ସ୍ତ୍ରୀମାନେ ପିରିୟଡ ସମୟରେ ସ୍ଵାମୀ ସହ କେଉଁ କାମ କଲେ ସ୍ଵାମୀର ଆୟୁଷ କମିଥାଏ- Ajira Anuchinta

ନମସ୍କାର ବନ୍ଧୁଗଣ, ନାରୀର ନାରୀତ୍ଵ ପାଇଁ ପିରିଅଡ ହୋଇଥାଏ । ଏହି ପିରିଅଡକୁ ନେଇ ଆନେକ ନୀତି ନିୟମ, ଛୁଆଁ ଅଛୁଆ ରହିଛି । ତେବେ ଏହି ପିରିଅଡ ସମୟରେ ରହିଥିବା କିଛି ନିୟମ ଯାହା ଆପଣଙ୍କୁ ମଧ୍ୟ ଜଣା ନାହିଁ ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ପିରିଅଡ ସମୟରେ ସ୍ଵାମୀଙ୍କ ସହ ସ୍ତ୍ରୀ କେଉଁ କାର୍ଯ୍ୟ କରିବା ନିହାତି ଦରକାର । ଆଜି ଆପଣ ମାନଙ୍କୁ ଏହାର ଉତ୍ତର ମିଳିବାକୁ ଯାଉଛି ।

ପ୍ରଥମ: ଯେଉଁ ନାରୀ ପିରିଅଡ ହୋଇଥିବା ସମୟରେ ନିଜ ଆଖିରେ କଜଳ ଲଗାଇଥାଏ ତେବେ ସେହି ନାରୀର ସନ୍ତାନ ଅନ୍ଧ ଭାବରେ ଜନ୍ମ ହୋଇଥାଏ । ଦିତୀୟ: ନାରୀମାନଙ୍କୁ ପିରିଅଡ ସମୟରେ ନିଜ ଶରୀରରେ ତେଲ ମାଲିସ କରିବା ଅନୁଚିତ । ନଚେତ ସେମାନଙ୍କ ସନ୍ତାନ ଅଳସୁଆ ଓ ନିକମା ପ୍ରକୃତିର ଜନ୍ମ ହୋଇଥାନ୍ତି ।

ତୃତୀୟ: ଯେଉଁ ନାରୀ ପିରିଅଡ ସମୟରେ ଅଧିକ ବାୟୁ ସେବନ କରିଥାଏ ସେହି ନାରୀର ସନ୍ତାନ ପାଗଳ ହୋଇଥାଏ । ଚତୁର୍ଥ: ଯେଉଁ ନାରୀ ପିରିଅଡ ସମୟରେ ଭୟଙ୍କର ଚିତ୍କାର ଶୁଣିଥାଏ ସେମାନଙ୍କ ସନ୍ତାନ ବଧିର ହୋଇ ଜନ୍ମଲାଭ କରିଥାଏ । ପଞ୍ଚମ: ଯେଉଁ ନାରୀ ପିରିଅଡ ସମୟରେ ଅଧିକ ହସିଥାଏ ସେମାନଙ୍କ ସନ୍ତାନର ଜିଭ ବଡ ହେବା ସହ ଓଠ କଳା ହୋଇଥାଏ ।

ଷଷ୍ଠ: ପିରିଅଡ ସମୟରେ ନାରୀମାନେ ଅଧିକ ଚଞ୍ଚଳ ହୋଇ କାମ କରିଲେ ସେମାନଙ୍କ ସନ୍ତାନ ମଧ୍ୟ ଚଞ୍ଚଳ ସ୍ଵାଭବର ହୋଇ ଜନ୍ମ ହୋଇଥାଏ । ସପ୍ତମ: ଯେଉଁ ନାରୀମାନେ ପିରିଅଡ ସମୟରେ ଧାର୍ମିକ ଆଲୋଚନା ଶୁଣିଥାନ୍ତି ସେମାନଙ୍କ ସନ୍ତାନ ଧାର୍ମିକ, ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାଏ । ଅଷ୍ଟମ: ଯେଉଁ ବିବାହିତା ନାରୀ ସ୍ଵାମୀଙ୍କୁ ଦେବତା ଭଳି ପୂଜା କରିଥାଏ ଏବଂ ମନଜାଣି ସେବା କରିଥାଏ ସେହି ଘର ଉପରେ ଦେବା ଦେବୀଙ୍କର ଆଶୀର୍ବାଦ ମିଳିଥାଏ । ଏବଂ ଘରର ଶୁଭ ହୋଇଥାଏ ।

ନବମ: ଯେଉଁ ବିବାହିତା ନାରୀ ଶାଶୁ ଶଶୁରଙ୍କୁ ଅବମାନନା ତଥା ହତାଦାର କରିଥାନ୍ତି । ସେମାନଙ୍କ ସ୍ଵାମୀ ଅନେକ ବିପଦର ସମ୍ମୁଖୀନ ହୋଇଥାନ୍ତି । ଦଶମ: ଯଦି ଜଣେ ଶୂଦ୍ର ହୋଇ ବ୍ରାହ୍ମଣ କନ୍ୟା କିମ୍ବା ନାରୀଙ୍କୁ ଗୁପ୍ତ ପ୍ରେମ ବା ହରଣ କରିଥାନ୍ତି ତାଙ୍କର ଅକାଳ ମୃତ୍ୟୁ ହୋଇଥାଏ । ମୃତ୍ୟୁ ପରେ ନର୍କ ଭୋଗ କରିଥାନ୍ତି ସେମାନେ ।

ଏଗାର: ଯଦି ନାରୀ ମାନେ ସ୍ଵାମୀଙ୍କ ମନଜାଣି କାମ କରନ୍ତି ଏବଂ ତାଙ୍କର ସେବା ଯତ୍ନ ନିଅନ୍ତି । ତେବେ ସେହି ନାରୀକୁ ଶିବ ପାର୍ବତୀଙ୍କର ଆଶୀର୍ବାଦ ମିଳିଥାଏ । ବାର: ନାରୀ ପ୍ରଥମେ ଶେଜରୁ ଉଠିବା ପରେ ନିଜ ସ୍ଵାମୀଙ୍କୁ ପ୍ରଣାମ କରିବା ଉଚିତ । ଏହାଫଳରେ ସେହି ନାରୀ ସୁଲକ୍ଷଣୀ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *