Corona ଟୀକା, ଦ୍ଵିତୀୟ ଡୋଜ କେତେ ଗୁରୁତ୍ବପୂର୍ଣ ?

ଯେଉଁ ମାନେବି ପ୍ରଥମ ଟୀକା ନେଇଛନ୍ତି ତାଙ୍କ ପାଇଁ ବହୁତ ଗୁରୁତ୍ଵ ପୂର୍ଣ ରହିଛି ଦିତୀୟ ଟିକାର । ଯଦି ଆପଣ ଖାଲି ପ୍ରଥମ ଟୀକା ନେଇ ଦିତୀୟଟି ନେଉ ନାହାନ୍ତି ତେବେ ଦିତୀୟଟି ଅକାମି ହୋଇଯିବ ।

ପ୍ରଥମ ଡୋଜର ରହିଛି ୬ ସପ୍ତାହରୁ ୮ ସପ୍ତାହ ଭିତରେ ଦିତୀୟ ଡୋଜ ନେବାର ଆବଶ୍ୟକତା ରହିଛି । କୁହାଯାଇଚିକି ଯେଉଁ ମାନେ ପ୍ରଥମ ଡୋଜ ଦିଆଯିଛି ଟୀକାଦାନ କେନ୍ଦ୍ରରେ ସେମାନଙ୍କୁ ଦ୍ଵିତୀୟ ଡୋଜ ଦିଆଯିବ ତାପରେ ଯାଇ ନୂଆ ପ୍ରଥମ ଡୋଜ ନେଉଥିବା ଲୋକ ମନକୁ ଦିଆଯିବ । ସେଥିଲାଗି ସୂଚନା ଅନୁସାରେ କୁହାଯାଇଚିକି ଟୀକା ଦାନ କେନ୍ଦ୍ରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତୁ ନହିଁ ବୋଲି କହିଛନ୍ତି ।

ଯେଉଁ ମାନେ ପ୍ରଥମ ଡୋଜ ନେଇଛନ୍ତି ସେମାନେ ତାଙ୍କର ଦିତୀୟ ଡୋଜ ସମୟରେ ନେବାକୁ ହେବ । ତେଣୁ ଏହି ସୂଚନା ଦିଆଯାଇଛି । କୁହାଯାଇଛି ୪୫ ବର୍ଷରୁ ଉର୍ଦ୍ଧ ଯେଉଁ ଲୋକମାନଙ୍କର ଟୀକା ବାକି ରହି ଯାଇଛି ସେମାନେ କହିଛନ୍ତିକି ବହୁତ ଶୀଘ୍ର ଆମେ ଯୋଗାଇ ଦେବୁ ବୋଲି । ଯେଉଁ ଫେଜ ୩ ଟୀକା ଆସିଛି ଏହା ହେଉଛି ୧୮ ରୁ ୪୪ ବର୍ଷ ଲୋକମାନଙ୍କ ପାଇଁ ।

ଏହି ବର୍ଗରେ ଅଛନ୍ତି ଆମ ରାଜ୍ୟରେ କୋଟିଏ ୯୩ ଲୋକ ଅଛନ୍ତି । ଆପଣ ଜାଣିଥିବେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଗତ ରବିବାର ଦିନ ଘୋଷଣା କରିଛନ୍ତି ୧୮ ରୁ ୪୪ ବର୍ଷର ଲୋକ ଯେତେ ଅଛନ୍ତି ସମସ୍ତଙ୍କ ପାଇଁ ମାଗଣା ଟୀକା ଦିଆଯିବ । ଏହାର ସମସ୍ତ ଖରଚ ରାଜ୍ୟ ସରକାର ବହନ କରିବେ । ତା ପୂର୍ବରୁ କେନ୍ଦ୍ର ସରକାର ଆମକୁ ଜଣାଇ ଦେଇଛନ୍ତି ଏହି ଦୁଇଟି କମ୍ପାନୀ ତାର ଦର ଧାର୍ଯ୍ୟ କରିଛନ୍ତି । ସମୟ ନଷ୍ଟ କରାନଯାଇ ବହୁତ ଶୀଘ୍ର ସେଇ କମ୍ପାନୀକୁ ଚିଠି କରଯାଇଥିଲା । କାରଣ ଯେତିକି ଲୋକକୁ ଆକଳନ କରି ଦେଖାଯାଇଥିଲା ବିଏମସୀ ଏରିଆରେ ପାଖା ପାଖି ୫ ଲକ୍ଷ ଲୋକ ସେମାନଙ୍କ ପାଇଁ ଦସ ଲକ୍ଷ ଚଉତିରିଶ ହଜାର ଡୋଜ ଦରକାର ।

ବାକି ରାଜ୍ୟର ୩୦ ଟି ଜିଲାର ତାକୁ କାଟି ବିଏମସୀ ଏରିଆ ପାଇଁ ୩୭୭ ଲକ୍ଷ ଡୋଜ ଦରକାର । ତେଣୁ କୋଭିଶିଲ୍ଡ କମ୍ପାନୀକୁ ଚିଠି କରଯାଇଥିଲା ଏବଂ ସେରମ ଇନଷ୍ଟଚୁଟକୁ ମଧ୍ୟ ଚିଠି କରଯାଇଥିଲା । ସେ ଏହା ମଧ୍ୟ କହିଛନ୍ତି ତାଙ୍କ ସହିତ ଯୋଗା ଯୋଗ ଜାରି ରହିଛି । ଟୀକା ଆସିଲା ମାତ୍ରେ ଟୀକା ଦାନ କାର୍ଯ୍ୟ ଆରମ୍ଭ କରାଯିବ । କମ୍ପାନୀ କହିଛନ୍ତିକି ଟୀକା ଦିଆଯିବ କିନ୍ତୁ କେବେ ଆସିବା ବୋଲି କିଛି କହିନାହାନ୍ତି ୧୮ ର ରୁ ୪୪ ଟୀକା କେବେ ଆରମ୍ଭ ହେବ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି । ଦୁଇଟି କମ୍ପାନୀ କଥା ଦେଇଛନ୍ତି କି ନିଶ୍ଚନ୍ତ ରୂପରେ ଟିକା ପ୍ରଦାନ କରିବାକୁ ।

Leave a Reply

Your email address will not be published. Required fields are marked *