୭ ତାରିଖରୁ ଭଗବାନ ବିଷ୍ଣୁଙ୍କ କୃପାରୁ ଚମକିବ ଭାଗ୍ୟ, ଏହି ପାଞ୍ଚଟି ରାଶି ରହିବେ ଭାଗ୍ୟଶାଳୀ

ଜାତକକୁ ସମୀକ୍ଷା କରିବା ପରେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟତ ବିଷୟରେ ଜଣାଯାଏ । ବ୍ୟକ୍ତିର ଜୀବନରେ ରାଶିର ବହୁତ ମହତ୍ବ ହୋଇଥାଏ । ସମୟର ପରିବର୍ତ୍ତନ ଅନୁସାରେ ବ୍ୟକ୍ତିର ରାଶିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ, ଏହି ପ୍ରକୃତିର ନିୟମକୁ କିଏ ମଧ୍ୟ ବଦଳାଇ ପାରିବ ନାହିଁ ।

ଆସନ୍ତୁ ଜାଣିବା ୭ ତାରିଖ ଦିନ ଏହି ୫ଟି ରାଶି ବ୍ୟକ୍ତିଙ୍କୁ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହେବେ, ଯାହା କି ସେମାନଙ୍କ ଭାଗ୍ୟ ନିଜ ସପକ୍ଷରେ ରହିବ, ସଫଳତାରେ ବୃଦ୍ଧି ଓ ଭାଗ୍ୟଶାଳୀ ହେବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହେବେ-

ମେଷ- ଏହି ରାଶି ବ୍ୟକ୍ତିମାନେ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହେବେ । ତେଣୁ ସବୁ କ୍ଷେତ୍ରରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଯେଉଁ କାର୍ଯ୍ୟ କରିଥିବେ ସେଥିରେ ମଧ୍ୟ ଅଧିକ ଲାଭ ପ୍ରଦ ହେବେ । ଯଦି ନିର୍ଧନ ଓ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ତେବେ କାର୍ଯ୍ୟ କ୍ଷେତ୍ରରେ ସେତିକି ଶୀଘ୍ର ଉନ୍ନତି କରିବେ । ସବୁ ଚିନ୍ତା ଦୂର ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ- ଏହି ରାଶି ବ୍ୟକ୍ତିମାନଙ୍କୁ ଭଗବାନ ବିଷ୍ଣୁଙ୍କ କୃପାରୁ ଜୀବନରେ ଅପାର ସଫଳତା ପ୍ରାପ୍ତ ହେବାର ଯୋଗ ସୃଷ୍ଟି ହେଉଛି । ଭଗବାନ ବିଷ୍ଣୁଙ୍କ କୃପାରୁ ସବୁ କ୍ଷେତ୍ରରେ ଉନ୍ନତି କରିବେ । କିଛି ନୂଆ କରିବାର ଅଭ୍ୟାସରେ ଆପଣଙ୍କୁ ସଫଳତା ମିଳିବ । ଜୀବନରେ ବହୁତ ପରିବର୍ତ୍ତନ ହେବ, ଯଦି ଚେଷ୍ଟା କରିବେ ତେବେ ସଫଳତା ନିଶ୍ଚୟ ପ୍ରାପ୍ତି ହେବ ।

 

କର୍କଟ- ଏହି ରାଶି ବ୍ୟକ୍ତିମାନଙ୍କୁ କର୍ମ କ୍ଷେତ୍ରର ବାଧା ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଯଦି ଚାକିରୀ କରୁଛନ୍ତି ତେବେ ଉଚ୍ଚାଧିକାରୀମାନେ ଅଶାନ୍ତି ବିରକ୍ତ ହୋଇପାରନ୍ତି । ସହକର୍ମୀମାନେ କାର୍ଯ୍ୟରେ କ୍ଷତି କରିବାକୁ ଚେଷ୍ଟା କରିବେ । ସାବଧାନ ରହିବା ଆବଶ୍ୟକ ଅଟେ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଜରୁରୀ । ପରିବାରରେ ଖୁସିର ବାତାବରଣ ଲାଗିରହିବ । ବାହନ ଚଲେଇବା ସମୟରେ ସାବଧାନ ରହିବା ଆବଶ୍ୟକ ଅଟେ ।

ସିଂହ – ଏହି ରାଶି ବ୍ୟକ୍ତିମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । ଅଚାନକ ଭାବରେ ନୂଆ ପରିବର୍ତ୍ତନ ହେବ । ଏହି ରାସୀ ବ୍ୟକ୍ତି ନିଜର କ୍ରୋଧକୁ ତ୍ୟାଗ କରି ଶାନ୍ତିର ମାର୍ଗକୁ ଧାରଣ କରିବା ଜରୁରୀ ଅଟେ । ନଚେତ୍ କ୍ରୋଧ ସ୍ବଭାବ ହେତୁ ପୂରଣ ହେଉଥିବା କାର୍ଯ୍ୟ ବିଗିଡିଯାଇପାରେ । ଆପଣ ସକାଳୁ ଉଠି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ, ଏହା କଲେ ଲାଭ ପ୍ରାପ୍ତି ହେବେ । ଭଗବାନ ବିଷ୍ଣୁଙ୍କ କୃପାରୁ ସବୁ କଷ୍ଟ ଦୂର ହେବ ଓ ଆର୍ଥିକ ସ୍ଥିତି ମଜବୁତ ରହିବ ।

କନ୍ୟା- ଏହି ରାଶି ବ୍ୟକ୍ତିମାନଙ୍କୁ ଭଗବାନ ବିଷ୍ଣୁଙ୍କ କୃପାରୁ ସବୁ ଚିନ୍ତା ଓ ସମସ୍ୟା ଦୂର ହେବ । ପ୍ରେମ ସମ୍ବନ୍ଧିତ ମାମଲାର ସବୁ ବାଧା ଦୂର ହୋଇଜୀବ ଓ ପ୍ରେମରେ ସଫଳ ହେବେ । ଅଟକିଥିବା କାର୍ଯ୍ୟ ଶୀଘ୍ର ପୂରଣ ହେବ । ଆପଣ କାହାକୁ ମଧ୍ୟ ବେଶି ବିଶ୍ବାସ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଭଲ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ପରିବାରରେ ଖୁସିର ବାତାବରଣ ଲାଗିରହିବ ।

ତୁଳା- ଏହି ରାଶି ବ୍ୟକ୍ତିମାନଙ୍କ ଜୀବନରେ ବହୁତ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । କର୍ମ କ୍ଷେତ୍ରରେ ପାର୍ଟନରଙ୍କ ଠାରୁ ଲାଭ ମିଳିବ । କିନ୍ତୁ ବ୍ୟାପାରରେ କାହାକୁ ବିଶ୍ବାସ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବାକୁ ପଡିବ । ପରିବାରର ସଂପୂର୍ଣ୍ଣ ସହଯୋଗ ମିଳିବ । ଯଦି ପାଠ ପଢୁଛନ୍ତି ତେବେ ବହୁତ ପରିଶ୍ରମ କରିବାକୁ ହେବ । କାରଣ ପଢାରେ ମନ ଲାଗିବା ନାହିଁ । ପରିବାରରେ ଖୁସିର ବାତାବରଣ ଲାଗିରହିବ ।

ବିଛା- ଏହି ରାଶି ବ୍ୟକ୍ତିମାନଙ୍କୁ ଏହି ସମୟରେ ଆୟର ବୃଦ୍ଧି ହେବା ପାଇଁ ବାଟ ଦେଖାଯିବ । ଯେଉଁ କାର୍ଯ୍ୟ ପାଇଁ ଚେଷ୍ଟା କରୁଛନ୍ତି ତାହା ସଫଳତା ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ସହକର୍ମୀମାନେ ଚିନ୍ତାରେ ପକାଇବାକୁ ଚେଷ୍ଟା କରିବେ । କାର୍ଯ୍ୟରେ ବୃଦ୍ଧି ହେତୁ ଚିନ୍ତା ଲାଗି ରହିବ । ଜୀବନସାଥିଙ୍କ ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ । ପରିବାରର ସଦସ୍ୟଙ୍କ ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ଲାଗି ରହିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ ।

