ସ୍ଵାମୀଙ୍କୁ ନିଜ ଜୀବନଠାରୁ ବି ଅଧିକ ଭଲ ପାଇଥାନ୍ତି ଏହି 4ଟି ନାମର ଝିଅମାନେ- Jyotisha Shastra

ବିବାହ ପ୍ରତେକ ବ୍ୟକ୍ତି ଜୀବନରେ ପରିବର୍ତ୍ତନ ନେଇକି ଆସିଥାଏ । ବିବାହ ଦୁଇ ଲୋକଙ୍କ ବନ୍ଧନରେ ଏକ ହେବାର ନାମ ହୋଇଥାଏ । ବିବାହ କଥା ଉଠିଲେ ମନରେ ପ୍ରଥମେ ପ୍ରଶ୍ନ ଆସିଥାଏ ହେବାକୁ ଥିବା ଜୀବନ ସାଥି କେମିତି ହୋଇଥିବା । ତା ସହ ଆପଣଙ୍କର ସମ୍ପର୍କ କେମିତି ରହିବ ଏମିତି କିଛି ପ୍ରଶ୍ନ ଆସିଥାଏ ମନରେ । ପୁରୁଷ ମାନେ ଭାବିଥାନ୍ତି ବିଶ୍ବାସଯୋଗ୍ୟ ସ୍ତ୍ରୀ ମିଳିବ କି ନାହି ଯିଏ ସେମାନଙ୍କୁ ବହୁତ ଭଲ ପାଉଥିବା ଦରକାର । ଆଜି ଆମେ ଆପଣଙ୍କୁ ଏମିତି ୪ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ବାମୀଙ୍କୁ ଭଲ ପାଇବା ସହ ପ୍ରେମର ବର୍ଷା କରିଥାନ୍ତି ।

୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ ନିଜ କାମ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି । ଯେବେ ଯାଏଁ ନିଜର କାମକୁ ହାସଲ ନ କରିଛନ୍ତି ଏମାନେ ଚୁପ ରୁହନ୍ତି ନାହି । ଏମାନେ ନିଜ ସ୍ଵାମୀ ଙ୍କ ବହୁତ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କୁ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି । ସ୍ବାମୀଙ୍କ ଖୁସି ପାଇଁ ଏମାନେ କିଛି ବି କରିବାକୁ ରେଡି ରହିଥାନ୍ତି ।

୨- D ନାମର ଝିଅ ଏମାନେ : ଯେଉଁ ଝିଅ ମାନଙ୍କର ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ନେଇ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ପ୍ରତି ଥିବା ସବୁ ଦାୟିତ୍ଵ ଠିକ ଭାବେ ନିଭାଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ କେବେ କହିବାର ମୌକା ଦିଅନ୍ତି ନାହି । ପରିବାରର ବହୁତ ଭଲ ଭାବେ ଧ୍ୟାନ ରଖିଥାନ୍ତି ।

୩- H ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଏମାନଙ୍କର ପ୍ରତେକ ସମୟ ବହୁତ ଖୁସି ରେ ଅତିବାହିତ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ଆକର୍ଷିତ କରିବା ଭଳି ଝିଅ ମାନେ ହୋଇଥାନ୍ତି । କିନ୍ତୁ ଏମାନେ ସ୍ଵଭାବରେ ବହୁତ ଶାନ୍ତ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀଙ୍କ ଉପରେ ନିଜ ଠାରୁ ଅଧିକ ଭରସା କରିଥାନ୍ତି ।

୪- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ପ୍ରେମ ପାଇଁ କିଛି ବି କରିବାକୁ ସର୍ବଦା ରେଡି ରହିଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ଉପରେ ନିଜ ଠାରୁ ଅଧିକା ଭରସା କରିଥାନ୍ତି । ପରିବାରର ସବୁ ଦାୟିତ୍ଵ ଗମ୍ଭୀରତାର ସହ ନିଭାଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ଖୁସି ରେ ରଖିବାକୁ ସବୁ ପ୍ରକାରର ଚେଷ୍ଟା କରିଥାନ୍ତି ।

କେବେ ବି କିଛି କମି ରଖନ୍ତି ନାହି ନିଜ ସ୍ବାମୀଙ୍କ ଅଭାବ ପୂରଣ କରିବାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *