ଭୁଲରେ ବି ସଂନ୍ଧ୍ୟା ସମୟରେ ଏହି କାମ କରନ୍ତୁ ନାହିଁ- Ajira Anuchinta

ପୂଜା କରିବାର ଏକ ସମୟ ମଧ୍ୟ ଥାଏ କହିବା ପାଇଁ ଗଲେ ଏହି ସମୟ ଉପଯୁକ୍ତ ଅଟେ । କିନ୍ତୁ ଯେଉଁ ମାନେ ପୂଯାକରିବା ସମୟ କୁ ଛାଡି ଆଉ କେଉଁ ସମୟରେ ପୂଜା କରି ଥାନ୍ତି ସେମାନେ ନିଶ୍ଚିତ ଭାବେ ଏହାର ଖରାପ ପେୟାଭାବ କୁ ସାମନା କରି ଥାନ୍ତି । ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆଜି କେଉଁ କାମ ସବୁ ସଂଧ୍ୟା ସମୟରେ କରିବା ଅନୁଚିତ ହୋଇ ଥାଏ ଓ କେଉଁ କାମ କରିବା ଅନୁଚିତ ହୋଇ ଥାଏ ।

ଆମେ ସଂଧ୍ୟା ସମୟରେ କିଛି ଏହି ଭଳି ଭୁଲ କରି ଦେଇ ଥାଉ ଯାହା କରିବା ଦ୍ଵାରା ମା ଲକ୍ଷ୍ମୀ ସହ ଅନେକ ଦେବା ଦେବୀ ମାନଙ୍କୁ ଏହା ଅପମାନ ହୋଇ ଥାଏ । ଭଗବାନ ଙ୍କୁ ନିରାଶ କୃ କେଉଁ ଭି ମଣିଷ ଏହି ଠାରେ ଟିଷ୍ଟିବା ସମ୍ଭବ ନୁହେଁ ।

ତେବେ ଆପଣ ସଂଧ୍ୟା ସମୟରେ କେବେଭି ଖାଇବା ଉଚିତ ନୁହେଁ । ଏହି ସମୟରେ ଖାଇବା ଦ୍ଵାରା ଖାଦ୍ଯ ଭଲ ଭାବେ ପାଚ୍ୟ ନଥାଏ ଓ ଆମ ଶରୀର ପାଇଁ ଏହା ବିଶ ଭଳି କାମ ଦେଇ ଥାଏ । ଏହି ସମୟରେ କେବେଭି ଆପଣ ଝାଡୁ କରିବେ ନି ଏହା କରିବା ଦ୍ଵାରା ନକରାତ୍ମକ ଶକ୍ତି ବାହାରକୁ ଯିବା ବଦଳରେ ଭିତରକୁ ଆସିଥାଏ । ଯଦି ଏହି ସମୟରେ ଆପଣ ଭଗବାନ ଙ୍କୁ ପୂଜା ନକରିକି କେବଳ ନିଜ ଜୀବନସାଥୀ ସହ ପ୍ରେମ ରେ ବ୍ୟସ୍ତ ରହହିଲେ ଏହା ଅଶୁଭ ହୋଇ ଥାଏ ।

ଯେଉଁ ମାନେ ଏହି ସମୟରେ ପୂଜା କରିବା ବେଳେ ଭଗବାନ ଙ୍କ ପାଖେ ଘଣ୍ଟ କିମ୍ବା ଘଣ୍ଟି, ଶଙ୍ଖ ନବଜାଇ ଥାନ୍ତି ସେମାନଙ୍କ ପୂଜା କୁ ନିଶ୍ଚିତ ଭାବେ ଭଗବାନ ସ୍ଵୀକାର କରି ନଥାନ୍ତି । ଏହି ସମୟରେ ଯେଉଁ ମାନେ ମାତା ବୃନ୍ଦାବତୀ ଙ୍କ ପାଖେ ପୂଜା କୃ ଥାନ୍ତି ସେମାନେ ଏବେ ନିଶ୍ଚିତ ଭାବରେ ଶୁଭ ଫଳ ପାଇ ଥାନ୍ତି । ଯେଉଁ ମାନେ ମା ନ୍କାଉ ଏହି ସମୟରେ ପୂଜା କରିବା ସମୟରେ ଜଳ ଅର୍ପଣ କରନ୍ତି ଏହା ଭୁଲ ଅଟେ । ଆପଣ ପୂଜା କରିବା ସମୟରେ ମା ବୃନ୍ଦାବତୀ ଙ୍କ ପାଖେ ଜଳ କିମ୍ବା ତାଙ୍କୁ ଛୁଇଁବା ଅନୁଚିତ ଅଟେ । ଆପଣ କେବଳ ତାଙ୍କୁ ଦୀପ ଲଗାଇ ଆରାଧନା କରିବେ ।

କୁହା ଯାଏ କି ମା ବୃନ୍ଦାବତୀ ଙ୍କ ପାଖେ ଯେଉଁ ବ୍ୟକ୍ତି କିମ୍ବା ମହିଳା ଦୀପ ଦେଇ ଥାଏ ସେ ଭାଗ୍ୟଶାଳି ହୋଇଥାଏ । ଯେଉଁ ମହିଳା ଏହି କାମ ନକରିକି ଅଳସୁଆ ହୋଇ ଥାଏ ସେ ନିଶ୍ଚିତ ଭାବେ ଭଲ ପରିଣାମ ପାଇ ଥାଏ । ପରିବାର ରେ ଖୁଶି ରହି ଥାଏ । ଆପଣ ଜାଣି ଥିବେ କି ବଡ ଲୋକ ମାନେ ଏହି ସମୟରେ ଶୋଇବା ପାଇଁ ମନା କରି ଥାନ୍ତି । ଏହି ସମୟରେ ଶୋଇବା ଦ୍ଵାରା ଶରୀର ରେ ଅନେକ ରୋଗ ସୃଷ୍ଟି ହୋଇ ଥାଏ ଓ ଏହା ସହ ଅଯଥା ଚର୍ବି ମଧ୍ୟ ଶରୀର ରେ ସୃଷ୍ଟି ହୋଇ ଥାଏ । ତେଣୁ ଏହି ସମୟରେ ଆପଣ ପୂଜା ଅକରିବା ପରେ କିଛି ସମୟ ଭଗବାନ ଙ୍କୁ ସ୍ମରଣ କରିବା ଉଚିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *