Vastu Tips- ତୁଳସି ଗଛ ପାଖରୁ ଯେତେ ଶିଘ୍ର ସମ୍ଭବ ଏହି ଜିନିଷ ବାହାର କରିଦିଅନ୍ତୁ ନ ହେଲେ ହୋଇପାରେ ସର୍ବନାଶ, ମାଡି ଆସିଥାଏ ସଙ୍କଟ

ବନ୍ଧୁଗଣ ହିନ୍ଦୁଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଗଛର ମାନ୍ୟତା ଦିଆଯାଇଛି । ପ୍ରାୟ ସମସ୍ତ ମଣିଷ ନିଜ ଘର ଅଗଣାରେ ତୁଳସୀ ଗଛ ରଖି ତାହାର ପୂଜା କରିଥାନ୍ତି । ବନ୍ଧୁଗଣ ତୁଳସୀ ଗଛ ଘରର ସୁଖ ସମୃଦ୍ଧିରେ ବୃଦ୍ଧି କରାଇବା ସହ ଘର ମଧ୍ୟରେ ଥିବା ନକାରାତ୍ମକ ଶକ୍ତିକୁ ଦୂର କରିଥାଏ । ହିନ୍ଦୁଧର୍ମରେ ତୁଳସୀ ଗଛରେ ୧୩୩ କୋଟି ଦେବୀ ଦେବତାଙ୍କ ବାସ ରହିଥାଏ ବୋଲି କୁହାଯାଏ ।

ଯେଉଁ ଘରେ ତୁଳସୀ ଗଛର ପୂଜା ହୋଇଥାଏ ସେହି ଘରେ ଦରିଦ୍ରତା ଆସିନଥାଏ । ଏହା ବ୍ଯତୀତ ଆୟୁର୍ବେଦ ଅନୁସାରେ ତୁଳସୀ ଗଛରେ ବହୁତ ଔଷଧୀୟ ଗୁଣ ରହିଛି । ବୈଜ୍ଞାନିକ ମାନଙ୍କ ମତରେ ତୁଳସୀ ପତ୍ରର ସେବନ ଦ୍ଵାରା ବହୁତ ରୋଗରୁ ଦୂର କରାଯାଇଥାଏ । ହେଲେ ବନ୍ଧୁଗଣ ମାତା ତୁଳସୀ ଯେଉଁ ବ୍ୟକ୍ତି ଉପରେ କ୍ରୋଧ କରିଥାନ୍ତି ସେହି ବ୍ୟକ୍ତିର ବିନାଶ କରିଦିଅନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଭୁଲ ସେ ମଧ୍ୟ ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ମଚେତ ଆପଣଙ୍କର ବିନାଶ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ତୁଳସୀ ଗଛ ପାଖରେ ଭୁଲ ସେ ମଧ୍ୟ କପଡା ବା ଡ୍ରେସ ଆଦି ସୁଖାନ୍ତୁ ନାହିଁ । ଯେଉଁ ଘରେ ତୁଳସୀ ଗଛ ପାଖରେ କପଡା ଶୁଖା ଯାଇଥାଏ ସେହି ଘରେ ଦରିଦ୍ରତା ଆସିଥାଏ ଓ ମା ତୁଳସୀ ସେହି ଘର ଉପରେ ରୁଷ୍ଟ ହୋଇଯାଇଥାନ୍ତି । ଏହା ସହିତ ବନ୍ଧୁଗଣ ସେହି ଘରେ ଥିବା ସମସ୍ତ ସକାରାତ୍ମକ ପ୍ରଭାବ ନଷ୍ଟ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଘରର ତୁଳସୀ ଗଛ ପାଖରେ ଭୁଲ ସେ ମଧ୍ୟ କପଡା ଆଦି ସୁଖାନ୍ତୁ ନାହିଁ ।

୨. ବନ୍ଧୁଗଣ ତୁଳସୀ ଗଛର ଆଖ ପାଖ ସ୍ଥାନ ସବୁବେଳେ ସଫା ରହିବା ଉଚିତ । ତେଣୁ ଆପଣ ମାନଙ୍କୁ ସବୁବେଳେ ଏହି କଥାର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ତୁଳସୀ ଗଛ ପାଖରେ ସଫା ସୁତୁରା ନରଖିବେ ତା ହେଲେ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲିଯିବେ । ଯାହାଫଳରେ ଆପଣଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଏହି କଥାର ବିଶେଷ ଧ୍ୟାନ ନିଶ୍ଚୟ ରଖନ୍ତୁ ।

୩. ବନ୍ଧୁଗଣ ସାଧାରଣତଃ ସମସ୍ତଙ୍କ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରହିଥାଏ । ହେଲେ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ଗଣେଶ ମୂର୍ତ୍ତି ଭାଙ୍ଗିବା ପରେ ସେହି ମୂର୍ତ୍ତିକୁ ତୁଳସୀ ଗଛ ପାଖରେ ରଖିଦିଅନ୍ତି । ବନ୍ଧୁଗଣ ଏହା ବହୁତ ବଡ ଭୁଲ ଅଟେ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କ ଘରେ ସବୁବେଳେ ବିଶୃଙ୍ଖଳା ଓ କଳହ ଲାଗିରହିବ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ବୁଲ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଭୁଲ ସେ ମଧ୍ୟ ଆପଣ ତୁଳସୀ ଗଛ ପାଖରେ ଜୋତା ଚପଲ ରଖିବେ ନାହିଁ । ଯଦି ଆପଣ ଏହି ଭୁଲ କରନ୍ତି ତା ହେଲେ ଆପଣ ବରବାଦ ହୋଇଯିବେ । ଏହା ସହିତ ଧନର ଦେବୀ ମା ଲକ୍ଷ୍ମୀ ଘର ଛାଡି ଚାଲିଯିବେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହିପରିକା ଭୁଲ କରିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *