୧ ଗ୍ଲାସ ଏହାକୁ ପିଅନ୍ତୁ, ଜୀବନରେ କେବେ ଅର୍ଶ (Piles) ସମସ୍ଯା ହେବ ନାହିଁ- Health Tips

ପାଇଲ୍ସ ବା ଅର୍ଶ ଭଳି ସମସ୍ଯା ଦୂର କରିବା ପାଇଁ ଚମତ୍କାରୀ ପ୍ରକୃତିକ ଘରୋଇ ଉପଚାର ଜାଣିବା । ଏହା ବନାଇବା ବହୁତ ସହଜ ଅଟେ କିଛି ଘରୋଇ ଜିନିଷ ସାହାର୍ଯ୍ୟରେ ବନାଇବା । ଆଜି ଆମେ ଦୁଇଟି ଘରୋଇ ଉପଚାର ବିଷୟରେ ଜାଣିବା ।

ଯେଉଁ କାରଣରୁ ଆପଣଙ୍କର ପାଇଲ୍ସ ଭଳି ସମସ୍ଯା ଉତପନ ହୋଇଥାଏ ସେହି ସମସ୍ୟାକୁ ସେସ କରିବା ପାଇଁ ପ୍ରଥମ ଉପଚାର , ଦିତୀୟ ଉପଚାରରେ ଜାଣିବା ପୁରୁଣାରୁ ପୁରୁଣା ଅର୍ଶ ସମସ୍ୟାକୁ ଆପଣ କେମିତି ଦୂର କରିପାରିବେ । ପାଇଲ୍ସ ରୁ ରକ୍ତ ପଡୁ କି ନପଡୁ ଏହା ବାହାରକୁ ବାହାରି ଥାଏ । ପାଇଲ୍ସ ସମ୍ପର୍କୀୟ ଅସୁବିଧା ପାଇଁ ଏହି ଉପଚାର ବହୁତ ଲାଭ ଦାୟକ ହୋଇଥାଏ । ପ୍ରଥମ ଦିନରୁ ଆପଣଙ୍କୁ ଫରକ ଦେଖାଯିବାକୁ ଲାଗିବ ।

ତେବେ ସମୟ ବିଳମ୍ବ ନକରି ଆସନ୍ତୁ ଜାଣିବା ପାଇଲ୍ସ ହେବାର କାରଣ ଓ ନିରାକରଣ ବିଷୟରେ । ଆସନ୍ତୁ ଜାଣିବା ପାଇଲ୍ସ ହେବାର ମୁଖ୍ୟ କାରଣ କଣ ହୋଇଥାଏ । କବଜ ବା ପେଟ ଯଦି ଆପଣଙ୍କର ଠିକସେ ସଫା ହେଉନଥାଏ । ତେବେ ଆପଣଙ୍କୁ ଅର୍ଶ ବା ପାଇଲ୍ସ ଭଳି ସମସ୍ଯା ଭୋଗିବାକୁ ପଡିପାରେ । ପ୍ରଥମ ଉପାୟରେ ଆମେ କବଜ ଭଳି ସମସ୍ୟାକୁ ଠିକ କରିବା ସହ ପେଟରେ କଷ୍ଟ, ଗ୍ଯାସ, ଇଣ୍ଡାଇଜେସନ ଭଳି ସମସ୍ଯା ମଧ୍ୟ ଠିକ କରିବାରେ ସାହାର୍ଯ୍ୟ କରିବ । ଏହି ଉପଚାର ବନାଇବା ପାଇଁ ଆପଣ ଏକ ଗ୍ଲାସ ପାଣି ନିଅନ୍ତୁ । ଏବେ ଆପଣ ସେଥିରେ ଫାଳେ ଲେମ୍ବୁ ରସକୁ ମିଶାନ୍ତୁ ।

ଆପଣ ସେଥିରେ ଅଧା ଚାମଚ ଜୁଆଣୀ ଗୁଣ୍ଡକୁ ମିଶାନ୍ତୁ । ଆଉ ସେଥିରେ ଚିମୁଟାଏ ଲୁଣ ମିଶାନ୍ତୁ ଏବେ ଆପଣ ଅହକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । କବଜ ଭଳି ସମସ୍ଯା ପାଇଁ ବହୁତ ଗୋଟେ ଭଲ ଉପାୟ ପ୍ରସ୍ତୁତ ।ଏହାକୁ ପ୍ରତିଦିନ ଥରେ ମାତ୍ର ସେବନ କରନ୍ତୁ । ଏହାକୁ ଆପଣ କୌଣସି ସମୟରେ ସେବନ କରିପାରିବେ । ଲେମ୍ବୁ, ଲୁଣ , ଜୁଆଣିର ଏହି କମ୍ବିନେସନ ପେଟ ଓ ଅନ୍ତରେ ଜମା ସମସ୍ତ ମଇଳାକୁ ଦୂର କରିବାରେ ବହୁତ ଫାଷ୍ଟ କାମ କରିଥାଏ । ଏହାର ସେବନ ଦ୍ଵାରା ପେଟରେ ଥିବା ମଳକୁ ପତଳା କରି ବାହାର କରିବା ପାଇଁ ପ୍ରେସର ବନାଇ ଥାଏ । ଏହା ସହିତ ଧୀରେ ଧୀରେ ଆପଣଙ୍କ ଡାଇଜେନସକୁ ମଧ୍ୟ ଦୂର କରିଥାଏ ।

ଯାହା ଦ୍ଵାରା ମଳ ଶୁଖିକରୀ ଅନ୍ତରେ ଜମା ହୋଇନଥାଏ, ଫଳରେ କବଜ ଭଳି ସମସ୍ଯା ସେସ ହୋଇଥାଏ । ଜୀବନରେ କେବେ ଆପଣଙ୍କୁ ପାଇଲ୍ସ ଭଳି ସମସ୍ଯା ଭୋଗିବାକୁ ପଡିନଥାଏ । କବଜ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହାକୁ ସାତରୁ ଦଶଦିନ ଭଳି ବ୍ଯବହାର କରିବାକୁ ହେବ । ଯଦି ବହୁତ ଦିନରୁ ଆପଣଙ୍କୁ କବଜ ଭଳି ସମସ୍ଯା ରହିଛି ତେବେ ଆପଣ ଏହାକୁ ପ୍ରତିଦିନ ସେବନ କରିପାରିବେ । ଆସନ୍ତୁ ଜାଣିବା ଦିତୀୟ ଉପଚାର ବିଷୟରେ । ଯଦି ଆପଣଙ୍କର ପାଇଲ୍ସ ହୋଇସାରିଛି ତେବେ ଏହି ହୋମ ମେଡ ସାମସ୍ୟାକୁ ନିଶ୍ଚିନ୍ତ ଆପଣନ୍ତୁ । ଯାହା ଗୋଟିଏ ଦିନରୁ ଆପଣକୁ ପାଇଲ୍ସ ଭଳି ସମସ୍ୟାରୁ ମୁକ୍ତି ଦେବ ।

ଆଉ ଗୋଟିଏ ସପ୍ତାହ ଭିତରେ ପାଇଲ୍ସ ଭଳି ସମସ୍ଯା ଦୂର ହେବ । ଏଠି ପାଇଁ ଆପଣଙ୍କୁ ଆବଶ୍ୟକ ଖିସମିସ , ରାତିରେ ଆପଣ ଗୋଟିଏ ଗ୍ଲାସ ପାଣିରେ ଦଶଟି କିସ ମିସ ପକାଇ ରାତିସାର ଭେଦାନ୍ତୁ । ସକାଳୁ ଖିସ ମିସକୁ ସେହି ପାଣିରେ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । କିସ ମିସ ଏହି ପାଣିକୁ ଖାଲି ପେଟରେ ସେବନ କରନ୍ତୁ, ଏବଂ କିସ ମିସକୁ ଚୋବାଇ ଚୋବାଇ ଖାଇ ନିଅନ୍ତୁ । ସେବନ କରିବା ଅଧ ଘଣ୍ଟା ପର୍ଯ୍ୟନ୍ତ ଆଉ କିଛି ଖାଆନ୍ତୁ ନାହିଁ । ଅଙ୍ଗୁରୁରୁ ବନଯାଇଥିବା ଜିନିଷ ଆପଣଙ୍କ ପାଚନ ତନ୍ତ୍ର ପାଇଁ ବହୁତ ଉପଯୋଗୀ ହୋଇଥାଏ । ସେଥିପାଇଁ ଏହି ସମସ୍ଯାକୁ ଦୂର କରିବା ପାଇଁ ବହୁତ ଭଲ ଉପାୟ ଅଟେ ।

Leave a Reply

Your email address will not be published. Required fields are marked *