ଶନି କରିବେ ମାର୍ଗୀ ଚଳନ, ଏହି ରାଶିର ଲୋକମାନେ ଏବେ କୋଟିପତି ହେବେ

ଭଗବାନ ଶନି ଦେବ ହେଉଛନ୍ତି ସୂର୍ଯ୍ୟ ଭଗବାନ ଙ୍କ ପୁତ୍ର । ସେ ନିଜ ନାୟ ପାଇଁ ସବୁ ଜାଗାରେ ପରିଚିତ ଅଟନ୍ତି । ଯଦି ଦେଖିବା ପାଇଁ ଯିବା ତ ଅନେକ ଲୋକମାନେ ଶନି ଦେବ ଙ୍କ ନାମ କୁ ନେଇକି ଡରି ଥାନ୍ତି । ଯେଉଁ ମାନେ ଜଣାଇ ନଥିବେ ସେମାନେ ଏହା ଜାଣିବା ଦରକାର କି ଭଗବାନ ଶନି ଦେବ କେବଳ ନ୍ୟାୟ ପାଇଁ ନଥାନ୍ତି ଯେଉଁ ମାନେ ଭୁଲ କାମ କରି ଥାନ୍ତି ତା ପାଇଁ ମଧ୍ୟ ସେ ଦଣ୍ଡ ନିର୍ଧାରିତ କରି ଥାନ୍ତି ।

ଶନି ଦେବଙ୍କ ମତ ଅନୁସାରେ ଯେଉଁ ମାନେ ନିରୀହ ପଶୁ ପକ୍ଷୀ ଙ୍କ ସହ ଖରାପ କରିଥାନ୍ତି ସେମାନେ କେବେହେଲେ ଶନି ଦେବଙ୍କ କୋପରୁ ନିଜକୁ ବଞ୍ଚାଇ ପାରି ନଥାନ୍ତି । ଯେଉଁ ମାନେ ସବୁ ବେଳେ ଭଗବାନ ଙ୍କ ଜପ ତପ କରିବା ଓ ଅନ୍ୟମାନଙ୍କ କଥାରେ ମୁଣ୍ଡ ନଦେଇକି ନିଜ କାମ କରିଥାନ୍ତି ସେମାନଙ୍କ ଉପରେ ଭଗବାନ ଶନି ଦେବ କୃପା କରିଥାନ୍ତି ।

ଶନି ବାର ଦିନ ଆପଣ ଯଦି ଆମେ ସୋରିଷ ତେଲ ଜାଳିବା କିମ୍ବା ଆମେ ଯଦି ଭଗବାନ ହନୁମାନ ଜି ଙ୍କୁ ପୂଜା କରିବା ତେବେ ଏହା ମଧ୍ୟ ଆମକୁ ଭଲ ପରିଣାମ ଦେଇ ଥାଏ । ତେବେ ଏବ କିଛି ଜଣ ଭଗବାନ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି ।

ତେବେ ଯଦି ଭଗବାନ ଶନି ଦେବଙ୍କ କୃପା ପାଇବା ଦ୍ଵାରା ଆପଣ ଯାହାଭି କରିବେ ତାହା ଆପଣଙ୍କ ପାଇଁ ଖୁବ ଭଲ ପରିଣାମ ଦେବ । ଆଉ ମାତ୍ର କିଛି ଘଣ୍ଟା ପରେ କିଛି ରାଶିର ଲୋକମାନେ ଏବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ।

ମାତ୍ର ଯେଉଁ ମାନେ ଏବେ ଭଲ ପରିଣାମ ପାଇବେ ସେହି ରାଶିର ଲୋକମାନେ ଏବେ ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପାଇବେ ସେମାନେ ଧନ ସହ ଏବେ ସମ୍ମାନ ମଧ୍ୟ ପାଇବେ । ଏମାନେ ଏବେ ଯାହା କରିବା ପାଇଁ ଚାହୁଁ ଥିବେ ତାହା ଏବେ କରି ପାରିବେ ।

କିଛି ନୂଆ କାମ ଆପଣ ଆରମ୍ଭ କରି ପାରିବେ । ତେବେ ଯଦି ନୂଆ କାମ କରିବା ପାଇଁ ଆପଣ ଚାହୁଁ ଛନ୍ତି ତେବେ ଏବେ ଏହି ଭଲ ସମୟରେ ନିଜ କାମ କରି ପାରିବେ । ଯେଉଁ ମାନେ ବାହାରେ ନିଜର ଏକ ପରିଚୟ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଏବେ ଭଲ ପରିଣାମ ପାଇବେ । କିଛି ଜାଗାରୁ ଆପଣ ଅଲଗା ଅଲଗା ଅଫର ନିଶ୍ଚିତ ଭାବେ ପାଇବେ ।

ଆପଣ କିଛି ଭି ଅଫର କୁ ଗ୍ରହଣ ଅକରିବା ଆଗରୁ ଆଗ ତାହା ବିଶୟରେ ଜାଣି ନେବା ଭଲ ହେବ । ନିଜ ଘରେ ହେଉ କିମ୍ବା ସମ୍ପର୍କ ରେ ହେଉ କାହାର କିଛି ମାଙ୍ଗଳିକ କାମ ହେବ ଅପାଇନ ଯାଉଛି ଏହା ସହ ଆପଣ କିଛି ଖୁଶି ଖବର ମଧ୍ୟ ପାଇବେ । ତେବେ ଏହି ରାଶିର ଲୋକମାନେ ଯଦି ଶନିବାର ଦିନ କଳା ଡାଲି ଦାନ କରିବେ କିମ୍ବା କାହାକୁ କିଛି ଖାଦ୍ୟ ଖାଇବା ପାଇଁ ଦେବେ ତେବେ ଆପଣ ଭଲ ପରିଣାମ ପାଇବେ ଏହି ରାଶିର ନାମ ହେଉଛି । କର୍କଟ, ବିଛା, ତୁଳା, ଧନୁ, କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *