ସ୍ଵାମୀଙ୍କ ହୃଦୟରେ ରାଜ କରିଥାନ୍ତି ଏହି 2 ନାମର ଝିଅ- Jyotisha Shastra

ଆଜି ଆମେ ଆପଣଙ୍କୁ ଏହି ଭଳି ଦୁଇ ନାମର ମହିଳା ମାନଙ୍କ କଥା କହିବା ଯେଉଁ ନାମ ର ଆରମ୍ଭରୁ ଆପଣମାନେ ଜାଣି ନେବେ କି ଏମାନେ ନିଜ ସ୍ଵାମୀ ଙ୍କ ମନ ଜିଣି ନେଇ ଥାନ୍ତି । ଆଜି ଆମେ କହୁଥିବା ମହିଳା ମାନଙ୍କ ନାମ ଯଦି ଆପଣଙ୍କ ନାମ ସହ ମିସୁଛି ତେବେ ଆପଣ ନିଶ୍ଚିତ ଭାବେ ଖୁଶି ହୋଇ ଯାଅନ୍ତୁ । ଆଜି ଆମେ କହିବା କି କିଛି ମହିଳା ମାନେ ବିବାହ ପରେ ହେଉ କିମ୍ବା ବିବାହ ଆଗରୁ ହେଉ ନିଜ ଜୀବନ ସାଥିର ମନର ପାଖରେ ସବୁ ବେଳେ ଥାନ୍ତି ।

ଆପଣମାନେ ଏହା ମଧ୍ୟ ଜାଣି ଥିବେ କି ଭଗବାନ ସବୁଙ୍କ ପାଇଁ ଅଲଗା ଅଲଗା ପ୍ରକାର ଜ୍ଜୀବନ ସାଥି ଖୋଜିକି ରଖିଛନ୍ତି । ଆମେ କେବଳ ନା କୁ ମାତ୍ର ହୋଇ ଥାଉ ବିବାହ ସ୍ଵର୍ଗ ରେ ହୋଇଥାଏ । ଏହା ଆମ ଧର୍ମରେ ନୁହେଁ ଏହା ଆମ ଧର୍ମ ଗ୍ରନ୍ଥ ଛଡା ସବୁ ଜାଗାରେ ଲେଖା ଯାଇଛି । ଶାସ୍ତ୍ର ଅନୁସାରେ କେଉଁ ଭି ଲୋକଙ୍କ ସମ୍ବନ୍ଧରେ ମହିଳା ହୁଅନ୍ତୁ କି ପୁରୁଷ ସେମାନଙ୍କ ନାମରୁ ଜଣା ପଡିଯାଇଥାଏ ।

“A” ନାମର ମହିଳାମାନେ ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କୁ ସବୁ ବେଳେ ଭଲ ପାଇ ଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କୁ ସବୁ ବେଳେ ଭଲ ପାଇ ଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କ ଭାଗ୍ୟ ପରିବର୍ତ୍ତନ ରେ ଖୁବ ସାହାଜ୍ଯ କରିଥାନ୍ତି । କାରଣ ହେଉଛି ଏମାନେ ସବୁ ବେଳେ ନିଜ ସ୍ଵାମୀ ଙ୍କୁ ଆଗରେ ଦେଖିବା ପାଇଁ ଚାହିଁ ଥାନ୍ତି ସବୁ କ୍ଷେତ୍ରରେ ।

ଆଜି ଆମେ କହିବା କି ଏହି ନାମର ମହିଳା ମାନେ ଯାହାଭି କରି ଥାନ୍ତି ସେମାନେ ସବୁ ବେଳେ ନିଜ କାମକୁ ଓ ନିଜ ସ୍ଵାମୀ ଙ୍କୁ କିଭଳି ଉପରକୁ ଉଠାଇବେ ସେହି ବିଷୟରେ ଦିନ ରାତି ଚିନ୍ତା କରିଥାନ୍ତି । ଏମାନେ ପଇସାକୁ ନେଇ ସବୁ ବେଳେ କମ୍ପେୟାର କରିଥାନ୍ତି । ଏମାନେ ଟିକେ ଜିଦିଆ ହୋଇ ଥାନ୍ତି କିନ୍ତୁ ଏମାନଙ୍କୁ ବୁଝାଇଲେ ସେମାନେ ବୁଝି ଯାଇ ଥାନ୍ତି ।

ଏହା ପରେ ଦ୍ଵିତୀୟ ନାମର ମହିଳା ମାନେ ହେଉଛନ୍ତି “G” ନାମର ମହିଳା ମାନେ । ଏମାନେ ନିଜ ସ୍ଵାମୀ ଙ୍କୁ ଖୁବ ଭଲ ପାଇ ଥାନ୍ତି । ଆପଣମାନେ ଯଦି ଏମାନଙ୍କୁ ଦେଖି ଥିବେ କି ଏମାନେ ଖୁବ ଚାଲାଖ ହୋଇ ଥାନ୍ତି । କିନ୍ତୁ ଏମାନେ କେବେହେଲେ ନିଜ ସ୍ଵାମୀ ଙ୍କୁ ଧୋକା ଦେଇ ନଥାନ୍ତି କି ସେମାନଙ୍କୁ କିଛି କଥା ଲୁଚାଇ ନଥାନ୍ତି ।

ଏମାନେ ଦେଖିବା ଅପାଇନ ଖୁବ ସୁନ୍ଦର ହୋଇ ଥାନ୍ତି ଏମାନନକ ପଛରେ ଅନେକ ପୁଅ ମାନେ ପାଗଳ ହୋଇଥିଲେ ମଧ୍ୟ ଏମାନେ ସବୁ ବେଳେ ନିଜ ସ୍ଵାମୀ କୁ ହିଁ ସର୍ବଦା ଭଲ ପାଇ ଥାନ୍ତି । ଏମାନଙ୍କ ସବୁ ଠାରୁ ଭଲ କଥା ହେଉଛି କି ଏମାନେ ପରିବାରକୁ ଯୋଡିକି ରଖିବା ପାଇଁ ଚାହିଁ ଥାନ୍ତି । ଏମାନେ ଯାହାଭି କରି ଥାନ୍ତି କିମ୍ବା ଏମାନେ ଯାହା କରିବା ପାଇଁ ଚାହିଁ ଥାନ୍ତି ସବୁ ବେଳେ ଏମାନେ ସେୟା ହିଁ କରିଥାନ୍ତି ।

Leave a Reply

Your email address will not be published. Required fields are marked *