ଧନୁ- ଏହି ରାଶି ବ୍ୟକ୍ତିମାନଙ୍କୁ ଏହି ସମୟରେ ବହୁତ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ । କାରଣ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଏହି ରାଶିର ଯେଉଁ ବ୍ୟକ୍ତିମାନେ ବ୍ୟାପାର କରୁଛନ୍ତି ସେମାନେ ଲାଭ ପ୍ରାପ୍ତି ହେବେ । ସଫଳତା ପ୍ରାପ୍ତ ହେବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ବାହନ ଚଲେଇବା ସମୟରେ ସାବଧାନ ରହିବା ଉଚିତ୍ । ସନ୍ତାନଙ୍କ ଚିନ୍ତା ଲାଗି ରହିବ । ଯଦି ଆପଣ ପୁଞ୍ଜି ନିବେଶ କରୁଛନ୍ତି ତେବେ ଏହି ସମୟ ନିବେଶ ପାଇଁ ଭଲ ନାହିଁ ।

ମକର- ଏହି ରାଶି ବ୍ୟକ୍ତିମାନଙ୍କୁ ଏହି ସମୟରେ ଅଯଥା ଅର୍ଥ ଖର୍ଚ ହୋଇପାରେ । ଏହି ରାଶିର ବ୍ୟକ୍ତିମାନେ ନିଜର କ୍ରୋଧ ଭାବକୁ କାବୁ ରଖିବାକୁ ହେବ, ଅନ୍ୟଥା କ୍ଷତି ସହିବାକୁ ପଡିବ । ଯେଉଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ଶାନ୍ତି ମନରେ କାର୍ଯ୍ୟଟି କଲେ ନିଶ୍ଚୟ ସଫଳତା ପ୍ରାପ୍ତ ହେବେ । ପରିଶ୍ରମର ଫଳ ନିଶ୍ଚୟ ପାଇବେ । ଘର ପରିବାରରେ ଖୁସିର ବାତାବରଣ ଲାଗିରହିବ । ଯଦି କୌଣସି ଅର୍ଥ ନେବା-ଦେବା କାର୍ଯ୍ୟରେ ଯୁକ୍ତ ଅଛନ୍ତି ତେବେ ଏହି ସମୟରେ ସାବଧାନ ରହିବା ଉଚିତ୍ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ- ଏହି ରାଶି ବ୍ୟକ୍ତିମାନଙ୍କୁ ଏହି ସମୟରେ ସାମାନ୍ୟ ଫଳ ପ୍ରାପ୍ତି ହେବ । ସଫଳତା ପାଇବାର ବାଟ ଦେଖାଦେବ । ଏହାର ଲାଭ କଲେ ଆୟରେ ବୃଦ୍ଧି ହେବ । କିନ୍ତୁ ଆୟ ଅନୁସାରେ ଖର୍ଚ ମଧ୍ୟ କରିବାକୁ ପଡିବ । ସେଥିପାଇଁ ଅଯଥା ଖର୍ଚ ପ୍ରତି ନିୟନ୍ତ୍ରଣ ରଖିବାକୁ ହେବ । ଯଦି ଚେଷ୍ଟା କରିବେ ତେବେ ସଫଳ ନିଶ୍ଚୟ ହାସିଲ ହେବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଘର ପରିବାରରେ ଖୁସିର ବାତାବରଣ ଲାଗିରହିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ମୀନ- ଏହି ରାଶି ବ୍ୟକ୍ତିମାନଙ୍କୁ ଏହି ସମୟରେ ଶୁଭ ଅଶୁଭ ମିଶ୍ରିତ ଫଳ ପାଇବେ । ସତୃମାନେ କ୍ଷତି କରିବାକୁ ଚେଷ୍ଟା କରିବେ । ସେଥିପାଇଁ ସାବଧାନ ରହିବା ଉଚିତ୍ । ଏହି ରାଶିର ଯେଉଁ ବ୍ୟକ୍ତିମାନେ ବ୍ୟାପାର କରୁଛନ୍ତି ସେମାନଙ୍କର ବ୍ୟାପାରରେ ସାମାନ୍ୟ ଲାଭ ପ୍ରାପ୍ତ ହେବ । ଯଦି ବ୍ୟାପାରକୁ ବିସ୍ତାର କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଭଲ ହେବ ନାହିଁ । ଜୀବନ ସାଥିଙ୍କ ସହିତ ସମୟ ଭଲରେ ବିତିବ । ପରିବାରର ସଂପୂର୍ଣ୍ଣ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ବାହନ ଚଲେଇବା ସମୟରେ ସାବଧାନ ରହିବା ଉଚିତ୍ ।

ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *