ସ୍ଵାମୀଙ୍କ ଜୀବନକୁ ସ୍ଵର୍ଗ କରିଦେଇଥାନ୍ତି ଏହି 5ନାମର ଝିଅ- Jyotisha Shastra 

ନମସ୍କାର ବନ୍ଧୁଗଣ, ଗୋଟେ ପୁଅ ଚାହେଁ ନିଜ ଜୀବନରେ ଗୋଟିଏ ସର୍ବ ଗୁଣ ସମ୍ପର୍ଣା ସଂସ୍କାରୀ ଝିଅଟିଏ ନିଜ ଜୀବନରେ । ଏଭଳି ଜୀବନ ସାଥି ଟିଏ ପାଇବା ବହୁତ ହିଁ କଷ୍ଟ ହୋଇଯାଏ ବେଳେ ବେଳେ । ତେବେ ଆପଣଙ୍କର ଏହି କଷ୍ଟକୁ ଏବେ ଆମେ ଦୂର କରିବା ପାଇଁ ଯାଉଛୁ । ଜାଣନ୍ତୁ କେଉଁ ନାମର ଝିଅ ନିଜ ସ୍ଵାମୀଙ୍କ ପାଇଁ ହୋଇଥାନ୍ତି ଭାଗ୍ୟଶାଳୀ । ଏବଂ ନିଜ ସ୍ଵାମୀଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଇବା ଦେଇଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବାହାଘରକୁ ଦୁନିଆରେ ସବୁଠାରୁ ପବିତ୍ର ମନାଯାଏ । ଗୋଟିଏ ଭଲ ଜୀବନ ସାଥି କୌଣସି ବ୍ୟକ୍ତିର ଜୀବନକୁ ମଧ୍ୟ ସ୍ଵର୍ଗ କରିଦେଇଥାଏ । ତେବେ ଜାଣନ୍ତୁ ସେହି ଝିଅଙ୍କ ନାମ ବିଷୟରେ । C ନାମର ଝିଅ: ଏହି ନାମର ଝିଅ ଅନ୍ୟ ଝିଅ ମାନଙ୍କ ଅପେକ୍ଷା ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ପରିବାରକୁ ଯାଇଥାନ୍ତି ସେହି ପରିବାରର ବହୁତ ଭଲରେ ଧ୍ୟାନ ରଖିଥାନ୍ତି ।

ଏହି ନାମର ଝିଅ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ନିଜ ହୃଦୟରୁ ହିଁ ସମ୍ମାନ ଦେଇଥାନ୍ତି । ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । G ନାମର ଝିଅ: ଏହି ନାମର ଝିଅ ନିଜ ଶାଶୁଘରର ପରିବେଶକୁ ସର୍ବଦା ଖୁସିରେ ରଖିଥାନ୍ତି । ନିଜର ଦୃଢ ଆତ୍ମ ବିଶ୍ବାସକୁ ବହୁତ ମାନିଥାନ୍ତି । ଧୋକା ଦେବା ମିଛ କହିବ ଏମାନଙ୍କୁ ବିଲକୁଲ ଭଲ ଲାଗେ ନାହିଁ । ତେଣୁ ଏହି ନାମର ଝିଅକୁ ନିଜ ଜୀବନ ସାଥି କରିବା ପାଇଁ ଟିକେ ମଧ୍ୟ ଡେରି କରନ୍ତୁ ନାହି ।

J ନାମର ଝିଅ: ଏହି ନାମର ଝିଅ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଘରେ ଏମାନଙ୍କ ପାଦ ପଡିଥାଏ ସେହି ଘରକୁ ଏମାନେ ସ୍ଵର୍ଗ ଭଳି କରିଦେଇଥାନ୍ତି । ନିଜ ଜୀବନ ସାଥିଙ୍କ ସହ ପରିବାର ଲୋକଙ୍କର ମଧ୍ୟ ବହୁତ ଭଲରେ ଧ୍ୟାନ ରଖିଥାନ୍ତି । P ନାମର ଝିଅ: ଏହି ନାମର ଝିଅ ବହୁତ ହିଁ ସୁନ୍ଦର ଏବଂ ଶାନ୍ତ ସ୍ଵଭାବର ହୋଇଥାନ୍ତି ।

ନିଜ ଜୀବନ ସାଥି ଏବଂ ତାଙ୍କ ପରିବାରକୁ ଖୁବ ଯତ୍ନରେ ସମ୍ଭାଳି ରଖନ୍ତି । ଏହି ନାମର ଝିଅ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଆସନ୍ତି ତାଙ୍କ ଦାମ୍ପତ୍ୟ ଜୀବନ ସର୍ବଦା ଭଲପାଇବାରେ ଭରି ହୋଇ ରହିଥାଏ । S ନାମର ଝିଅ: ଏହି ନାମର ଝିଅ ଯେଉଁ ବ୍ୟକ୍ତିର ଜୀବନକୁ ଯାଇଥାନ୍ତି ତାଙ୍କ ଜୀବନକୁ ସ୍ଵର୍ଗ ଭଳି ସୁନ୍ଦର କରିଦେଇଥାନ୍ତି ।

ଏହି ନାମର ଝିଅ ନିଜ ପରିବାରକୁ ହିଁ ନିଜର ସ୍ଵର୍ଗ ବୋଲି ମାନିଥାନ୍ତି । କେବେ ବି ନିଜ ଜୀବନ ସାଥୀଙ୍କୁ ଭଲ ପାଇବାରେ ଧୋକା ଦେଇନଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *