ତୁଳସୀ ଗଛ ପାଖରେ ଲଗାନ୍ତୁ ଏହି ଚମତ୍କାରୀ ଗଛ, ଏତେ ଧନ ବର୍ଷା ହେବକି ସମ୍ଭାଳି ପାରିବେନି ଆପଣ

ନମସ୍କାର ବନ୍ଧୁଗଣ, ତୁଳସୀ ଗଛକୁ ମା ବୃନ୍ଦାବତିଙ୍କ ସ୍ୱରୂପ ମନାଯାଏ । ତେଣୁ ତୁଳସୀ ଗଛ ଭଗବାନଙ୍କ ସଦୃଶ ଅଟେ ତେଣୁ ତୁଳସୀ ଗଛର ଅନେକ ମହତ୍ଵ ରହିଛି ଆମ ଜୀବନରେ ଏହାର ବର୍ଣନା କରାଯାଇଛି ହିନ୍ଦୁ ଶାସ୍ତ୍ରରେ । ତୁଳସୀ ଗଛର ପୂଜା ସକାଳ ସନ୍ଧ୍ୟାରେ ନିହାତି ଭାବରେ କରାଯାଏ । ତେବେ ଆଜି ଆପଣ ମାନଙ୍କୁ ଆମେ ଜଣାଇବା ପାଇଁ ଯାଉଛୁ ତୁଳସୀ ଗଛ ପାଖରେ କେଉଁ ଗଛ ଲଗାଇବା ଦ୍ଵାରା ଆପଣଙ୍କ ଜୀବନରେ ଧନର ଅଭାବ ଆଉ ରହିବ ନାହିଁ ।

ଆପଣ ଗୁରୁବାର ଦିନ ଉଠି ପ୍ରଥମେ ସ୍ନାନ କରନ୍ତୁ । ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଆପଣଙ୍କ ମଥାରେ ହଲଦିର ଟୀକା ଲଗାନ୍ତୁ । ଏହା କରିସାରିବା ପରେ ଆପଣଙ୍କୁ ତୁଳସୀ ଗଛରେ ଜଳ ଅର୍ପଣ କରିବା ଦରକାର । ଆପଣ ନିଜ ଘର ଚାରି ପାଖରେ ଯେତେ ତୁଳସୀ ଗଛ ରଖିବେ ଆପଣଙ୍କ ଘରେ ସେତେ ସକାରାତ୍ମକ ବୃଦ୍ଧି ପାଇବ ।

ଆପଣ ତୁଳସୀ ଗଛର କିଛି ଚେର ନେଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଆପଣ ପ୍ରଥମେ ସେହି ତୁଳସୀର ଚେରକୁ ସଫା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଆପଣଙ୍କୁ  ସେହି ଚେରକୁ ଗଙ୍ଗା ପାଣିରେ ସଫା କରିବାକୁ ପଡିବ । ଏହାପରେ ଆପଣ ସେହି ଚେରକୁ ଧୂପ ଦୀପ ଦେଇ ପୂଜା କରିବା ଦରକାର । ଏହିସବୁ କରିସାରିବା ପରେ ଆପଣ ସେହି ତୁଳସୀର ଚେରକୁ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ।

ଆପଣ ଧନ ରଖୁଥିବା ପର୍ସ କିମ୍ବା ଆଲମାରିରେ ଏହାକୁ ରଖିଦିଅନ୍ତୁ । ଏହି ଚେରକୁ ଧନ ରଖିବା ସ୍ଥାନକୁ ଯିବା ବେଳେ ନିଜ ମନରେ ଏହା ଭାବିବା ଦରକାର କି ଆପଣ ମାତା ଲକ୍ଷ୍ମୀଙ୍କୁ ସ୍ଥାପନ କରିବା ପାଇଁ ନେଉଛନ୍ତି । ତେବେ ଯାଇ ଆପଣଙ୍କ ଘରକୁ ବହୁତ ଶୀଘ୍ର ଧନର ଆଗମନ ହେବ । ଆପଣ ନିଜ ବାଣିଜ୍ୟ ବ୍ୟବସାୟରେ ଅଧିକ ଉନ୍ନତି ଚାହୁଁଥିଲେ କରନ୍ତୁ ଆଉ ଏକ ଉପାୟ । ଆପଣ ତୁଳସୀ ଗଛ ପାଖରେ ଛୋଟ ତୁଳସୀ ଆଣି ଲଗାଇ ଦିଅନ୍ତୁ ଦିଅନ୍ତୁ କିମ୍ବା କୌଣସି ଘାସ ମଧ୍ୟ ଉଠିବାକୁ ଦିଅନ୍ତୁ ।

ଏଥିପାଇଁ ଆପଣଙ୍କୁ ବହୁତ ଛୋଟ ଗଛଟିଏ ଦରକାର । ଆପଣ ପୂଜା କରୁଥିବା ତୁଳସୀ ଗଛ ମୂଳରେ କିଛି ବି ଅନାବନା ଗଛ ନିହାତି ଉଠିଥାଏ । କିମ୍ବା ତୁଳସୀ ଗଛର ମଞ୍ଜି ପଡି ଛୋଟ ଛୋଟ ତୁଳସୀ ଗଛ ମଧ୍ୟ ଉଠିଥାଏ । ତେବେ ଯଦି ତୁଳସୀ ଗଛ ଉଠିଥାଏ ତ ଭଲ କଥା । ଯଦି ନ ଉଠିଥାଏ ତେବେ ଉଠିଥିବା ଅନାବନା ଘାସ ଗଛକୁ ଆପଣ ନିଜ ପଇସା ରଖୁଥିବା ସ୍ଥାନରେ ରଖନ୍ତୁ ।

ଆପଣ ଗୁରୁବାର ଦିନ ସ୍ନାନ କରି ତୁଳସୀ ପୂଜା ସାରିବା ପରେ ହିଁ ଛୋଟ ଗଛକୁ ଗଙ୍ଗା ଜଳକୁ ସଫା କରି ପଇସା ରଖିବା ସ୍ଥାନରେ ରଖନ୍ତୁ । ଏହା ଫଳରେ ଆପଣଙ୍କୁ ଧନବାନ ହେବାର ଭଲ ସୁଯୋଗ ପ୍ରାପ୍ତ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *