ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି ଦୁଇଟି ଶବ୍ଦ, ସାତ ପୁରୁଷ ପର୍ଯ୍ୟନ୍ତ ହେବନି ଧନର ଅଭାବ

ସୃଷ୍ଟିରେ କିଛି ଏମିତି ଜିନିଷ ଥାଏ ଯାହାକୁ ପାଇବା ପାଇଁ କୌଣସି ଉପାୟ ଦରକାର ପଡେ ନହିଁ । ମାନବ ଜୀବନ ଈଶ୍ବରଙ୍କ ବରଦାନ ବୋଲି କୁହାଯାଇଥାଏ । ମାନବ ଜୀବନରେ ଅନେକ ଉଥାନ ପଥନ ହୋଇଥାଏ ସେହି ଠାରେ ଆମେ କେବେ କେବେ ଆମ ଜୀବନରେ ଦିବ୍ୟ ଶକ୍ତିର ଆଭାସ ହୋଇଥାଏ ।

ଆମ ଲକ୍ଷ ଓ କାମନାକୁ ପୁରା କରିବା ପାଇଁ ଆମକୁ ସହାୟତା ମିଳିଥାଏ । ଆମଘରେ କେତେ ପ୍ରକାର ବସ୍ତୁ ରହିଥାଏ ଯାହାକି ସେହି ବସ୍ତୁ ଗୁଡିକ ରହିବା ଦ୍ଵାରା ମନସ୍କାମନା ପୂର୍ଣ ମଧ୍ୟ ହୋଇଥାଏ । ଶାସ୍ତ୍ରରେ କୁହାଯାଇଚିକି ସଚା ମନରେ ଓ ଶ୍ରଦ୍ଧା ସହିତ ସମସ୍ତ କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ପୁରା ହେବ ।

ଆଜି ଆମେ ଆପଣଙ୍କୁ ଦୁଇଟି ଶବ୍ଦ ବିଷୟରେ କହିବୁ ଯାହାକି ଆପଣ ଶୋଇବା ପୂର୍ବରୁ କହିଦେଉଛନ୍ତି ଆପଣଙ୍କ ଭାଗ୍ୟ ଚମକି ଉଠିବ ତା ସହିତ ଘରେ ଟଙ୍କା ପଇସାର ଅଭାବ ରହିବ ନହିଁ । ଏହାକୁ ପ୍ରତିଦିନ କରିବା ଦ୍ଵାରା ଆପଣଙ୍କ ଘରକୁ ବର୍ଷ ବର୍ଷ ଧନ ଆସିବ । ପ୍ରଥମ ଶବ୍ଦଟି ହେଉଛି ଶ୍ରୀକୃଷ୍ଣ, ହଁ ବନ୍ଧୁ ଗଣ ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ । ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା ମନୁଷ୍ୟର ସମସ୍ତ କଷ୍ଟ ଦୂର ହୋଇଥାଏ ।

କୁହାଯାଏକି ଏହି ନାମରେ ସମ୍ପୂର୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ । ଏହି ମନ୍ତ୍ରକୁ ପ୍ରତିଦିନ ୧୦୮ ଥର ଜପ କରିବା ଦ୍ଵାରା ଆପଣଙ୍କର ସବୁ ମନୋସ୍କମନା ପୂର୍ଣ ହୋଇଥାଏ । କାରଣ ଭଗବାନ ଶ୍ରୀକୃଷ୍ଣ ବିଷ୍ନୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଇଥାଏ । ଏହି ନାମ ସ୍ମରଣ ମାତ୍ରେ ହିଁ ବ୍ଯକ୍ତିର ସମସ୍ତ ଦୁଃଖ ଦୂର ହୋଇଥାଏ । ଯଦି ମନୁଷ୍ୟର କିଛି ଧନ ସମ୍ବନ୍ଧିତ ଅସୁବିଧା ରହିଥାଏ ତେବେ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଧନ ଜନିତ ସମସ୍ତ ଅସୁବିଧା ଦୂର ହୋଇଥାଏ ଏବଂ ଆପଣଙ୍କୁ ଅପାରଧନ ପ୍ରାପ୍ତ ହୋଇଥାଏ ।

ସେ ମନ୍ତ୍ରଟି ହେଉଛି, ” ଗୋବଲ୍ଲଭାୟ ସ୍ଵାହା ” । ମାତ୍ର ଦୁଇଟି ଶବ୍ଦରେ ତିଆରି ଏହି ମନ୍ତ ଆପଣଙ୍କୁ ଅପାର ଧନ ପ୍ରାପ୍ତ ହୋଇଥାଏ । ଧ୍ୟାନ ରଖନ୍ତୁ ଏହି ମନ୍ତ୍ର ଜପ କରିବା ସମୟରେ ଭୁଲ ଶବ୍ଦର ଉଚରଣ କରନ୍ତୁ ନହିଁ । କାରଣ ଏହି ଶବ୍ଦ ଭୁଲ ଉଚାରଣ କରିବା ଦ୍ଵାରା ଏହାର ଲାଭ ହୋଇନଥାଏ । ମନ୍ତ୍ରକୁ ସିଧା କରିବା ପାଇଁ ପାଖାପାଖି ଅଢେଇ ହଜାର ଥର ଜପ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *