ତେବେ ଏହି କାରଣରୁ ବିବାହିତ ପୁରୁଷଙ୍କୁ କୁଆଁରୀ ଝିଅ ପସନ୍ଦ କରି ଥାନ୍ତି, ପୁଅମାନେ ଅବଶ୍ୟ ପଢନ୍ତୁ ନଚେତ ପସ୍ତେଇବେ

ଜୀବନରେ ବିବାହ ମହତ୍ଵ ସମସ୍ତେ ଜାଣି ଥିବେ, କିନ୍ତୁ କେବଳ ବିବାହ କଲେ ସବୁ ଠିକ ହେଇଯାଏ ନାହିଁ,  ବୈବାହିକ ଜୀବନ  ଭଲ ରଖିବା ପାଇଁ ଜୀବନସାଥୀ ମଧ୍ୟ ଭଲ ରହିବା ଦରକାର ହୋଇ ଥାଏ । ବହୁତ ପୁଅ ନିଜ ପାଇଁ ବା ଘର ଲୋକ ପୁଅ ପାଇଁ ସଠିକ ଜୀବନସାଥୀ ଖୋଜି ଥାନ୍ତି, ଯେଉଁ ଝିଅ ବା ପୁଅଙ୍କର ବିବାହ ହୋଇ ନଥାଏ ତାଙ୍କ ମନ  ହୋଇଥାଏ ଯେ ତାଙ୍କୁ ଏମିତି କେହି ମିଳୁ ଯିଏ ତାଙ୍କ ପାଇଁ ପରଫେକ୍ଟ ସାଥି ହୋଇପାରିବ  ।

କୁଆଁରୀ ଝିଅଙ୍କୁ ଏହି କାରଣ ପାଇଁ ବିବାହିତ ପୁରୁଷ ପସନ୍ଦ :

ଏହା ପୂର୍ଣ ରୂପରେ ସତ ଯେ ଦୁନିଆରେ କେହି ପୁରା  ପରଫେକ୍ଟ ହୋଇ ନଥାଏ, କିନ୍ତୁ ଯେଉଁ ଲୋକ ନିଜ ପାଇଁ ପରଫେକ୍ଟ ଯୋଡି ଖୋଜନ୍ତି ସେ ବୋଧେ ଏହି କଥା ଭୁଲି ଯାନ୍ତି । ପ୍ରାୟତ ଝିଅ ସେହି ପୁଅଙ୍କୁ ପସନ୍ଦ କରି ଥାନ୍ତି ଯିଏ କମ ବୟଶ ସହ ଗୁଡ ଲୁକିଙ୍ଗ ମଧ୍ୟ ହୋଇ ଥାନ୍ତି, କିନ୍ତୁ ଝିଅ ମାନେ ବିବାହ ବହୁତ ଭାବି ଚିନ୍ତି କରିଥାନ୍ତି, ବୁଲିବା ଏବଂ କାମ ବେଳେ ସେ କମ ବୟସ ପିଲାଙ୍କୁ ପସନ୍ଦ କରି ପାରନ୍ତି କିନ୍ତୁ ବିବାହ ପାଇଁ ତାଙ୍କୁ ବିବାହିତ ପୁଅ ଭଲ ଲାଗି ଥାନ୍ତି ।

ଏହି କଥାର କାରଣ ଅଟେ ଯେ ବିବାହିତ ଲୋକ କେୟରିଙ୍ଗ ଏବଂ ଫାଇନାନ୍ସିଅଲ ମଜବୁତ ହୋଇ ଥାନ୍ତି । ପ୍ରାୟତଃ ଦେଖା ଯାଇଛି ଯେ ଝିଅ ନିଜ ପାର୍ଟନର କେରିୟର ପାଇଁ ବହୁତ ଚିନ୍ତା କରି ଥାନ୍ତି, କିଛି ଏମିତି ଝିଅ ମଧ୍ୟ ଥାନ୍ତି ଯିଏ ନିଜ ଗୋଡ ଉପରେ ଠିଆ ହୋଇ ଅଲଗା କିଛି କରିବା ପାଇଁ ବିଶ୍ଵାସ ରଖନ୍ତି । କିନ୍ତୁ କେତେକ ଝିଅ ନିଜ ଆସନ୍ତା ସମୟ ଏବଂ ଫାଇନେନ୍ସିଅଲ ସ୍ଥିତି ପାଇଁ ଚିନ୍ତିତ ହୋଇ ଥାନ୍ତି, ସେଥିପାଇଁ ତାଙ୍କୁ ବିବାହିତ ପୁରୁଷ ଅଧିକ ପସନ୍ଦ ହୋଇ ଥାନ୍ତି ।

ବିବାହିତ ପୁରୁଷ ନିଜ ପାର୍ଟନର ପାଇଁ ବହୁତ କେୟରିଙ୍ଗ ହୋଇ ଥାନ୍ତି ଏବଂ କେୟର କଥା ଆସିଲେ ସବୁ ଝିଅଙ୍କୁ ନିଜ ଜୀବନରେ ତାହା ଦରକାର ହୋଇ ଥାଏ । ବିବାହିତ ପୁରୁଷ ନିଜ ଘର ପରିବାର ଲୋକଙ୍କୁ ବହୁତ ଭଲ ଭାବରେ ସମ୍ଭାଳି ରଖନ୍ତି ତାଙ୍କ ସ୍ତ୍ରୀ ଛୁଆ କେମିତି ଖୁସି ରେ ରହିବେ ତାହା ତାଙ୍କୁ ଜଣା ଥାଏ ଏହି ସବୁ ଗୁଣ ପାଇଁ କୁଆଁରୀ ଝିଅ ବିବାହିତ ପୁରୁଷଙ୍କୁ ପସନ୍ଦ କରି ଥାନ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *