ଶାଶୁ ଘରେ ମହାରାଣୀ ପରି ରାଜ କରିଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ପ୍ରତ୍ୟେକ ଝିଅ ଙ୍କ ମନରେ କିଛି ନିଆରା ସ୍ବପ୍ନ ରହିଥାଏ ଏବଂ ତାହା ମଧ୍ୟରୁ ବିବାହ ମଧ୍ୟ ହେଉଛି ଏକ ନିଆରା ତଥା ସ୍ଵତନ୍ତ୍ର ସ୍ବପ୍ନ । ଝିଅ ମାନେ ନିଜ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି । ବୈଦିକ ଯୁଗ ରୁ ଏକ ପ୍ରବାଦ ରହି ଆସିଛି । ‘ଦୁହିତା ଦୁଇ କୂଳକୁ ହିତା’ ।

ଅର୍ଥାତ ଉଭୟ ବାପ ଘର ଏବଂ ଶାଶୁ ଘରର ମଙ୍ଗଳ ପାଇଁ ଝିଅ ମାନଙ୍କ ଜନ୍ମ ହୋଇଥାଏ । ନିଜ ବାପ ଘରେ ଝିଅ ବହୁତ ଭଲ ପାଇବା ଇ ସ୍ନେହ ରେ ବଢ଼ିଥାଏ ଏବଂ ପ୍ରତ୍ୟେକ ଝିଅ ମନରେ ଏକ ଡର ରହିଥାଏ ଯେ, ତାକୁ ଯେପରି ନିଜ ବାପ ଘରେ ଭଲ ପାଇବା ମିଳିଥିଲା ସେହିପରି ଭଲ ପାଇବା ଶାଶୁ ଘରେ ମିଳିବ ଅଥବା ନୁହେଁ । ପ୍ରତ୍ୟେକ ଝିଅ ନିଜ ଜୀବନସାଥୀ ଉପରେ ଭରସା କରି ଏକ ନୂତନ ଜୀବନ ର ଆରମ୍ଭ କରିଥାନ୍ତି ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୪ ଟି ନାମର ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି । ଯେଉଁ ମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ଏବଂ ସେମାନେ ନିଜ ଶାଶୁ ଘରେ ରାଜ୍ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “A” । ଏହି ନାମର ଝିଅ ମାନଙ୍କୁ ଏକ ସୁନ୍ଦର ପରିବାର ସହିତ ଏକ ସୁନ୍ଦର ଜୀବନ ସାଥି ମିଳିଥାନ୍ତି । ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ । ଏହି ଝିଅ ମାନେ ନିଜ ଶାଶୂଘରେ ସମସ୍ତ ସଦସ୍ୟ ଙ୍କ ଯତ୍ନ ନିଅନ୍ତି ଏବଂ ଏମାନେ ବୋହୁ ପରି ନୁହେଁ ବରଂ ଝିଅ ପରି ନଇଁ ଶାଶୂଘରେ ରୁହନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, “D” । ଏହି ନାମର ଝିଅ ଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ଏମାନେ ବହୁତ ଖୁସି ମିଜାଜ୍ ର ହୋଇଥାନ୍ତି । ଏମାନେ ସର୍ବଦା ନିଜ ଶାଶୁ ଘରେ ସମସ୍ତଙ୍କୁ ଖୁସି ରେ ରଖିବା ପାଇଁ ଚେଷ୍ଟା କରନ୍ତି । ଏମାନେ ସମସ୍ତ ସମ୍ପର୍କକୁ ଭଲ ଭାବରେ ତୁଲାଇ ଥାଆନ୍ତି । ଏମାନଙ୍କ ଶାଶୁ ଏମାନଙ୍କୁ ମାଆ ପରି ଭଲ ପାଇବା ଦେଇଥାନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, “P” । ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏମାନେ ସର୍ବଦା ନିଜ ଶାଶୁ ଘର ଲୋକଙ୍କୁ ଖୁସି ରେ ରଖନ୍ତି । ଅନ୍ୟ ମାନଙ୍କୁ ଖୁସି କରିବାର ଉପାୟ ଏମାନଙ୍କୁ ବେଶ ଭଲ ଭାବରେ ଜଣା । ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, “R” । ଏହି ନାମର ଝିଅ ମାନେ କେବେବି ମିଛ କୁହନ୍ତି ନାହିଁ ଏବଂ ନିଜର ଭୁଲ ମଧ୍ୟ ସତ କହି ସ୍ୱୀକାର କରିଥାନ୍ତି । ଏମାନେ ନିଜ ଶାଶୁ ଘର ଲୋକଙ୍କ ସହିତ ସର୍ବଦା ଖୁସି ରେ ରୁହନ୍ତି ଏବଂ ଏହି ନାମର ଝିଅ ନିଜ ଶାଶୁ ଘରର ସମସ୍ତ ସଦସ୍ୟ ଙ୍କ ଆଦର ର ପାତ୍ର ସାଜିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *