ସ୍ତ୍ରୀ ଙ୍କୁ ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ଏହି 2 ଟି ନାମର ପୁରୁଷ, ଆଉ ଆପଣଙ୍କ ସ୍ଵାମୀ ? Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଯେତେବେଳେ ଜଣେ ଛୁଆ ଜନ୍ମଗ୍ରହଣ କରିଥାଏ ସେତେବେଳେ ତା’ର କୌଣସି ବ୍ୟକ୍ତି ସହିତ କୌଣସି ସମ୍ପର୍କ ଜଡ଼ିତ ହୋଇନଥାଏ । କିନ୍ତୁ ଯେତେବେଳେ ସେ ଧୀରେଧୀରେ ବଡ଼ ହୋଇଥାଏ ତା’ ସହିତ ଅନେକ ସମ୍ପର୍କ ଯୋଡ଼ା ହୋଇଥାଏ ।

ମନୁଷ୍ୟ ଚାହିଁଲେ ମଧ୍ୟ ସେହି ସମ୍ପର୍କ ରୁ ଦୁରେଇ ପାରି ନଥାଏ । ବିବାହ ପୂର୍ବରୁ ଜଣେ ବ୍ୟକ୍ତି ପାଇଁ ତା’ର ମାତାପିତା ହିଁ ସବୁକିଛି ଥାଆନ୍ତି । କିନ୍ତୁ ବିବାହ ପରେ ସେ ଏକ ନୂତନ ବନ୍ଧନ ରେ ବାନ୍ଧି ହୋଇଯାଇଥାଏ । ବିବାହ କୁ ନେଇ ଜଣେ ପୁଅ ଓ ଝିଅ ଉଭୟ ଙ୍କ ମନରେ ନିଜ ଜୀବନସାଥୀ ଙ୍କୁ ନେଇ ଅନେକ ପ୍ରକାର ପ୍ରଶ୍ନ ଉଠିଥାଏ । ସେମାନେ ଚାହାନ୍ତି ତାଙ୍କ ଜୀବନ ସାଥି ତାଙ୍କୁ ବହୁତ ଭଲ ପାଇବା ଏବଂ ଖୁସି ପ୍ରଦାନ କରୁ । ଉଭୟ ଚାହାନ୍ତି ଯେ, ଜୀବନ ର ସମସ୍ତ ପରିସ୍ଥିତି ରେ ଉଭୟ ପରସ୍ପର ଙ୍କ ସହିତ ରୁହନ୍ତୁ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ଥିବା ପୁରୁଷ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପତ୍ନୀ ଙ୍କୁ ନିଜ ମାତାପିତା ଙ୍କ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ତାଙ୍କୁ ଦୁନିଆ ର ସବୁ ଖୁସି ପ୍ରଦାନ କରନ୍ତି । ଏହା ସହିତ ତାଙ୍କୁ ମାନ ସମ୍ମାନ ଦେଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ସବୁ ତଥ୍ୟ ଜ୍ୟୋତିଷ ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “A” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ହୃଦୟ ବହୁତ ବଡ଼ ହୋଇଥାଏ । ଏମାନେ ନିଜ ପତ୍ନୀ ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ଏବଂ ସର୍ବଦା ନିଜ ପତ୍ନୀ ଙ୍କ ଯତ୍ନ ନିଅନ୍ତି । ଏମାନେ ନିଜ ପତ୍ନୀ ଙ୍କ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି ।

ଏମାନଙ୍କ ପତ୍ନୀ ମଧ୍ୟ ଏମାନଙ୍କୁ ବହୁତ ଭଲ ପାଆନ୍ତି । ଏହି କାରଣରୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହି ନାମର ପୁରୁଷ ନିଜ ସମ୍ପର୍କ ପ୍ରତି ସର୍ବଦା ଇମାନ୍ଦାର ରୁହନ୍ତି ଏବଂ ଏହା ସତ୍ୟ ଯେ, ଏମାନେ ନିଜ ପତ୍ନୀ ଙ୍କୁ ନିଜ ମାତାପିତା ଙ୍କ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତ

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, “D” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ ପତ୍ନୀ ଙ୍କ ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି ଏବଂ ତାଙ୍କୁ ସର୍ବଦା ଖୁସି କରାଇବା ନିମନ୍ତେ ପ୍ରୟାସ କରନ୍ତି । ଏମାନେ ନିଜ ପତ୍ନୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ କେବେବି କୌଣସି କଥା ରେ ନିଜ ପତ୍ନୀ ଙ୍କୁ ମନା କରନ୍ତି ନାହିଁ ।

ଏହି ନାମ ର ପୁରୁଷ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏହି କାରଣରୁ ଏମାନେ ନିଜ ପତ୍ନୀ ଙ୍କ ସମସ୍ତ କଥାକୁ ଶୀଘ୍ର ବିଶ୍ୱାସ କରିଥାନ୍ତି । ଏମାନଙ୍କ ଘରେ ସୁଖ ସୁବିଧା ର କୌଣସି ଅଭାବ ନଥାଏ ଏବଂ ଏମାନଙ୍କ ପତ୍ନୀ ମହଲ ର ରାଣୀ ଭଳି ନିଜ ଜୀବନ ଅତିବାହିତ କରନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *