ଶରୀରର କେଉଁ ଅଙ୍ଗରେ ହୋଇଥାଏ ଆତ୍ମାର ବାସ ? Garuda Purana

ଆତ୍ମା ବିଷୟରେ ସବୁ ଆଡେ ଚର୍ଚ୍ଚା ହୋଇ ଥାଏ । କିନ୍ତୁ ଏହାର ଅର୍ଥ କୁ କେହି ଆଜି ଯାଏ କେହି ଜାଣି ପାରି ନାହାନ୍ତି । ଆପଣ ମାନେ ଜାଣି ନିଅନ୍ତୁ କି ଏହା ବିଷୟରେ ବିଜ୍ଞାନ ରେ ମଧ୍ୟ କିଛି କୁହାଯାଏ ନି ସ୍ପଷ୍ଟ ଭାବେ । ଏହା ବିଷୟରେ କିନ୍ତୁ ଗରୁଡ ପୁରାଣ ରେ ଲେଖା ଯାଇଛି । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବା । ଗରୁଡ ପୁରାଣ ଏହି ଭଳି ଏକ ପୁରାଣ ଯାହା ଆମକୁ ଜୀବନ ବଞ୍ଚିବାର ବିଷୟରେ ସହଜ ଉପାୟ ଦେଇ ଥାଏ ।

ଆଜି ଆମେ ଆତ୍ମା ବିଶୟରେ ଗରୁଡ ପୂରଣ ରେ କଣ ଲେଖା ହୋଇଛି କହିବା । ଆଜି ଆମେ କହିବା ପାଇଁ ଯାଉଥିବା କଥା ଅନୁସାରେ । ଆତ୍ମା କିଭଳି ହୋଇ ଥାଏ ଓ ଏହା କେଉଁ ପ୍ରକାର ହୋଇ ଥାଏ ଜନ୍ମ ଆସନ୍ତୁ ଜାଣିବା । କଥା ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ମା ଗର୍ଭ ରେ ପିଲା ମାନେ ଥିବା ବେଳେ ସେ ତାରା ପୂର୍ବ ଜନ୍ମର କଥା ଜାଣି ପାରି ଥାଏ ।

ଆତ୍ମା ଯେଉଁ ଗର୍ଭ ଆଡକୁ ଆକର୍ଷିତ ହୋଇ ଥାଏ ସେହି ଗର୍ଭବତ୍ତୀ ମହିଳା ମାନଙ୍କ ପାଖକୁ ସେ ଚାଲି ଜାଇ ଥାଏ । ଏହା ପରେ ସେ କୋଷର ବିଭାଜନ କୁ ବଢାଇ ଦେଇ ଥାଏ କେବଳ ଏହା ନୁହେଁ ଏହା ଯେତେବେଳେ ଆମ ଶରୀର ରେ ଏହାର ପ୍ରଭାବ ପଡିଥାଏ ।

ସେତେବେଳେ ଏହା ପ୍ରଥମେ ସବୁ ଆଗରେ ହୃଦୟ ର ନିର୍ମାଣ କରି ଥାଏ ଏହା ପରେ ଧୀରେ ଧୀରେ ବାକି ଅଙ୍ଗ ମାନ ନିର୍ମାଣ ହୋଇ ଥାଏ । ଏହା ପରେ ବ୍ରହ୍ମ ର ସୃଷ୍ଟି ହୋଇ ଥାଏ । ଏହା ଏକ ସଂସ୍କୃତି ଭାଷା । ଏହାର ଅର୍ଥ ହେଉଛି କି ଏହା ମାଧ୍ୟମରୁ ଭୃଣ ବଢିବା ପାଇଁ ଯାଉଛି ।

ଏହାର ବିଷୟରେ ଗର୍ଭ ସଂହିତା ରେ ଲେଖା ହୋଇଛି । ଆପଣ ମାନେ ଜାଣିକି ଆଚାର୍ଯ୍ୟ ହୋଇଯିବେ କି ଏହା ର କିଛି ସାମାନ୍ଯ ସତ୍ୟ ବିଷୟରେ ମଧ୍ୟ ବିଜ୍ଞାନ ସମ୍ମତ ଅଛି । ଯେଉଁ ସମୟରେ ବ୍ରହ୍ମ ମୂହୁର୍ତ୍ତ ତିଆରିଇ ହୋଇ ଯାଇ ଥାଏ ସେହି ବାଟ ଦେଇ ଆତ୍ମା ଶରୀର ମଧ୍ୟ କୁ ପ୍ରବେଶ କରି ଯାଇ ଥାଏ ।

ଏହା ଭୃଣ ତିଆରି ହେବାର 3 ମାସ ମଧ୍ୟରେ ସାଧାର୍ଣ୍ଣ ଭାବେ ହୋଇ ଥାଏ । ଏହା ଦ୍ଵାରା ଏକ ନିୟନ୍ତ୍ରଣ ଆରମ୍ଭ ହୋଇ ଥାଏ ଏହା ଆମ ଶରୀର ରେ ଏକ ଊର୍ଜା କୁ ଜନ୍ମ ଦେଇ ଥାଏ । ଏହା ଆମ ଶରୀର ରେ ପୂର୍ଣ୍ଣ ବିକାଶ କରିଥାଏ । ଆତ୍ମା ବାଶର 4 ପ୍ରକାର ଭେଦ କୁହାଯାଇଛି ।

ପ୍ରଥମ ଜାଗୃତ, ସ୍ଵପ୍ନ, ସୁପ୍ତି, ତୁରୀୟ ଅବସ୍ଥା । ଜାଗ୍ରତ ଅବସ୍ଥାରେ ଏହା ଆଖିରେ ରହି ଥାଏ । ଏହା ପରେ ଏହା ସ୍ଵପ୍ନ ଅବସ୍ଥାରେ ରହିଥାଏ ଏହା ଆମ କଣ୍ଠରେ ରହିଥାଏ । ସୁପ୍ତି ଅବସ୍ଥା ରେ ଏହା ହୃଦୟ ରେ ରହିଥାଏ । ଶେଷ ଅବସ୍ଥାରେ ତୁରୀୟ ଅବସ୍ଥାରେ ଏହା ସର୍ବ ଜ୍ଞାନ ପାଇଁ ଆତ୍ମା ରେ ବିଲୟ ହୋଇ ଥାଏ ।

Leave a Reply

Your email address will not be published. Required fields are marked *