ଶେଜ ଉପରେ ବସିକି ଖାଉଥିବା ଲୋକ ଏହାକୁ ଥର ନିଶ୍ଚିତ ଦେଖନ୍ତୁ- Vastu Shastra

ବାସ୍ତୁ ଶାସ୍ତ୍ରରେ ଶକରତ୍ମକତା ବନାଇ ରଖିବା ପାଇଁ ଓ ସୁଖ ସମୃଦ୍ଧି ଆଣିବା ପାଇଁ ମହତ୍ଵ ପୂର୍ଣ ଉପାୟ କୁହାଯାଇଛି ଏହା ସହିତ ଏମିତି କିଛି କାର୍ଯ୍ୟର ବର୍ଣନା କରାଯାଇଛି । ଯାହାକୁ କରିବା ଅନୁଚିତ ବୋଲି କୁହାଯାଇଛି । ଆଧୁନିକ ଜୀବନ ଶୈଳୀରେ ବହୁତ ପ୍ରକାର ଚେଞ୍ଜେସ ଆସିଥାଏ । ଏହି କାରଣରୁ ବହୁତ ଲୋକ ନିଜ ସଂସ୍କୃତିକୁ ଭୁଲି ଯାଉଛନ୍ତି । ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡୁଛି ।

ପ୍ରାଚୀନ କାଳରେ ଲୋକ ସମୃଦ୍ଧ ଓ ଅଧିକ ସମୟ ପାଇଁ ଜୀବିତ ରହୁଥିଲେ । ଆଉ ଆଜିକାଲି ମନୁଷ୍ୟର ଆୟୁ କମ ହେବାରେ ଲାଗିଲାଣି । ପୂର୍ବରୁ ଲୋକ ତଳେ ବସିକି ଖାଦ୍ଯ ଖାଉଥିଲେ ଯାହା ଦ୍ଵାରା ତାଙ୍କ ଶରୀରର ପୃଥିବୀ ଊର୍ଜାର ମିଳନ ହେଉଥିଲା । ଆଉ ସେ ସୁସ୍ଥ ଓ ବଳ ଶାଳି ହେଉଥିଲେ ।

କମଜୋରି ଆସିଯିବା ବହୁତ ସାଧାରଣ କଥା ହୋଇଥାଏ । ଯାହା ଖାଇବା ସମସ୍ତେ କିଛି ନିୟମର ପାଳନ କରିବା ଦରକାର । ଆଉ ଏହି ନିୟମ ବୈଜ୍ଞାନିକ ଦ୍ରୁଷ୍ଟି କୋଣରୁ ଏହା ମଧ୍ୟ ସତ ପ୍ରମାଣିତ ହୋଇଛି । ଯାହା ପ୍ରାଚୀନ ମୁନି ରୁଷି ମାନେ ହଜାର ବର୍ଷ ତଳେ ଯାହା କହିଥିଲେ । ସେହି ବିଜ୍ଞାନ ଆପମକୁ ବତାଇବ । ଜ୍ୟୋତିଷଙ୍କ ଅନୁସାରେ ଖାଇବା ସମୟରେ ଗ୍ରହର ମଧ୍ୟ ପ୍ରଭାବ ପଡିଥାଏ ।

ଆସନ୍ତୁ ଜାଣିବା ଖାଇବା ସମୟରେ କେଉଁ କଥା ଜାଣିବା ଆବଶ୍ୟକ ହୋଇଥାଏ । ଭୋଜନ କକ୍ଷ ବସ୍ତୁ ଅନୁସାରେ ଭୋଜନ କକ୍ଷ ବୃହସ୍ପତି ଗ୍ରହର ପ୍ରତୀକ ବୋଲି କୁହାଯାଏ । ପ୍ରାଚୀନ କାଳରେ ରାଜା ମହାରାଜଙ୍କ ଭୋଜନ କକ୍ଷରେ ଏହି କଥାକୁ ଧ୍ୟାନରେ ରଖୀ ବନାଉଥିଲେ । ଭୋଜଙ୍କ କକ୍ଷକୁ ସ୍ନାନ ଗ୍ରହ ଶୌଚ ଲୟ ଉପରେ କି ଭୋଜନାଳୟକୁ ଗାଧୁଆ ଘର ସାମ୍ନାରେ ମଧ୍ୟ ବନାଇବା ଅନୁଚିତ ହୋଇଥାଏ । ଖାଇବା ସମୟରେ ମଧ୍ୟ ଦିଗର ବହୁତ ଗୁରୁତ୍ଵ ଥାଏ । ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ମୁହଁ କରି ବସିବାର ଆବସ୍ୟକ ହୋଇଥାଏ । ଏହା ସର୍ବତମ ଦିଗ ବୋଲି କୁହାଯାଇଛି ।

ଏହା ଦ୍ଵାରା ମନୁଷ୍ୟର ସ୍ୱାସ୍ଥ୍ୟ ବହୁତ ଠିକ ରହିଥାଏ । ଦେବୀ ଦେବତାଙ୍କ କୃପା ମଧ୍ୟ ରହିଥାଏ । ଦକ୍ଷିଣ ଦିଗକୁ ମୁହଁ କରି ଖାଇଲେ ମାନ ସନମାନ ଓ ଜଷର ପ୍ରାପ୍ତ ହୋଇଥାଏ । ପିତୃଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଯେଉନମାନଙ୍କର ବାପା ମା ଜୀବିତ ଅଛନ୍ତି ସେମାନଙ୍କୁ ଦକ୍ଷିଣ ଦିଗ ଆଡକୁ ମୁହଁ କରି ଖାଇବା ଅନୁଚିତ ହୋଇଥାଏ । ତାଙ୍କୁ ପଶ୍ଚିମ ଦିଗ ଆଡକୁ ମୁହଁ କରି ଖାଇବା ଉଚିତ ହୋଇଥାଏ । ବାସ୍ତୁ ଅନୁସାରେ ଦକ୍ଷିଣ ଓ ପଶ୍ଚିମ ଦିଗ ମଝିଆ ମଝି କରି ଭୋଜନ କରିବା ଦ୍ଵାରା ପାଚନ ଶକ୍ତି କମ ଯୋର ହୋଇଥାଏ ।

ଆଉ ପେଟ ବିମାରୀ ମଧ୍ୟ ହୋଇପାରେ । ଭୋଜନ କରିବା ସମୟରେ ହାତ ମୁହଁ ଓ ଗୋଦା ଧୋଇବା ଦରକାର ହୋଇଥାଏ । ଏଥିରେ ଆୟୁରେ ବୃଦ୍ଧି ହୋଇଥାଏ । ଗୋଦା ଧୋଇକି ଭୋଜନ କରିବା ଶୁଭ ହୋଇଥାଏ । ଜଳ ପଞ୍ଚତତ୍ଵ ଭିତରୁ ଗୋଟିଏ ଅଟେ । ତଳେ ବସି ଖାଇବା ଦ୍ଵାରା ପୃଥିବୀ ଓ ଜଳ ତତ୍ଵର ମିଲନ ହୋଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ସର୍ବତମ ହୋଇଥାଏ । ଏହା ସହିତ ଏହା ମନକୁ ଶାନ୍ତ ରଖିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *