ଶ୍ରାବଣ ମାସରେ ଏହି ଗଛ ମୂଳରେ କ୍ଷୀର ରଖିଲେ,ଘରକୁ ପଇସା ମାଡ଼ି ଆସେ…

ବନ୍ଧୁଗଣ ଶ୍ରାବଣ ମାସ ଚାଲୁଅଛି । ଏହି ମାସ ଟି ଭଗବାନ ଶିବ ଙ୍କୁ ସମର୍ପିତ ଅଟେ । ଭଗବାନ ଶିବ ଙ୍କୁ ଭୋଳା ଭଣ୍ଡାରି କୁହା ଯାଇଥାଏ । ଏହି ମାସରେ ମହାଦେବଙ୍କୁ ଏକ ଲୋଟା ଜଳ ଦ୍ଵାରା ସନ୍ତୁଷ୍ଟ ହୋଇଥାନ୍ତି । କ୍ଷୀର ର ଖାସ ମହତ୍ଵ ରହିଥାଏ । ଖିଏ ପିଲାଙ୍କର ବିକାଶ କରିବା ସହ ଜୀବନର କଷ୍ଟ ମଧ୍ୟ ଦୂର କରିବାରେ ରାମବାଣ ଉପାୟ ହୋଇଥାଏ । ଆଜି ଆମେ ଜାଣିବା ଶ୍ରାବଣ ମାସରେ କ୍ଷୀର ର ଚମତ୍କାରୀ ଓ ଦୁର୍ଲଭ ପ୍ରୟୋଗ ବିଷୟରେ କହିବୁ ।

ଶ୍ରାବଣ ମାସରେ କୌଣସି ସୋମବାର ଦିନ ଏହି ଉପାୟ କରିବେ ତେବେ ଏହାର ଲାଭ ନିଶ୍ଚୟ ମିଳିବ । ଏହି ଉପାୟ କରିବା ପାଇଁ କିଛି ସାମଗ୍ରୀର ଆବଶ୍ୟକତା ପଡିବ । ମାଟି ଦୀପ, ଦେଶୀ ଗାଈ ର କ୍ଷୀର, ତମ୍ବା ପାତ୍ରରେ ସାଧା ଜଳ, ନାଲି ଧାଗା, ଲୁହା ର କଣ୍ଟା ଆବଶ୍ୟକ । ଏହି ସବୁ ସାମଗ୍ରୀ କୁ ରଖିକି ଅଜ୍ଞାତ ଗଛ ପାଖକୁ ଯିବାକୁ ହେବ ।

ସବୁ ଗଛ ମାନଙ୍କର ମାତା ନିମ ଗଛକୁ କୁହା ଯାଇଥାଏ । ଏହି ଗଛରେ ମା ଦୂର୍ଗା, ସତୀ, ମହାମାୟା, ମହାଦେବ ଓ ଅନ୍ୟ ଦଇବି ଶକ୍ତି ମାନଙ୍କର ବାସ ହୋଇଥାଏ । ନିମ ଗଛକୁ କାଟିବା ଦ୍ଵାରା ସନ୍ତାନର ଅକାଳ ମୃତ୍ୟୁ ହୋଇଥାଏ । ନିମ ଗଛର ସମସ୍ତ ଅଂସ ଉପୋଯୋଗି ଓ ରାମବାଣ ହୋଇଥାଏ । ନିମ କାଠିରେ ନୀତିଦିନ ଦାନ୍ତ ଘସିଲେ ଦାନ୍ତ ସମସ୍ଯା ହୁଏ ନାହିଁ ।

ନିମ ଗଛର ମାଟି କୁ ମଥାରେ ଲେପ ଭଳି ଲଗାଇଲେ ଅନେକ ରୋଗ ଦୂର ହୋଇଥାଏ । ଏହି ଗଛରେ ଅନେକ ଚମତ୍କାରୀ ଶକ୍ତି ରହିଥାଏ । ଯଦି ଶ୍ରାବଣର କୌଣସି ସୋମବାର ଦିନ ନିମ ଗଛରେ ଏହି ଉପାୟ କରାଯାଏ ତେବେ ବ୍ଯକ୍ତିର ଗରିବୀ ସମସ୍ଯା, କଷ୍ଟ ଆଦି ଦୂର ହୋଇଥାଏ । ସର୍ବ ପ୍ରଥମେ ଘର ପାଖରେ ଥିବା ନିମ ଗଛ ପାଖକୁ ଯାଆନ୍ତୁ କୌଣସି ସୋମବାର ଦିନ ।

ନିମ ଗଛକୁ ପ୍ରଣାମ କରି ନିଜର ସମସ୍ଯା କୁହନ୍ତୁ । ଏହାପରେ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ । ଏହାପରେ ଆପଣ ନାଲି ସୂତା ନିମ ଗଛରେ ବାନ୍ଧି ଦିଅନ୍ତୁ । ଗୋଟେ ଲୁହା କଣ୍ଟା ର ନିମ ଗଛରେ ବାଡେଇବାକୁ ହେବ । ଯଦି ପରିବାରର କୌଣସି ସଦସ୍ୟ ବାରମ୍ବାର ରୋଗରେ ପୀଡିତ ହେଉଛନ୍ତି ତେବେ ତାଙ୍କ ଚାରିପଟେ ଲୁହା କଣ୍ଟାକୁ ବୁଲାଇ ଆଣି ନିମ ଗଛରେ ବାଡେଇ ଦିଅନ୍ତୁ ।

ଏହା ଦ୍ଵାରା ରୋଗରୁ ମୁକ୍ତି ମିଳିଥାଏ । ଏହାପରେ ନିମ ଗଛ ମୂଳରେ କ୍ଷୀର ରଖିକି ଦୀପ ଜଳାନ୍ତୁ । ଏହାପରେ ନିମ ଗଛକୁ ପ୍ରଣାମ କରି ନିଜର ମନସ୍କାମନା କୁହନ୍ତୁ । ଘରକୁ ଫେରିବା ସମୟରେ ପଛକୁ ଫେରବେ ଦେଖିବେ ନାହିଁ ।

ଏହି ଉପାୟ ଟି ଶ୍ରାବଣର କୌଣସି ସୋମବାର ଦିନ କରିଲେ ନିଶ୍ଚୟ ଧନର ବର୍ଷା ହୋଇଥାଏ । ନିମ ଗଛ ପୁରୁଣା ହୋଇଥିବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *