ମରିଗଲେବି ଶ୍ରାବଣ ମାସରେ କରନ୍ତୁ ନାହିଁ ଏହି 5ଟି କାମ ସାରା ଜୀବନ କାନ୍ଦି କାନ୍ଦି ମରିବେ

ସକଳ ଶକ୍ତିର ଆଧାର ଭଗବାନ ଶିବଙ୍କୁ ସବୁ ପ୍ରକାର ଲୋକମାନେ ଆରାଧନା କରି ପାରିବେ । ପ୍ରାଚୀନ କାଳରୁ ଏହି ମାନ୍ୟତା ଅଛି କି ଭଗବାନ ଶିବଙ୍କୁ ଯିଏ ପ୍ରସନ୍ନ କରି ପାରିଛି ତାରା ଜୀବନରେ ସବୁ ପ୍ରାକାର ଖୁସି ଆସି ଯାଇଛି । କୁହାଯାଏ କି ଭଗବାନ ଶିବ ଙ୍କୁ କିଛି ଭି ଜିନିଷ ର ଲୋଭ ନଥାଏ ।

ସେ ଟିକେ ଭକ୍ତିରେ ପ୍ରଶନ୍ନ ହୋଇଥାନ୍ତି । ଯେଉଁ ମାନେ ଟାଣୁଆ ଖୁବ ମନ ପ୍ରାଣ ଦେଇ ପୂଜା କରନ୍ତି ସେମାନେ ନିଜ ଜୀବନରେ ଯାହା ଭି ଚାହାଁନ୍ତି ସେୟା ପାଇ ଥାନ୍ତି । ଯେଉଁ ମାନେ କିଛି ଭି ପାଇବା ପାଇଁ ଭଗବାନ ଶିବ ଙ୍କ ତପଶ୍ୟା କରିଥାନ୍ତି ସେମାନେ ସେହି ଜିନିଷ ସବୁକୁ ପାଇ ଯାଇ ଥାନ୍ତି । ଭଗବାନ ଶିବ ହେଉଛନ୍ତି କୋପେବାର କିମ୍ବା ତ୍ତପେ ବାର । ସେ ଇଛା ଅନୁସାରେ ବରଦାନ ଜେଭଳି ଦିଅନ୍ତିଇ ସେହି ଭଳି ଖୁବ କ୍ଷୀଣ ରାଗି ମଧ୍ୟ ଅଟନ୍ତି ।

ମହାଦେବ ବୋଲି ତାଙ୍କୁ ମାନ୍ୟ କରାଯାଏ କାରଣ ସେ ଦେବତା ମାନଙ୍କ ର ଦେବତା । ସେ ସବୁ ପ୍ରକାର ଅନିଷ୍ଟ ର ସମାଧାନ ଅଟନ୍ତି । କୁହାଯାଏ କି ଭଗବାନ ଶିବ ଙ୍କୁ ଆରାଧନା କରିକି ହି ରାକ୍ଷାଶ ମାନେ ଆଗେ ଖୁବ ଶକ୍ତି ଶାଳି ହେଇ ଯାଉଥିଲେ । ଏତେ ଶକ୍ତି ଥିଲା କି ସେମାନେ ଦେବତା ମାନଙ୍କୁ ମଧ୍ୟ ପରାସ୍ତ କରି ଦେଉଥିଲେ । ସେମାନେ ସ୍ଵର୍ଗ ଉପରେ ଅନେକ ବାର ଆକ୍ରମଣ କରି ଅନେକ ଥର ଏହାକୁ ଛଡାଇ ଆଣିଛନ୍ତି ।

ଏଭଳି ଶକ୍ତି ଭଗବାନ ଶିବଙ୍କ ପାଖରେ ଅଛି କି ତାଙ୍କ ସ୍ମରଣ ମାତ୍ରେ କି ଭୟ, ପାପ, ଲୋଭ, ରୋଗ ବ୍ୟାଧି, ମୃ-ତ୍ୟୁ ଭଳି ସଙ୍କଟ ଓ ଦେହ ପୀଡା ମାନଶୀକ ପୀଡାରୁ ଆମେ ମୁକ୍ତ ହୋଇ ପାରିବା । ଶ୍ରାବଣ ମାସ ଭଗବାନ ଶିବଙ୍କ ଖୁବ ପ୍ରିୟ ମାସ ଅଟେ ଏହି ମାସରେ ତାଙ୍କୁ ଜଳ ଅର୍ପଣ କରାଯାଏ । ଆସନ୍ତା ସୋମବାର ଦିନ ଯଦି ଆପଣ କିଛି ଉପାୟ କରିବେ ତାହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ ।

ଏହି ଦିନ ଆପଣ ସକାଳଉ ଉଠି ସ୍ନାନ ସାରି ଏକ ତମ୍ବା ପାତ୍ରରେ କିଛି ଜଳ ନେଇକି ଏଥିରେ ଏକ ମନ୍ଦାର ଫୁଲ ପକେଇକି ରଖନ୍ତୁ । ସୂର୍ଯ୍ୟ ଦେବଙ୍କୁ ଏହା ଅର୍ପଣ କରନ୍ତୁ । ଏହା ସହ ଆପଣ ଭଗବାନ ସୂର୍ଯ୍ୟ ନାରାୟଣ ଙ୍କ ମନ୍ତ୍ର ଜପ କରନ୍ତୁ । ଏହି କାମ ସାରିବା ପରେ ଆପଣ କିଛି ଖାଦ୍ଯ ଓ ପାଣି ପଶୁ କିମ୍ବା ପକ୍ଷୀ ମାନଙ୍କୁ ଦିଅନ୍ତୁ । ସକାଳ ପାହିଲା ବେଳେକୁ ଆପଣ ଶିବ ମନ୍ଦିର ଯାଇ ଅଖୁର୍ଣ ବେଲ ପାତ୍ର ଓ କିଛି ଚନ୍ଦନ ଚାଉଳ ନେଇ ଶିବ ଭଗବାନ୍ନ ଙ୍କୁ ଅର୍ପଣ କରନ୍ତୁ ।

ଆପଣ ଶିବ ଭଗବାନ ଙ୍କ ମନ୍ତ୍ର ଜପ କରନ୍ତୁ । ଏହି ଦିନ ଆପଣ ବିଷ୍ଣୁ ଭଗବାନ ଓ ମା ପାର୍ବତୀ, ମା ଲକ୍ଷ୍ମୀ ଙ୍କ ଆରାଧନା କରନ୍ତୁ । ଏହା ସହ ନିଜ ସକ୍ଷମ ଅନୁସାରେ ଫଳ ମୂଳ ଆଣି ଆପଣ ପୂଜା କରନ୍ତୁ । ଆପଣ ଏହି ଦିନ ସଂଧ୍ୟା ଦେବା ସମୟରେ ତୁଳଷୀ ଚଉରାର ପରିକ୍ରମା କରନ୍ତୁ । ଏହି ପାଞ୍ଚଟି ଉପାୟ ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହେବ ଓ ଆପଣ ଖୁସିରେ ଜୀବନ ବଞ୍ଚିବାର ଆସା ପାଇବେ ।

ଯେଉଁ ପାଞ୍ଚଟି ଉପାୟ କୁହାଯାଇଛି ଯଦି ଏହାର ବିପରୀତ କରିଲେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *