ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନିଜର ଏହି ଜିନିଷ ଟି ଲୁଚାଇ ରଖିବା ଆବଶ୍ୟକ, ଏହାକୁ ପୁରୁଷ ମାନଙ୍କୁ କେବେବି ଦେଖାଇବା କଥା ନୁହେଁ

ବନ୍ଧୁଗଣ, ସଦାସର୍ବଦା ମହିଳା ମାନଙ୍କୁ ନିଜର ଏହି ଗୋଟିଏ ଜିନିଷ ଲୁଚାଇ ରଖିବା କଥା । ଏହାକୁ କେବେ ମଧ୍ୟ ଖୋଲା ରଖିବା କଥା ନୁହେଁ । ବନ୍ଧୁଗଣ ଏହାକୁ ବହୁତ ଖରାପ କାର୍ଯ୍ୟ ମାନାଯାଏ । ବିଶେଷ କରି ମହିଳା ମାନେ ଏହାକୁ ନିଶ୍ଚିନ୍ତ ଦେଖନ୍ତୁ ।

ବନ୍ଧୁଗଣ ମହିଳା ମାନଙ୍କୁ ଲକ୍ଷ୍ମୀ ଙ୍କର ରୂପସ୍ଵୋରୂପ ମାନାଯାଇଥାଏ । କିନ୍ତୁ ଜଣାଅଜଣା ରେ ମହିଳା ଏଭଳି କିଛି ଭୁଲ କରିଦେଇଥାନ୍ତି । ଯାହା କାରଣରୁ ମାତା ଲକ୍ଷ୍ମୀ ଙ୍କ ସହିତ ଘର ପରିବାରର ମଧ୍ୟ ଅପମାନ ହୋଇଥାଏ । ବନ୍ଧୁଗଣ ଏହା ସହିତ ସମାଜ କୁ ମଧ୍ୟ ଏହା ବହୁଳ ଭାବରେ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଏଭଳି କେଉଁ ଜିନିଷ ଅଛି ଯାହା ମହିଳା ମାନଙ୍କୁ କେବେ ଖୋଲା ରଖିବା କଥା ନୁହେଁ ।

୧- ବନ୍ଧୁଗଣ ମହିଳା ମାନଙ୍କୁ ନିଜେ ପିନ୍ଧିଥିବା ଶାଢୀ କାନୀ ସର୍ବଦା ଢାକି ରଖିବା କଥା । ଏହାକୁ କେବେ ମଧ୍ୟ ଖୋଲି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ ।

୨- ଯେବେ କୌଣସି ମାତା ଶିଶୁ ଙ୍କୁ ସ୍ତନପାନ କରାଉଛି ତେବେ ତାହାକୁ କାନୀ ଢାଙ୍କି କରାଇ ସ୍ତନ୍ୟପାନ କରାଇବା ଉଚିତ । କାରଣ ଯଦି ଦେଖାଇ ସମସ୍ତଙ୍କ ସାମୁଖରେ ସ୍ତନପାନ କରାଇବେ ତେବେ ଶିଶୁ ଙ୍କୁ କାହାର ଖରାପ ନଜର ଲାଗି ଯିବାର ସମ୍ଭାବନା ରହିଥାଏ । ସମାଜର ଲୋକ ମଧ୍ୟ ଖରାପ ନଜରରେ ଦେଖିବେ ।

୩- ମହିଳା ମାନଙ୍କୁ ସଂପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା କଥା ନୁହେଁ । ଏଭଳି କରିବା ଦ୍ଵାରା ସ୍ତ୍ରୀ ଙ୍କୁ ପାପ ଲାଗିଥାଏ । ଏହା ସହିତ ଆଖପାଖ ରେ ଘୁରି ବୁଲୁଥିବା ନକାରାତ୍ମକ ଊର୍ଜା ଆପଣଙ୍କ ଉପରେ ହାବି ହୋଇପାରନ୍ତି । ସଂପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା ଫଳରେ ଜଳରେ ଥିବା ଭଗବାନ ବରୁଣ ଦେବ ର ଅପମାନ ହୋଇଥାଏ । ଶାସ୍ତ୍ର ରେ ଏହାକୁ ଘୋର ପାପ ର ବରାବର ମାନ ଯାଇଥାଏ । ଏହା ସହିତ ନଗ୍ନ ହୋଇଥିବା ନାରୀ ଙ୍କୁ କୌଣସି ପୁରୁଷ ଯଦି ଦେଖି ଦିଅନ୍ତି ତେବେ ତାଙ୍କୁ ମଧ୍ୟ ପାପ ଲାଗିଥାଏ । ଏଥି ନିମନ୍ତେ ନାରୀ ଙ୍କୁ ନଗ୍ନ ହୋଇ ସ୍ନାନ କେବେ ମଧ୍ୟ କରିବା କଥା ନୁହେଁ ।

୪- ବନ୍ଧୁଗଣ ସ୍ତ୍ରୀ ର ଇଜ୍ଜତ ତାହାର ପୋଷାକ ମଧ୍ୟରେ ସୀମିତ ରହିଥାଏ । ମାତ୍ର ଯଦି କୌଣସି ସ୍ତ୍ରୀ ଫଟା ପୋଷାକ ପିନ୍ଧିଥାଏ, ତେବେ ସାମାଜରେ ଥିବା ଲୋକ ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି । ବନ୍ଧୁଗଣ କହିବାକୁ ଗଲେ ସାଧାରଣତ ମହିଳା ମାନେ ଜାଣିଶୁଣି ଜଙ୍ଘ ପ୍ରଦର୍ଶନ ତଥା ନିଜ ନାଭି କୁ ଜାଣିଶୁଣି ଦେଖାଇଥାନ୍ତି । ବନ୍ଧୁଗଣ ଆପତି ଜନକ ପୋଷାକ ପିନ୍ଧିବା ସମାଜରେ ବହୁତ ଆପତି ଜନକ କାର୍ଯ୍ୟ ମାନାଯାଉଅଛି ।

ଏହାଫଳରେ ସମସ୍ତ ମାନବତା ଉପରେ ପ୍ରଭାବ ପକାଇ ଥାଏ । ବନ୍ଧୁଗଣ ନାରୀ ମାନଙ୍କୁ ଏହିସବୁ ଜିନିଷ କରିବାକୁ ବାରଣ କରାଯାଇଛି । ପାଳନ କାଲେ ମଙ୍ଗଳ ହେବ ନଚେତ ଏହା ଆପଣଙ୍କୁ ବହୁତ ବଡ ବିପତ୍ତି ରେ ମଧ୍ୟ ପକାଇ ପାରିବ । ଆପଣ ମାନଙ୍କୁ ଏହି ମହତ୍ଵ ପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *