ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେପ୍ଟେମ୍ବର ମାସରେ ଧନ୍ୟ ରାଶିର ବ୍ୟକ୍ତିଙ୍କ କ୍ୟାରିୟର, ଧନ ସମ୍ପତି, ପ୍ରେମ, ବ୍ୟବସାୟ, ଚାକିରି କ୍ଷେତ୍ରରେ ସ୍ଥିତି କେମିତି ରହିବ ତାହା କହିବାକୁ ଯାଉଛୁ । ଧନୁ ରାଶିର ଲୋକେ ପରିବାରର ସହାୟତା ପାଇବେ । ଭାଇ ମାନଙ୍କ ସହ ସମୟ ବିତାଇବାର ସୁଯୋଗ ପାଇବେ । ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରେ ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ସବୁ ବହୁତ ଭଲ ରହିବ । କଠିନ ପରିଶ୍ରମର ଫଳ ଆପଣଙ୍କୁ ମିଳିବାକୁ ଯାଉଛି । ତେଣୁ ଆପଣଙ୍କର ପ୍ରତେକ କାମ ସହଜରେ ପୂରଣ ହେବ ।
କାର୍ଯ୍ୟରେ ଥିବା ବାଧା ଦୂର ହେବ ଆପଣଙ୍କର ମଧୁର ବାଣୀ ଦ୍ଵାରା । ପ୍ରତେକ ସମସ୍ୟାର ସମାଧାନ ଆପଣ ଅତି ସହଜଶ୍ଯରେ କରିବେ । କୌଣସି କାମ କରିବାକୁ କଷ୍ଟ ଅନୁଭବ ହେବ ନାହି । ମାନସିକ ସ୍ତରରେ ଶକ୍ତିଶାଳୀ ଅନୁଭବ କରିବେ । ଆୟର ନୂଆ ନୂଆ ସ୍ରୋତ ମିଳିବ । ନୂତନ ଉଶ୍ଚ ଖୋଲିପାରେ ଯାହା ପାଇନ ଆପଣଙ୍କର ଧନ ବୃଦ୍ଧି ହେବ । ଶୁକ୍ରଙ୍କ ରାଶି ପରିବର୍ତ୍ତନ କାରଣରୁ ଧନର ଉଶ୍ଚ ବଜାୟ ରହିବ । ଚକଇରୀ କ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି ।
ଅର୍ଥ ନୈତିକ ଦ୍ରୁଷ୍ଟି କୋଣରୁ ଏହି ମାସତି ଆନନ୍ଦଦାୟକ ରହିବ । ଧନରେଗୃହରେ ଶନି ଅଛନ୍ତି ତେଣୁ ଧନ ସଞ୍ଚୟ କରିବେ । କୌଣସି କ୍ଷେତ୍ରରେ ଧନ ନିବେଶ କରିଲେ ଲାଭବାନ ହେବେ । ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ବୁଧଙ୍କ କୃପା ଧନ ଜନିତ ସମସ୍ଯା ଦୂର ହେବ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ସ୍ୱାସ୍ଥ୍ୟ ସମସ୍ୟାର କିଛି ସଂକେତ ନାହି । ଦୈନିକ ଜୀବନ ସାମାନ୍ଯ ରହିବ । ଅଳ୍ପ ଟିକେ ସ୍ଵାସ୍ଥ୍ୟକୁ ନେଇ ସତର୍କ ରହିବାର ଅଛି । ଏଥିପାଇଁ ବାସି ଖାଦ୍ୟ, ଜଙ୍କ ଫୁଡ ଠାରୁ ଦୂରେଇ ରୁହନ୍ତୁ । ସମ୍ପର୍କ ମଜବୁତ ହେବ ।
ପ୍ରିୟ ଙ୍କ ଅଧିକ ସମୟ ବିତାଇବା ଓ ବୁଲିବା ପାଇଁ ସୁଯୋଗ ରହିବ । ଉପହାର ମିଳିପାରେ । ସିନେମା ବା ମନୋରଞ୍ଜନ କ୍ଷେତ୍ରକୁ ଯିବାର ପ୍ଳାନ କରିବେ । ମୋଟ ଉପରେ ଆପଣଙ୍କର ଲାଭ ଲାଇଫ ରୋମାନ୍ସ ଓ ମଜାରେ ପରିପୂର୍ଣ୍ଣ ରହିବ । ସେପ୍ଟେମ୍ବରୁ ପ୍ରେମରେ ମଧୁରତା ଆସିବ । ଯେଉଁ ମାନେ ସାଥିଙ୍କୁ ମନ କଥା କହିବାର ଅପେକ୍ଷାରେ ଅଛନ୍ତି ସମୟ ଶୁଭ ଅଛି । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ବୁଲିବାକୁ ଯିବେ । ଦାଂପତ୍ଯ ଜୀବନରେ ମଧୁରତା ରହିବ ।
ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଠିକ ରହିବ । ପାରିବାରିକ ଜୀବନ ଭଲରେ ଯିବ । ପରସ୍ପର ପ୍ରତି ଶ୍ନର ବୃଦ୍ଧି ହେବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କ୍ଯାରିୟରକୁ ନେଇ ନୂଆ ପ୍ଳାନ କରିବେ । ଗୃହରେ ନୂଆ ସାମରୋହ ହୋଇପାରେ । ପୈତୃକ ସମ୍ପତିରୁ ଲାଭ ପାଇବେ । ସେପ୍ଟେମ୍ବର ମାସତି ବହୁତ ଭଲ ରହିବାର ଅଛି । ଭାଇ ଭଉଣୀଙ୍କ ଧ୍ୟାନ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।