ତକିଆ ତଳେ ରସୁଣ ରଖି ଶୋଇଲେ କେଉଁ ଲାଭ ପ୍ରାପ୍ତହୁଏ ? ଏହା ସହ ଆହୁରି 10+ ଅନୁଚିନ୍ତା

ବନ୍ଧୁଗଣ ଜୀବନରେ କିଛି ସୁଖ ସମୃଦ୍ଧି ପାଇବାକୁ ହେଲେ କିଛି ବାସ୍ତୁ ଓ ଜ୍ଯୋତିଷ ଉପାୟ ପାଳନ କରିବା ଆବଶ୍ୟକ ହୋଇଥାଏ । ୧- ଯେଉଁ ପୁରୁଷଙ୍କ ସ୍ମିତ ହାସ୍ୟ ମନମୋହିତ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ ।

୨- ଯେଉଁ ପୁରୁଷ ମହିଳାଙ୍କୁ ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ । ଯେଉଁ ପୁରୁଷ ନିଜର ପ୍ରଶଂସା କରନ୍ତି ନାହି ସେମାନଙ୍କ ଉପରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିଥାଏ ।

୩- ଯେଉଁ ଲୋକର ପାଦର ଦ୍ଵିତୀୟ ଆଙ୍ଗୁଳି ବଡ ହୋଇଥାଏ ସେମାନ ଭାଗ୍ଯବାନ ଓ ସହଳଶୀଳ ହୋଇଥାନ୍ତି । ଯେଉଁ ପୁରୁଷଙ୍କ ଆଖି କଳା ଓ ସୁନ୍ଦର ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୪- ପୁରୁଷମାନେ ପ୍ରତେକ ଦିନ ସ୍ଵଚ୍ଛ ରହିବା ସହ ଚନ୍ଦନ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଯେଉଁ ପୁରୁଷଙ୍କ ଦେହରୁ ଅଧିକ ଝାଳ ବା କେଶ ରହିଥାଏ ସେମାନଙ୍କ ଜୀବନରେ କଠିନ ସମସ୍ଯା ଆସିଥାଏ ।

୫- ପୁରୁଷଙ୍କର ମଥାରେ ଦାଗ ରହିଥାଏ ସେମାନଙ୍କୁ ଜୀବନରେ ସଫଳତା ପ୍ରାପ୍ତ କରିବାକୁ ଅନେକ ସଂଘର୍ଷ କରିବାକୁ ପଡିଥାଏ । ଯେଉଁ ପୁରୁଷଙ୍କ ମଥା ଚଉଡା ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୬- ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିଲେ ଅଶୁଭ ହେବା ସହ ଆୟୁଷ କମ ହୁଏ । ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁଖ କରିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ ।

୭- ଭୋଜନ କେବେବି ଖଟ ଉପରେ ବସି ଖାଇବା ଅନୁଚିତ । ଭୋଜନ ଖାଇବା ପରେ କେବେବି ଥାଳିରେ ହାତ ଧୋଇବା ଅନୁଚିତ । ଏହା ଦ୍ଵାରା ଅର୍ଣ୍ଣର ଅପମାନ ହୋଇଥାଏ ।

୮- କେବେବି ଭାଙ୍ଗି ଯାଇଥିବା ବାସନରେ ଖାଦ୍ଯ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ରତା ଆସିଥାଏ । କେବେବି ଅନ୍ୟ ପାଇଁ ରହିଥିବା ଖାଦ୍ଯ ଖାଇବା ଉଚିତ ନୁହେଁ ।

୯- ଯେଉଁ ଲୋକଙ୍କର ପଥରେ କଳାଜାଇ ଥାଏ ସେମାନେ ମିଷ୍ଟଭାସି ଓ ଭାଷା ଦ୍ଵାରା ଅନ୍ୟର ମନ କିଣିଥାନ୍ତି । ଯେଉଁ ଲୋକଙ୍କର କାନରେ କଳାଜାଇ ଥାଏ ସେମାନେ ବିଚାରବନ୍ତ ହୋଇଥାନ୍ତି ।

୧୦- ଯେଉଁ ବ୍ଯକ୍ତିର ବେକରେ କଳାଜାଇ ଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି । ହାତ ଆଙ୍ଗୁଳିରେ କଳାଜାଇ ଥିଲେ କର୍ମବୀର ହେବା ସହ କାର୍ଯ୍ୟରେ ସଫଳତା ପ୍ରାପ୍ତ କରନ୍ତି ।

୧୧- ପାଦରେ ଆଙ୍ଗୁଳିରେ କଳାଜାଇ ଥିଲେ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ଆଟ ପାପୁଲିରେ କଳାଜାଇ ଥିଲେ ବିବାହ ପରେ ଭାଗ୍ୟ ଉଦୟ ହେବା ସହ ଧନର ଅଭାବ ହୁଏ ନାହି ।

୧୨- ନାକରେ କଳାଜାଇ ଥିବା ଲୋକେ ସ୍ବାଭିମାନୀ ହୋଇଥାନ୍ତି । ତକିଆ ତଳେ ଲୁହା ଜିନିଷ ରଖିବା ଦ୍ଵାରା ଶୁଭ ହେବା ସହ ସମସ୍ଯା ଦୂର ହୁଏ ।

୧୩- ତକିଆ ତଳେ ଧାର୍ମିକ ବସ୍ତୁ ରଖିଲେ ସବୁ ପ୍ରକାର ଭୟ ଦୂର ହୁଏ । ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା ମଙ୍ଗଳକାରୀ ହେବ ସହ ସୌଭାଗ୍ୟ ପ୍ରାପ୍ତ ନେବାରେ ସାହାଜ୍ଯ କରିଥାଏ ।   ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *