ସାମ୍ପୁରେ କେବଳ ଏହି ଜିନିଷ ମିଶେଇ ଚୁଟି ଧୁଅନ୍ତୁ ଚୁଟି ଏତେ ଶୀଘ୍ର ଶୀଘ୍ର ବଢିବ କି ଆପଣ ସମ୍ଭାଳି ପାରିବେନି- Baba Ramdev Hair Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କର କେସ ଝଡିବା, କେସ ରୁଖା ହେବା ଓ କେସ ଧଳା ହେବା ଆଦି ବିଭିନ୍ନ ସମସ୍ଯା ଦେଖିବାକୁ ମିଳୁଛି । ଲୋକମାନେ ନିଜର ଏହି ସମସ୍ଯାକୁ ଦୂର କରିବା ପାଇଁ ମାର୍କେଟରୁ ମିଳୁଥିବା ବିଭିନ୍ନ ପ୍ରକାରର ସାମ୍ପୁ ଓ ହେୟାର ଅଏଲର ବ୍ୟବହାର କରିଥାନ୍ତି ।

ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ ବହୁତ ମାତ୍ରାରେ କେମିକାଲ ମିଶି ଥାଏ ଯାହା ଆପଣଙ୍କ ଚୁଟିକୁ ଅଧିକ ଡ୍ୟାମେଜ କରିଥାଏ । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ରେମେଡି ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଚୁଟିକୁ ଲମ୍ବା, ଘନ ଓ କଳା କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଆମ ଉପାୟ ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ସାମ୍ପୁର । ଆପଣ ଯେଉଁ ସାମ୍ପୁର ବ୍ଯବହର କରୁଛନ୍ତି ସେହି ସାମ୍ପୁ ନିଅନ୍ତୁ । ଏହାପରେ ଆପଣ ଏକ ପାତ୍ର ନିଅନ୍ତୁ ଓ ନିଜ କେସ ଅନୁଯାଇ ସାମ୍ପୁ ସେହି ପାତ୍ରରେ ରଖନ୍ତୁ । ଏହା ପରେ ଆପଣ ଏଲୋବେରା ଜେଲ ନିଅନ୍ତୁ । ଯଦି ଆପଣଙ୍କ ପାଖରେ ଏଲୋବେରା ଗଛ ଅଛି ତା ହେଲେ ଆପଣ ସେହି ଗଛକୁ କାଟି ତାହାର ଜେଲ ବାହାର କରିପାରିବେ ।

ନଚେତ ଆପଣ ମାର୍କେଟରେ ମିଳୁଥିବା ଆଲୋବେରା ଜେଲର ବ୍ଯବହର କରିପାରିବେ । ବନ୍ଧୁଗଣ ସାମ୍ପୁ ପରିମାଣରେ ଜେଲ ନିଅନ୍ତୁ ବନ୍ଧୁଗଣ ଏହାପରେ ଆପଣ ଏକ ଚାମଚ ଚିନୀ ପାଉଡରର ବ୍ଯବହର କରନ୍ତୁ । ଯଦି ଆପଣଙ୍କ ପାଖରେ ଚିନୀ ପାଉଡର ନାହିଁ ତା ହେଲେ ଆପଣ ଚିନୀକୁ ଗ୍ରାଇଣ୍ଡର ଦ୍ଵାରା ପେଶୀ ତାହାର ବ୍ୟବହାର କରିପାରିବେ ।

ଏହାପରେ ବନ୍ଧୁଗଣ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଯେମିତି ଆପଣ ନିଜ ଚୁଟିକୁ ସାମ୍ପୁ କରନ୍ତି ସେହିପରି ପ୍ରଥମେ ଆପଣ ଏହି ମିଶ୍ରଣକୁ ନିଜ ଚୁଟିରେ ଲଗାଇ ଦିଅନ୍ତୁ । ଚୁଟିରେ ଲଗାଇବା ପରେ ଆପଣ ନିଜ ଚୁଟିକୁ ୨ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ ଓ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ବନ୍ଧୁଗଣ ଚୁଟି ପାଇଁ ଚିନୀ ଓ ଏଲୋବେରା ବହୁତ ଅଧିକ ଲାଭଦାୟକ । ଏହା ଆପଣଙ୍କ ଚୁଟିକୁ ବହୁତ ଶୀଘ୍ର ଲମ୍ବା କରାଇ ଥାଏ ଓ ଏହା ଆପଣଙ୍କ ଚୁଟିକୁ କଳା ଘନ କରାଇଥାଏ । ତେଣୁ ବନ୍ଧୁଗଣ ୫ ମିନିଟ ପର୍ଯ୍ୟନ୍ତ ନିଜ ଚୁଟିକୁ ରଖିବା ପରେ ଭଲ ଭାବରେ ଚୁଟିକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ କମ ସେ କମ ଗୋଟେ ସପ୍ତାହରେ ଦୁଇଥର ଏହି ଉପଚାର କରନ୍ତୁ । ଦେଖିବେ ଆପଣଙ୍କ ଚୁଟି ସଂପୂର୍ଣ୍ଣ ଲମ୍ବା, ମଝବୁତ ଓ ଘନ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *