ସାରା ଜୀବନ ଦୁଃଖି ରହିଥାନ୍ତି ଏହି 2 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ଆମ ସମାଜରେ ବିବାହର ବହୁତ ଗୁରୁତ୍ଵ ରହିଛି । ବିବାହ ଦ୍ଵାରା କେବଳ ଦୁଇଟି ଲୋକ ନୁହେଁ ଦୁଇଟି ପରିବାରଙ୍କ ମିଳନ ହୋଇଥାଏ । ଏହି ଦୁନିଆରେ ବିବାହକୁ ଏକ ପବିତ୍ର ବନ୍ଧନର ମାନ୍ୟତା ଦିଆଯାଇଛି । ବିବାହ ସମ୍ପର୍କ ହେଉଛି ଦୁନିଆରେ ଥିବା ସମସ୍ତ ସମ୍ପର୍କ ମଧ୍ୟରୁ ଅଲଗା ସମ୍ପର୍କ ।

ଏହି ଦୁନିଆର ସମସ୍ତ ପୁଅ ଓ ଝିଅ ପରସ୍ପର ବିଷୟରେ ସବୁ କିଛି ଜାଣି ନଥାନ୍ତି ହେଲେ ବିବାହ ପରେ ସେମାନେ ଆଜୀବନ ଏକା ସହ ରହିଥାନ୍ତି । ବିବାହ କରିବା ପରେ ଉଭୟ ସ୍ଵାମୀ ସ୍ତ୍ରୀ ପରସ୍ପର ସହ ଆଜୀବନ ରହିଥାନ୍ତି ଓ ସମସ୍ତ ପରିସ୍ଥିତିର ସାମ୍ନା ଏକା ସହ କରିଥାନ୍ତି ।

ହିନ୍ଦୁ ଧର୍ମ ଅନୁଯାଇ ଅଗ୍ନି ସମ୍ମୁଖରେ ସାତ ଜନ୍ମର ସାଥି ହେବା ପାଇଁ ସାକ୍ଷୀ ଦେଇଥାନ୍ତି । ହେଲେ ବନ୍ଧୁଗଣ ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି କାରଣ ହେତୁ ଝଗଡା ହୋଇଯାଇଥାଏ ଯାହାଫଳରେ ସାରା ଜୀବନ ପୁଅ କିମ୍ବା ଝିଅକୁ ଦୁଃଖମୟ ଜୀବନ ଅତିବାହିତ କରିବାକୁ ପଡିଥାଏ । ବନ୍ଧୁଗଣ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯେତିକି ଝଗଡା ହୋଇଥାଏ ସେତିକି ଭଲ ପାଇବା ମଧ୍ୟ ରହିଥାଏ ।

ହେଲେ ବନ୍ଧୁଗଣ ଏହି ଦୁନିଆରେ ଏମିତି ମଧ୍ୟ କିଛି ମହିଳା ଓ ପୁରୁଷ ଅଛନ୍ତି ଯେଉଁ ମାନେ ଆଜୀବନ ନିଜ ଜୀବନ ସାଥି ଠାରୁ ଦୁଃଖରେ ରୁହନ୍ତି । ଆଜିଆମେ ଆପଣ ମାନଙ୍କୁ ଏପରି ଦୁଇଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀ ମାନଙ୍କ ଠାରୁ ଆଜୀବନ ଦୁଃଖରେ ରହିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦୁଇଟି ନାମର ଝିଅ ମାନଙ୍କ ବିଷୟରେ ।

P ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି P ନାମର ଝିଅ ମାନେ । ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନଙ୍କୁ କେବେହେଲେ ନିଜ ସ୍ଵାମୀ ମାନଙ୍କ ଠାରୁ ଖୁସି ମିଳି ନଥାଏ । ଏହି ମହିଳା ମାନେ ନିଜ ସ୍ଵାମୀକୁ ବହୁତ ଭଲ ପାନ୍ତି ଓ ଧ୍ୟାନ ମଧ୍ୟ ରଖିଥାନ୍ତି । ଏମାନେ ନିଜ ସ୍ଵାମୀକୁ ହରାଇବାର ଭୟ ମଧ୍ୟ ନିଜ ମନ ମଧ୍ୟରେ ରଖିଥାନ୍ତି । ହେଲେ ବନ୍ଧୁଗଣ ଏମାନଙ୍କ ସ୍ଵାମୀ ସବୁବେଳେ କାମ ଓ ନିଜ ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିଥାନ୍ତି । ଯେଉଁ କାରଣ ହେତୁ ଏହି ଝିଅ ମାନଙ୍କୁ ବହୁତ ଦୁଃଖରେ ଜୀବନ ଅତିବାହିତ କରିବାକୁ ପଡିଥାଏ ।

K ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି K ନାମର ଝିଅ ମାନେ । ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର K ରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ସ୍ଵାମୀ ମାନଙ୍କ ଠାରୁ ଖୁସିରେ ରହିପାରି ନାଥନ୍ତି । ଏହି ଝିଅ ମାନେ ନିଜ ସ୍ଵାମୀ ମାନଙ୍କ ଉପରେ ବହୁତ ସନ୍ଦେହ ମଧ୍ୟ କରିଥାନ୍ତି । ଏହି ଝିଅ ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ ଓ ଏମାନେ ନିଜ ସ୍ଵାମୀ ମାନଙ୍କୁ ଆଉ କାହା ସହ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏହି କାରଣ ପାଇଁ ଏହି ଝିଅ ମାନେ ବହୁତ ଦୁଃଖରେ ରହିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *