ଶ୍ରୀ କୃଷ୍ଣ କହିଛନ୍ତି ଧନ ପ୍ରାପ୍ତି ର ସରଳ ଉପାୟ ! କେଉଁ 5ଟି ଜିନିଷ ଘରକୁ ଆଣିଲେ ଘରେ ହେବ ଧନର ବର୍ଷା…. ଦେଖନ୍ତୁ

ବନ୍ଧୁଗଣ ଜୀବନକୁ ସୁଚାରୁରୂପେ ପରିଚାଳିତ କରିବାକୁ ହେଲେ ସୁଖ ଓ ଧନର ଆବଶ୍ୟକତା ରହିଥାଏ । ଅଧିକାଂଶ ଲୋକେ ଧନ ରୋଜଗାର କରିଥାନ୍ତି ସତ କିନ୍ତୁ ଧନ ସଞ୍ଚୟ କରିପାରନ୍ତି ନାହି । ତେଣୁ ଅଯଥା ଖର୍ଚ୍ଚ ଭଳି ସମସ୍ଯା ଲାଗି ରହିଥାଏ ଓ ଉକ୍ତ ବ୍ୟକ୍ତି ଆର୍ଥିକ ସମସ୍ଯା ଦେଇ ଗତି କରିଥାନ୍ତି । ଅଯଥା ଖର୍ଚ୍ଚ ପାଇଁ ଘରେ ଥିବା ନେଗେଟିଭ ଏନର୍ଜି ଦାୟୀ ଅଟେ । ତେଣୁ ଏହି ନେଗେଟିଭ ଊର୍ଜା ଘରୁ ଦୂର କରିବା ଉଚିତ । ଭଗବାନ ଶ୍ରୀ କୃଷ୍ଣ ଏମିତି ୫ଟି କଥା କହିଛନ୍ତି ଯାହା ଦ୍ଵାରା ଅଯଥା ଖର୍ଚ୍ଚରୁ ବଞ୍ଚି ହେବ । ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବେ । ଆସନ୍ତୁ ଜାଣିବା ବିସତର ଭାବେ ।

ମହାଭାରତରେ ଏପରି ଏକ କଥା ବର୍ଣ୍ଣନା କରା ଯାଇଛି ଯେଣୁଥି ରେ ପାଣ୍ଡବ ମାନେ ବନବାସରେ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ବଡ ଭାଇ ଯୁଧିଷ୍ଠିର ଙ୍କୁ ରାଜାଭିଷେକ କରିବାକୁ ନିର୍ଣ୍ଣୟ ନିଆ ଯାଇଥିଲା । ଆୟୋଜନରେ ଦ୍ଵାରିକା ରେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଥିଲା । ରାଜ୍ୟର ଅଭିଷେକ ସମୟରେ ଯୁଧିଷ୍ଠିର ଭଗବାନ କୃଷ୍ଣ ଙ୍କୁ ପଚାରିଲେ କି କିପରି ସେ ସୁ କୌଶଳ ରାଜ୍ୟ ନିୟନ୍ତ୍ରଣ କରିବେ ଓ ତାଙ୍କ ରାଜ୍ୟର ଦାରିଦ୍ରତା କିପରି ଦୂର ହେବ ?

ସେତେବେଳେ ଭଗବାନ କୃଷ୍ଣ ଯୁଧିଷ୍ଠିର ଙ୍କ ମାଧ୍ୟମରେ ପୁରା ଦୁନିଆର ପ୍ରାଣୀ ଙ୍କୁ ଏହି ୫ଟି ଶିକ୍ଷା ଦେଇଥିଲେ । ଏହି ସବୁ ଶିକ୍ଷା ଯେଉଁ ମଣିଷ ନିଜ ଇବନରେ ପ୍ରୟୋଗ କରିବେ ସେମାନେ ଜୀବନରେ ଅଯଥା ଖର୍ଚ୍ଚ ଠାରୁ ବଞ୍ଚିତ ରହିବେ । ସେଗୁଡିକ ହେଲା- ୧- ଚନ୍ଦନ : ଯଦି ଘରେ ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି ତେବେ ଚନ୍ଦନ କାଠ ରଖନ୍ତୁ । ଏହା ଦ୍ଵାରା ଘରେ ଥିବା ନେଗେଟିଭ ଊର୍ଜା ଦୂର ହୋଇ ଶାନ୍ତିର ବାତାବରଣ ରହିବ  ।

୨- ବୀଣା : ବୀଣା ମା ସରସ୍ଵତୀ ଙ୍କ ବାଦ୍ୟ ଜନ୍ତ୍ର ଅଟେ । ମା ସରସ୍ଵତୀ ଜ୍ଞାନ ଓ ସମୃଦ୍ଧି ର ଦେବୀ ଅଟନ୍ତି । ମା ସରସ୍ଵତୀ ପଦ୍ମା ଫୁଲରେ ବିରାଜମାନ ହୋଇଥାନ୍ତି । ମା ସରସ୍ଵତୀ ବୀଣା ଘରେ ରଖିବା ଦ୍ଵାରା ଦାରିଦ୍ରତା ଦୂର ହୋଇଥାଏ ।

୩- ଘିଅ : ଭଗବାନ କୃଷ୍ଣ କୁ ଘିଅ ଅତ୍ୟନ୍ତ ପସନ୍ଦ ହୋଇଥାଏ । ତେଣୁ ଘରେ ଯଦି ଘାଇ ବା ଘିଅର ସେବନ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ଅଟେ । ଗାଈ ଘିଅ ରେ ଦୀପ ଲଗାଇବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

୪- ପାଣି : ପାଣି ଜୀବନରେ ଅତ୍ୟନ୍ତ ଆବଶ୍ୟକତା ହୋଇଥାଏ । ତେଣୁ ଭଗବାନଙ୍କ ପାଖରେ ପାଖରେ ପିତଳ ପାତ୍ର ରେ ପାଣି ରଖିବା ଉଚିତ ଅଟେ । ଏହା ଦ୍ଵାରା ଅଯଥା ଖର୍ଚ୍ଚ ହିଁ ହୋଇଥାଏ ।

୫- ପାଣି ପୂର୍ଣ୍ଣ ବାଲଟି : ଘରର ବାଥରୁମ ରେ ରଖାଯାଇଥିବା ବାଲଟି ରେ ପରିଷ୍କାର ପାଣି ରଖିବା ଉଚିତ । କେବେ ବି ଖାଲି ବାଲଟି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଦାରିଦ୍ରତା ଦେଖା ଯାଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *