ଶ୍ରୀରାମ ପଣ୍ଡାଙ୍କ ଜୀବନୀ ଓ ପରିବାର ବିଷୟରେ ଏମିତି କିଛି କଥା ଯାହା ଆଗରୁ ଆପଣ କେବେବି ଜାଣିନଥିବେ

ଆପଣ ମାନେ ଶ୍ରୀରାମ ପଣ୍ଡାଙ୍କୁ ବହୁତ ଭଲଭାବରେ ଜାଣିଥିବେ ଓ ସେ ବହୁତ ସାରା ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି । ବର୍ତମାନ ସେ କଣ କରୁଛନ୍ତି ଓ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆପଣମାନେ ଜାଣିଛନ୍ତିକି । ଯଦି ଜାଣି ନାହାନ୍ତି ତାହେଲେ ଲେଖାଟିକୁ  ସେଶ ପର୍ଯ୍ୟନ୍ତ ପଢନ୍ତୁ । ଶ୍ରୀରାମ ପଣ୍ଡା ବହୁତ ସାରା ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ ଓ ତାଙ୍କ ଅଭିନୟ ମଧ୍ୟ ବହୁତ ବଢିଆ ।

ଶ୍ରୀରାମ ପଣ୍ଡାଙ୍କ ଜନ୍ମ ଗଞ୍ଜାମର ନବରଂଗ ପୁରରେ ହୋଇଥିଲା । ବର୍ତମାନ ତାଙ୍କ ବୟସ ହେଉଛି ୬୬ ବର୍ଷ ଓ ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ତ୍ରିପୁରା ମିଶ୍ର । ସେ ଜଣେ ପଯୋଜକ, ଲେଖକ ଓ ଯୋଗ ଶିକ୍ଷକ ମଧ୍ୟ ଥିଲେ । ତାଙ୍କର ପ୍ରଥମ ଓଡିଆ ଫିଲ୍ମର ନାମ ଥିଲା ଧରିତ୍ରି । ତାଙ୍କ ଜୀବନରେ ଆସିଥିଲା ଗୋଟେ ବହୁତ ବଡ ପରିବର୍ତନ ସେ ଶ୍ରୀରାମ ପଣ୍ଡାରୁ  ହୋଇଗଲେ ସ୍ଵାମୀ ନିତ୍ୟ ଚୈତନ୍ୟ। ଶ୍ରୀରାମ ପଣ୍ଡାଙ୍କ ଅଭିନୟରେ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ ।

ଶ୍ରୀରାମ ପଣ୍ଡା ବହୁତ ସାରା ଆୱାର୍ଡ ମଧ୍ୟ ପାଇଛନ୍ତି , ସେଥିମଧ୍ୟରୁ ଜୟଦେବ ଆୱାର୍ଡ ଥିଲା ଅନ୍ୟତମ । ଶ୍ରୀରାମ ପଣ୍ଡା ବହୁତସାର ଫିଲ୍ମରେ ଅଭିନୟ କରିଛନ୍ତି ସେହି ସମୟରେ ଶ୍ରୀରାମ ପଣ୍ଡାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସୁଥିଲା । ତାଙ୍କର ଫିଲ୍ମ ଗୁଡିକ ସୁପର ହିଟ ହୋଇଥିଲା ।  ଶ୍ରୀରାମ ପଣ୍ଡା ଦୀର୍ଘ ୬ ବର୍ଷ ହେବା ସଂସାରରୁ ସବୁ ଲୋଭ, ମୋହ, ମାୟା ଛାଡି ଦେଇ ସନ୍ୟାସ ଧର୍ମ ଗ୍ରହଣ କରିଛନ୍ତି ।

ଗତ କିଛି ବର୍ଷ ହେବା ସେ ସିନେମା ଜଗତରୁ ମଧ୍ୟ ଦୂରେଇ ରହିଛନ୍ତି ଆଉ କୌଣସି  ଫିଲ୍ମ କି ଆଲବମରେ ସେ ନଜର ଆସୁନାହାନ୍ତି । ତେବେ ଶ୍ରୀରାମ ପଣ୍ଡା ଆପଣଙ୍କୁ କେମିତି ଲାଗନ୍ତି ଓ ତାଙ୍କ ଅଭିନୟ କେମିତି ଲାଗୁ ଥିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜାଣନ୍ତୁ ।

ସେ ତାଙ୍କ ସମୟରେ ଜଣେ ସଫଳ ଅଭିନେତା ଭାବେ ପରିଚିତ ଥିଲେ । ସେ ବହୁ ଗୁଡିଆ ଫିଲ୍ମରେ ଅବିନୟ କରିଥିଲେ ଯେମିତିକି ଧରିତ୍ରୀ, ଜୋରଜାର ମୁଲକତାର, ନାଗଫାସ, ହିସାବ ନିକାସ, ଯାଯାବର ।ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *