ବାଛି ନିଅନ୍ତୁ 1 ଗୋଲାପ ଫୁଲ ଏବଂ ଜାଣନ୍ତୁ ପ୍ରେମ ଅଟେ କି Attraction ? Love Quiz

ବନ୍ଧୁଗଣ, ପ୍ରେମ ଗୋଟିଏ ଅଭୂଲା ଅନୁଭୂତି । ଏହା ସାଧାରଣତ କାହା ସମ୍ମୁଖରେ ପ୍ରକାଶ କରା ଯାଇନଥାଏ । ମାତ୍ର ଯେଉଁ ମାନେ ଏହି ବନ୍ଧନରେ ଆସିଥାନ୍ତି ସେମାନେ ଏହାର ଅନୁଭୂତି କୁ ବେଶ ଭଲ ଭାବରେ ବୁଝିଥାନ୍ତି ।

ପ୍ରେମ ବନ୍ଧନରେ ପ୍ରେମୀ ଯୁଗଳ ସାନୁକିଛି ଭୁଲିଯାଇ ନିଜ ମଧ୍ୟରେ ଆନନ୍ଦ ଉଲ୍ଲାସର ସହିତ ଜୀବନ ଜାପନ କରିଥାନ୍ତି । ପ୍ରେମରେ ରହିଲେ ପ୍ରେମୀ ଯୁଗଳ ଙ୍କୁ ଲାଗେ ଯେ, ସେମାନେ ସବୁ କିଛି ପାଇଗଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଲେ, ତାହା ଅଧିକ ସରଳ ତଥା ଶାନ୍ତ ଭାବରେ ଚାଲିଥାଏ । ବନ୍ଧୁଗଣ ଏହିସବୁ ବ୍ଯତୀତ ପ୍ରେମ ଯଦି କୌଣସି କାରଣ ବଶତ ପ୍ରତାରଣ ଯନ୍ତ୍ରଣା ର ରୂପ ଧାରଣ କରିଥାଏ ତେବେ ତାହା ଅନ୍ୟ ଜଣଙ୍କ ପାଇଁ ପୀଡା ପାଲଟି ଯାଇଥାଏ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ପାଇଁ ଏକ ଲଭ ଗେମ ନେଇ ଆସିଛୁ । ଏହା ବହୁତ ରୋମାଞ୍ଚକ ଅଟେ । ବନ୍ଧୁଗଣ ୪ ଟି ଗୋଲାପ ଫୁଲ ମଧ୍ୟରୁ ବାଛି ନିଅନ୍ତୁ ଗୋଟିଏ ଗୋଲାପ ଫୁଲ । ଜାଣନ୍ତୁ ଆପଣଙ୍କ ଠାରେ ପ୍ରେମକୁ ନେଇ କେଉଁ ଗୁଣ ରହିଅଛି । ତାହା ପ୍ରେମ କି ଆକର୍ଷଣ ?

୧- ଯଦି ଆପଣ ଧଳା ରଙ୍ଗର ଗୋଲାପ ଫୁଲ ଟିକୁ ବାଛିଛନ୍ତି ତେବେ, ଧଳା ରଙ୍ଗର ଗୋଲାପ ଫୁଲ ବହୁତ ସୁନ୍ଦର ଅଟେ । ବନ୍ଧୁଗଣ ଧଳା ରଙ୍ଗ ଶାନ୍ତି ର ପ୍ରତୀକ ଅଟେ । ଯଦି ଆପଣ ଧଳା ଗୋଲାପ ଫୁଲଟିକୁ ବାଛିଛନ୍ତି, ତେବେ ଏହାର ଅର୍ଥ ହେଉଛି ଯେ, ଆପଣ ଆପଣଙ୍କ ସମ୍ପର୍କରେ ସମସ୍ତ ଝଗଡା କୁ ଭୁଲି ବନ୍ଧୁତା ର ହାତ ବଢାଇ ଆଗକୁ ବଢିବାକୁ ଚାହୁଁଛନ୍ତି ।

୨- ବନ୍ଧୁଗଣ ଯଦି ଆପଣ ଗୋଲାପି ଫୁଲ ଟିକୁ ବାଛିଛନ୍ତି ତେବେ, ଆପଣଙ୍କ ସମ୍ପର୍କ ବନ୍ଧୁଠାରୁ ଅଧିକ ଅଟେ । ମାତ୍ର ଆପଣ ଯାହାକୁ ପସନ୍ଦ କରୁଛନ୍ତି ତାଙ୍କୁ ନିଜ ମନର କଥା କହିପାରୁ ନାହାନ୍ତି । ମାତ୍ର ଆପଣ ତାଙ୍କୁ ବହୁତ ପସନ୍ଦ ତ କରୁଛନ୍ତି କିନ୍ତୁ ପ୍ରେମ ସମ୍ବନ୍ଧରେ କହିବାକୁ ତାଙ୍କୁ କୁଣ୍ଠାବୋଧ କରୁଛନ୍ତି ତଥା ଆପଣଙ୍କୁ ତାଙ୍କୁ କହିବାକୁ ଡର ଲାଗୁଛି ।

୩- ଯଦି ଆପଣ ଲାଲୀ ରଙ୍ଗର ଫୁଲଟିକୁ ବାଛୁଛନ୍ତି ତେବେ, ଆପଣ କାହାକୁ ପ୍ରକୃତ୍ତ ପ୍ରେମ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଲାଲୀ ରଙ୍ଗ ପ୍ରେମର ପ୍ରତୀକ ଅଟେ । ଏଥିରୁ ଆପଣଙ୍କ ପସନ୍ଦ କହୁଛି ଯେ, ଆପଣ ସାମ୍ନା ଲୋକଙ୍କୁ ହୃଦୟର ସହିତ ଭଲ ପାଉଛନ୍ତି ।

୪- ବନ୍ଧୁଗଣ ଯଦି ଆପଣ ହଳଦିଆ ଗୋଲାପ ବାଛିଛନ୍ତି ତେବେ, ଆପଣ ଯାହାଙ୍କୁ ଚିନ୍ତା କରି ଏହି ଫୁଲଟିକୁ ପସନ୍ଦ କରିଛନ୍ତି । ଆପଣ ତାଙ୍କର ପ୍ରକୃତ ବନ୍ଧୁ ଅଟନ୍ତି । ସେ ମଧ୍ୟ ଆପଣଙ୍କର ବନ୍ଧୁତା ର ସନ୍ନମାନ କରିଥାନ୍ତି । ଆପଣଙ୍କର ବନ୍ଧୁତା ସାରା ଦୁନିଆ ପାଇଁ ଗୋଟିଏ ମିଶାଲ ଅଟେ ।  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *