ଥଣ୍ଡା କାଶ ଭଳି ସମସ୍ୟାରୁ 1 ଥରରେ ଆରାମ ପାଆନ୍ତୁ, ବାସ କରନ୍ତୁ ଏହି ଘରୋଇ ଉପଚାର

ବନ୍ଧୁଗଣ ଶୀତଦିନରେ ଅନେକ ଲୋକଙ୍କୁ ଥଣ୍ଡା କାଶ ଭଳି ସମସ୍ଯା ହୋଇଥାଏ । ଯଦି ଆପଣ ଏମିତି ସମସ୍ୟାରେ ପଡିଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହା ଆପଣଙ୍କର ଥଣ୍ଡା କାଶ ଦୂର କରିବା ସହ ଇମ୍ଯୁନିଟି ପାୱାର ବଢାଇବାରେ ବହୁତ ଅହଡିକ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଏହି ରେମେଡି କେମିତି ବନାଇବେ ଓ ଏହାର ସେବନ କେମିତି କରିବା ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକତା ଅଛି ଅଦା ଯାହା ଥଣ୍ଡା କାଶ ଦୂର କରିବାରେ ସାହାଜ୍ଯ କରିଥାଏ । ଯଦି ଆପଣ ଅଦା ର ରେଗୁଲାର ବ୍ୟବହାର କରିବେ ତେବେ ଥଣ୍ଡା କାଶ ହେବ ନାହି । ଏବେ ଆପଣ ଅଦାକୁ ଏହାର ଅଳ୍ପ ସେକି ନିଅନ୍ତୁ । ଅଦା ଭଲ ଭାବେ ସେକି ହେବା ପରେ ଏଥିରୁ ଭଲ ଭାବେ ଚୋପା ବାହାର କରନ୍ତୁ । ଏହା ପରେ ଅଦା କୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ଆଡ ରେ ଏକ ପେଷ୍ଟ ରେଡି କରନ୍ତୁ ।

ଏଥିରେ ଏକ ଚାମଚ ଗୋଲମରୀଚ, ଛୋଟ ଖଣ୍ଡ ଡାଲଚିନି, 4ରୁ 5ଟି ଲବଙ୍ଗ ପକାଇ ଭଲ ଭାବେ ପେଷ୍ଟ କରନ୍ତୁ । ଏବେ ଏକ ପାତ୍ର ଆପଣ ଗ୍ଯାସରେ ବସାନ୍ତୁ । ଅଦା ର ଗାଢା ପେଷ୍ଟ ରେଡି କରନ୍ତୁ । ଏଥିରେ ଅଧିକ ପାଣିର ପ୍ରୟୋଗ କରନ୍ତୁ ନାହି । ଏହା ପରେ ଗୁଡ ଖଣ୍ଡ ପକାନ୍ତୁ । ଗୁଡ ଥଣ୍ଡା କାଶ ଦୁର କରିବାରେ ସାହାଜ୍ଯ କରିଥାଏ । ଗୁଡ ର ଅଧିକ ପ୍ରୟୋଗ କରିପାରିବେ କାରଣ ଅଦା ର ଟେଷ୍ଟ ଏତେ ଭଲ ଲାଗି ନ ଥାଏ ।

ଏହା ପରେ ଧିମା ଆଞ୍ଚ ରେ ଏହାକୁ ଫୁଟାନ୍ତୁ । ଗୁଡ ଫୁଟିବା ପରେ ଏହାର ରଙ୍ଗ ବଦଳିବାରେ ଲାଗିବ । ଏହା ପରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ ମିଶାନ୍ତୁ ଯାହା ହଜମ ପାଇଁ ସହାୟକ ହୋଇଥାଏ । ପରେ କଳା ଲୁଣର ଆଡ କରନ୍ତୁ ଯାହା ଗଳା ସଂକ୍ରମଣ ଦୂର କରିଥାଏ । ଅଳ୍ପ ସେନ୍ଧା ଲୁଣ ପକାନ୍ତୁ ଯାହା ଥଣ୍ଡା କାଶ ଦୂର କରିବ । ହଳଦୀ, ଏକ ଚାମଚ ଜୀରା ଗୁଣ୍ଡ ପକାଇ ଏହାର ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହାକୁ ଆପଣ ଷ୍ଟୋର କରି ରଖିପାରିବେ । ଏହାକୁ ଭଲ ଭାବେ ଶୁଖିଲା ବା ଗାଢା ରେଶି କରନ୍ତୁ । ଏହା 10ରୁ 15 ଦିନ ଯାଏଁ ବାହାରେ ରଖିପାରିବେ । ସଉ ଦିନ ଥଣ୍ଡା କାଶ ଲାଗି ରହୁଥିଲେ ଏହି ରେମେଡି ପ୍ରସ୍ତୁତ କରି ପାରିବେ । ଏହା ଭଲ ଭାବେ ଶୁଖିଲା ହୋଇଗଲେ ଅନ୍ୟ ଏକ ପାତ୍ରକୁ କାଢି ଆଣନ୍ତୁ । ଆପଣ ଚାହିଁଲେ ଏଥିରେ ଲେମ୍ବୁ ରସ ଆଡ କରିପାରିବେ ।

ଛୋଟ ପିଲାଙ୍କୁ ଦେଉଥିଲେ ଅଧ ଚାମଚ ପ୍ରତି ଦିନ ଖାଇବାକୁ ଦିଅନ୍ତୁ । ଏହି ରେମେଡି ର ସେବନ ଦିନକୁ ଥରେ କରିବେ । ବଡ ଲୋକ ମାନେ ଏକ ଚାମଚ ଖାଇପାରିବେ । ଏହାକୁ ଖାଇବା ପରେ ପାଣିର ସେବନ କରନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *