ଶୁକ୍ରବାର ନିଜ ପର୍ଶରେ ରଖନ୍ତୁ ଏହି ୯ଟି ଜିନିଷ ଭିତରୁ କୌଣସି 1 ଜିନିଷ, ମା ଲକ୍ଷ୍ମୀଙ୍କ କୃପାରୁ ଘରୁକୁ ଆସିବ ସୁଖ ସମୃଦ୍ଧି 

ଏହି ଦୁନିଆରେ ଏମିତି କୌଣସି ପ୍ରାଣୀ ନଥିବଯିଏ ଧନର ଇଛା ରଖୀ ନଥିବ । ସମସ୍ତେ ଏହା ଇଛା ରଖିଥାନ୍ତି ତାଙ୍କ ପାଖରେ ବହୁତ ଧନ ହେଉ ଆଉ ସେତାର ସବୁ ଇଛା ପୂରଣ କରିପାରିବ । ଲୋକ ଧନ ପାଇବା ପାଇଁ ବହୁତ କଠିନ ପରିଶ୍ରମ କରିଥାନ୍ତି । ଆଉ ଏମିତି କିଛି ଲୋକ ଅଛନ୍ତି ଛଳ କପଟ କରି ଧନ କମାଇବାର ଆସା ରଖିଥାନ୍ତି । ଆଉ ଲୋକ ବହୁତ ଧନ କମୟ ଥାନ୍ତି କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ଧନ ରହିନଥାଏ ଖର୍ଚ ହୋଇଯାଇଥାଏ । ଏହିଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଶାସ୍ତ୍ର ସହିତ ଯୋଡା କିଛି ଉପାୟ ବତାଇବୁ । ଯାହାକୁ ଆପଣେଇବା ଦ୍ଵାରା ଟଙ୍କା ସବୁବେଳେ ଆପଣଙ୍କ ପାଖରେ ରହିବ ।


ଲକ୍ଷ୍ମୀଙ୍କ ଫୋଟୋ :- ମା ଲକ୍ଷ୍ମୀଙ୍କ ଫୋଟୋ ଅପ୍ନା ଯଦି ନିଜ ପର୍ଶରେ ରଖିବେ ଆପଣଙ୍କୁ କେବେବି ଧନର କମି ହେବନି । ମାଙ୍କର ସେଇ ଫୋଟ ରଖନ୍ତୁ ବସିଥିବା ମୁଦ୍ରା ଫୋଟ ରଖିଲେ ଅନ୍ଯଟି ହେଉଛି ଓସ୍ତ ପତ୍ର । ଆମ ହିନ୍ଦୁ ଧର୍ମରେ ଓସ୍ତ ପତ୍ର ତୁଲସୀ ପତ୍ରକୁ ପୂଜା କରାଯାଏ । ଏହାକୁ ପର୍ଶରେ ସବୁବେଳେ ଏହି ପତ୍ର ରଖିବା ଦରକାର । ଏମିତି କରିବା ଦ୍ଵାରା ଆର୍ଥିକ ଲାଭ ହୋଇଥାଏ । ଓସ୍ତ ପତ୍ରକୁ ଅଭି ମୁଦ୍ରିତ କରି ଶୁଭ ମୁହୂର୍ତରେ ପଇସା ସହିତ ରାଖୀ ଦିଅନ୍ତୁ ଏମିତି କରିବା ଦ୍ଵାରା ସବୁବେଳେ ପଇସା ଭରା ରହିବ ।


ଲାଲ ଧନ କାଗଜ :- ଏହା ଏକ ପ୍ରକାର କାଗଜ ଅଟେ । ଏହା ଦ୍ଵାରା ମନୋକମନା ପୂର୍ଣ ହୋଇଥାଏ । ଏହା ଗୋଟିଏ ଅଚୁକ ଉପାୟ ହୋଇଥାଏ । ଏହି ଉପାୟ ପାଇଁ ଆପଣଙ୍କୁ ଖାଲି ଗୋଟିଏ ଲାଲ କାଗଜ ଦରକାର ହୋଇଥାଏ । ଏହି କାଗଜରେ ଆପଣ ନିଜ ଇଛା ଲେଖିକି ତାକୁ ରେଶମୀ ସୂତାରେ ବାନ୍ଧି ଦିଅନ୍ତୁ । ତଥା ଏହାପରେ ଆପଣ ଏହାକୁ ନିଜ ପର୍ଶରେ ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ନିଶ୍ଚିତ ଭାବେ ଆପଣଙ୍କ ଇଛା ପୁରା ହେବ ।


ଚାଉଳ :- ଚାଉଳ ଓ ଧନ ଏକା ସମାନ ହୋଇଥାଏ, ଚାଉଳ ପର୍ଶରେ ମଧ୍ୟ ରଖିବା ବହୁତ ଶୁଭ ହୋଇଥାଏ । ଯଦି ଆପଣ ନିଜ ପର୍ଶରେ ଅଳ୍ପ ଚାଉଳ ରଖନ୍ତି ତେବେ ଏହା ଆପଣଙ୍କ ଖର୍ଚ କରିବାକୁ ଚାହୁଁ ନଥିବା ପଇସା ଖର୍ଚ କମ କରିଥାଏ । ଏହା ଛଡା ଆପଣ ପର୍ଶରେ କଉଡି ବା ଗୋମତୀ ଚକ୍ର ମଧ୍ୟ ରଖୀ ପାରନ୍ତି । ଯଦି ଆପଣଙ୍କ ପାଖରେ କୌଣସି ଚନ୍ଦିର ସିକା ରହିଛିଏହାକୁ ପର୍ଶରେ ରଖିଲେ ମଧ୍ୟ ଧନ ଲାଭ ହୋଇଥାଏ ।


ରୁଦ୍ରାକ୍ଷ :- ଯଦି ଆପଣ ରୁଦ୍ରାକ୍ଷକୁ ପର୍ଶରେ ରଖୁଛନ୍ତି ତେବେ ଏହା ଦରିଦ୍ରତା ଦୂର କରି ଧନ ବୃଦ୍ଧିରେ ସହାୟକ ହୋଇଥାଏ । କେବେ ପଇସାକୁ ନିଜ ପର୍ଶରେ ଭାଙ୍ଗିକି ରଖନ୍ତୁ ନହିଁ । ପଇସାକୁ ଏମିତି ରଖିଲେ ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *