ ଏହି ଉପାୟଟି କରି ପାରିବ ।

ସକାଳୁ ଉଠିବା ପରେ ପ୍ରତେକ ବ୍ୟକ୍ତିଙ୍କୁ “ଓମ ଜୁ ସହ” ମନ୍ତ୍ର ଉଚ୍ଚାରଣ କରିବା ଉଚିତ । ଏହି ମନ୍ତ୍ର ଲହୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହାର ଜପ କରିବା ଦ୍ଵାରା ଯଦି ବ୍ଯକ୍ତିର କୁଣ୍ଡଳୀରେ କୌଣସି ସମସ୍ଯା ରହିଥିବ ତେବେ ତାହା ଦୂର ହୋଇଯିବ । ଏହା ସହ ବ୍ୟକ୍ତି ନିଜର ହାତ ଯୋଡି “କରାଗ୍ରେ ବାସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ” ମନ୍ତ୍ର ଜପ କରିବା ଉଚିତ । ଏହାର ଅର୍ଥ ହେଉଛି ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ମା ସରସ୍ଵତୀ, ହାତର ମୂଳରେ ଗୋବିନ୍ଦଙ୍କର ବାସ ରହିଥାଏ ।

ବନ୍ଧୁଗଣ ଏହା ଥିଲା ସେହି ମନ୍ତ୍ର ଯାହା ଜପ କରିବା ଦ୍ଵାରା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *