ସ୍ଵାମୀ ଓ ସ୍ତ୍ରୀ ଏହି ଦିନ ଭୁଲରେ ବି ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ, ନଚେତ ହୋଇଯିବ ଅନର୍ଥ

ଭଗବାନ ଙ୍କ ସୃଷ୍ଟି ର ସବୁ ଠାରୁ ବଡ ସୃଷ୍ଟି ହେଉଛି ମାନବ ଯଦି ଆପଣ ଦେଖିବେ ତ ଆପଣ ଜାଣି ପାରିବେ କି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ପରସ୍ପର କୁ ଅଟକାଇବା କିମ୍ବା ତଳକୁ ଦେଖାଇବା ଚିନ୍ତା ଧାରା ରେ କାମ କାରିତ ହାନ୍ତି । ମାତ୍ର ଆପଣ ଦେଖିଲେ ଜାଣି ପାରିବେ କି କିଛି ଜିନିଷ ଆମ ସମାଜରେ ଅଛି ଯାହାକୁ ଆମେ ଜାଣିବା ନିହାତି ଭାବରେ ଦରକାର । ନାରୀ ଓ ପୁରୁଷ ମଧ୍ୟରେ ଥିବା ଆକର୍ଷଣ କଥା ।

ଆମେ ଯଦି କହିବା ତ ଆପଣ ଏହାକୁ ଜାଣି ନେବେ କି ଏହା ଏକ ସାଧାରଣ କଥା ଅଟେ । ଆପଣ ଏହା ମଧ୍ୟ ଜାଣିବା ଭଲ ଥାଏ କି ଆପଣ ଯଦି ଏହାକୁ ସମାଜ କିମ୍ବା ପରିବାର ସ୍ଵୀକାର ର ସହ କରୁଛନ୍ତି ସମାଜ ଆପଣଙ୍କୁ କିଛି କହି ନଥାଏ ।

ମାତ୍ର ଏହା ପରେ ଯଦି ସମାଜ ଏହା ଜାଣି ଥାଏ କି ଏହା ବିବାହ ଆଗର ସମ୍ପର୍କ ତେବେ ଏହା ପାଇଁ ଅଭୁତ କଷ୍ଟ ଉଠାଇବା ପାଇଁ ପଡିଥାଏ । ମାତ୍ର ଆପଣ ମଧ୍ୟ ଏହା ଜାଣି ରଖନ୍ତୁ କି ସ୍ଵାମୀ ସ୍ତ୍ରୀ ହେଲେ ମଧ୍ୟ ଆପଣ ପରସ୍ପର ଠାରୁ ଅନେକ ଦୁରରେ ରହିବା ଭଲ ହୋଇଥାଏ ।

କିଛି କିଛି ଦିନ କହିବାର ମାନେ ହେଉଛି କି ଏହି ଦିନ ଶାରୀରିକ ସମ୍ପର୍କ କରିବା ଖରାପ ହୋଇଥାଏ । ଆପଣ ଯଦି ଏହାକୁ ଦେଖିବେ ତ ଆପଣ ଏହା ଜାଣି ପାରିବେ କି ଏହା ଏକ ଅଲଗା ପ୍ରକାର ଦୁନିଆ ହୋଇଯିବ । ତେବେ କେଉଁ କେଉଁ ଦିନ ଏହା ମାନ୍ୟ ହେବା ନିହାତି ଭାବେ ଦରକାର ଆସନ୍ତୁ ଜାଣିବା ।

ପ୍ରଥମ କଥା ହେଉଛି ପୁରଣିମା ରାତି ଏହି ଦିନ ସ୍ଵାମୀ ସ୍ତ୍ରୀ ପରସ୍ପର ସହ ମିଲନ ନ କରିବା ଭଲ ହୋଇଥାଏ । ଏହା ଦ୍ଵାରା ପାପ ଲାଗିଥାଏ । ସଂକରାନ୍ତି ରେ ମଧ୍ୟ ଏହି ଦିନ ବିବାହିତ ଯୋଡି ପରସ୍ପର ଠାରୁ ଦୂରେଇ ରହିବା ଭଲ ହୋଇ ଥାଏ ।

ସୂର୍ଯ୍ୟ ଏକ ରାଶିରୁ ଆଉ ଏକ ରାଶି କୁ ଗମନ କରିବା ଦିନ କୁ ସଂକରାନ୍ତି କୁହାଯାଏ ଏହି ଦିନ ଏହି ଭଳି କାମ ଅକରିବା ଭଲ କଥା ନୁହଁ । ଏହା ପରେ ଆସେ ଅମାବାଶ୍ୟା ଏହି ଦିନ ଯେଉଁ ମାନେ ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା ଅକରିଥାନ୍ତି ସେମାନଙ୍କ ପାଇଁ ଅସୁବିଧା ହୋଇଥାଏ । ତାଙ୍କ ବିବାହ ଜୀବନରେ ବିପଦ ଆରମ୍ଭ ହୋଇ ଯାଇଥାଏ ।

ରବିବାର ଦିନ ମଧ୍ୟ ଏହି କାମ କରିବା ଭଲ କ୍କଥା ନୁହେଁ । ଏହି କଥା ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି । ଏହା ପରେ ଆପଣ ଯଦି ପିତୃପୁରୁଷ ଙ୍କ ଶ୍ରାଦ୍ଧ ଦିନରେ ଏହି ଭଳି କାମ କରିବେ ଏହା ମଧ୍ୟ ଖରାପ ଅଟେ । ନବରାତ୍ର ରେ ମଧ୍ୟ ଏହି ସବୁ କାମ କରିବା ପାପ ରେ ଯାଏ । ଏହି ଦିନ ପବିତ୍ର ହୋଇକି ରହିବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *