T ନାମର ବ୍ୟକ୍ତି ଆପଣଙ୍କ ପାଖରେ ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଆମ ସଂସ୍ପର୍ଶରେ ବହୁତ ଅଜଣା ବ୍ୟକ୍ତି ଆସନ୍ତି ଯାହାଙ୍କ ବିଷୟରେ ଆମକୁ କିଛି ଜଣା ନଥାଏ ତେଣୁ ଆମେ ଭୟକରୁ କରୁ ତାଙ୍କ ସହ ସମ୍ପର୍କ ବନେଇବା ପାଇଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ହିଁ କିଭଳି ଆପଣ ତାଙ୍କ ଆଚାର ବ୍ୟବହାର ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଆଜି ଜାଣିବା ତ ଅକ୍ଷରରେ ନାମ ଥିବା ବ୍ୟକ୍ତି ବିଶେଷଙ୍କ ବିଷୟରେ ।

ତ ନାମର ବ୍ୟକ୍ତି ବହୁତ ସ୍ମାର୍ଟ ଅଟନ୍ତି । ଏବଂ ତାଙ୍କର କଳା ଓ ଘନ କେଶ ହୋଇଥାଏ । ଏମାନଙ୍କ ହସ ବହୁତ ସୁନ୍ଦର ହୋଇଥାଏ । ତାଙ୍କ କଣ୍ଠ ବହୁତ ସଫା ତଥା ସୁରିଲା ହୋଇଥାଏ । ସ୍ଵାଭାବରେ ଏମାନେ ବହୁତ ମେହେନତି ଓ ହୁସିଆର, ଚାଲାକ ଆଉ ବୁଦ୍ଧିମାନ ହୋଇଥାନ୍ତି । ଖର୍ଚ ମାମଲାରେ ଏମାନଙ୍କର ଖୋଲା ହୃଦୟ ହୋଇଥାଏ । ବହୁତ ଖୁସି ମିଞ୍ଜାଜର ଲୋକ ଅଟନ୍ତି ଏମାନେ ।

ନିଜର ଖୁସି ଓ କଷ୍ଟକୁ ଜଲ୍ଦି କାହା ସହ ବାଟନ୍ତି ନାହିଁ । କିନ୍ତୁ ସବୁବେଳେ ଅନ୍ୟ ମାନଙ୍କୁ ଖୁସି ଦେବାରେ ଓ ତାଙ୍କ ଦୁଖ ଦୂର କରିବାରେ ଲାଗି ରହିଥାନ୍ତି । ଅନ୍ୟ ମାନଙ୍କ ସହ ବହୁତ ଜଲ୍ଦି ମିଶି ଯାନ୍ତି । ବହୁତ ଥଣ୍ଡା ଦିମାଗରେ ନିଜ କାମ କରନ୍ତି । ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି । ମିଳୁନଥିବା ଜିନିଷରେ ଦୁଖ ନକରି ତାକୁ ଛାଡି ଜୀବନରେ ଆଗକୁ ଯିବା ପାଇଁ ଏମାନେ ପସନ୍ଦ କରନ୍ତି ।

ଏମାନଙ୍କୁ ଦେଖେଇବା କୌଣସି ଜିନିଷକୁ ନେଇ ବିଲକୁଲ ପସନ୍ଦ ନଥାଏ । ଏମାନେ ମିଡିଆ ତଥା ପ୍ରଶାସନିକ କ୍ଷେତ୍ରରେ କାମ କରିବା ବହୁତ ପସନ୍ଦ କରନ୍ତି । ନିଜ ଉପରେ ବହୁତ ଭରସା ରହିଥାଏ । ନିଜ ବଳରେ ବହୁତ ବଡ ବଡ ଅସୁବିଧାକୁ ଠିକ କରିଦିଅନ୍ତି । ନିଜେ କଷ୍ଟ କରି ସଫଳତାର ସିଢି ଚଢିଥାନ୍ତି । ଯେଉଁ ଜିନିଷକୁ ପାଇବା ପାଇଁ ପ୍ରତିଙ୍ଗ୍ୟ କରନ୍ତି ଯେକୌଣସି ପରିସ୍ଥିତିରେ ମଧ୍ୟ ତାକୁ ପୁରା କରନ୍ତି ।

ପ୍ରେମ କଥା କୁହାଯାଏ ତେବେ ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । କିନ୍ତୁ କଥାକୁ ଗୁପ୍ତ ରଖିବା ଏମାନଙ୍କର ଅଭ୍ୟସ ରହିଛି । ଜଲ୍ଦି ନିଜ ମନର ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ । ଏବଂ ଏହିସବୁ କାରଣ ପାଇଁ ଏମାନେ ପ୍ରେମରେ ଅସଫଳ ହୋଇଯାନ୍ତି । ନିଜ ଭଲ ପାଇବା ସାମ୍ନାରେ ଅନ୍ୟ କାହାକୁ ଗୁରୁତ୍ଵ ଦିଅନ୍ତି ନାହିଁ ।

ସମ୍ପର୍କ ଏବଂ ଭାବନା ପ୍ରତି ଏମାନେ ବହୁତ ଯତ୍ନବାନ ହୋଇଥାନ୍ତି । କିନ୍ତୁ ନିଜର ଭାବନା କୁ ଏମାନେ ବ୍ୟକ୍ତ କରିପାରନ୍ତି ନାହିଁ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *