ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇବ । ଯେମିତିକି ଜଏଣ୍ଟ ପେନ, ହାର୍ଟ, ରକ୍ତର ଅଭାବ ଭଳି ସମସ୍ଯା ଦୂର କରିବା ପାଇଁ ସାହାଜ୍ଯ କରିବ । ଏହି ରେମେଡି ବନାଇବା ପାଇଁ ମାତ୍ର 4ଟି ଜିନିଷର ଆବଶ୍ୟକ ପଡିବ । ପ୍ରଥମ ଜିନିଷଟି ହେଉଛି ଗିଲୋଇ, ଅନ୍ୟଟି ହଳଦୀ, ଅନ୍ୟଟି ଗୋଲମରୀଚ ଓ ଶେଷରେ ଡାଲଚିନି ।
ଗିଲୋଇ ଆମ ଇମ୍ୟୁନିଟି କୁ ଏନହାନ୍ସ କରିବାରେ କାମ କରିଥାଏ । ଏହା ଏକ ବହୁତ ଭଲ ଇମ୍ୟୁନି ମୋଡିଲେଟର ହୋଇଥାଏ । ଏହା ଛାଡ ଏହାର ପ୍ରୟୋଗ କରିଲେ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାର ପ୍ରୟୋଗ କରିଲେ କଷ୍ଟ କମ ଓ ଟକସିନ ଶରୀରକୁ ବାହାରିଯାଏ । ଜଣ୍ଡିସ, ଲିଭର ସମସ୍ୟା ଥିଲେ ଏହା ଦୂର କରିଥାଏ ।
ଗିଲୋଇ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିଥାଏ । ଡାଲଚିନି ପ୍ରୟୋଗ କରିବା ଦ୍ଵାରା ଅନେକ ଫାଇଦା ମିଳିଥାଏ । ଏହା ଦ୍ଵାରା ଶରୀରରେ ଥିବା ଟକସିନ ଏଲିମେଣ୍ଟ ହେବାରେ ସାହାଜ୍ଯ କରିଥାଏ । ହାର୍ଟରେ ବ୍ଲକେଜ ଖୋଲିବା, ବ୍ଲଡ଼ ସୁଗାର, କୋଲେଷ୍ଟ୍ରୋଲ କମ କରିଥାଏ ଡାଲଚିନି । ହଳଦୀ ବିଷୟରେ ଆପଣ ମାନେ ନିହାତି ଜାଣିଥିବେ । ହଳଦୀରେ ମେଡ଼ିସିନାଲ ତତ୍ତ୍ଵ ରହିଥାଏ ।
ଏହାର ପ୍ରୟୋଗ କରିଲେ ଆଁଠୁ ଗଣ୍ଠି ବିଧା କମ, ଲିଭର ସୁସ୍ଥ ରହିଥାଏ । ଏହି ରେମେଡି ରେ ବ୍ୟବହୃତ ହେଉଥିବା ସାମଗ୍ରୀ ବାୟୋ ଏଭେଲିଭିଲିଟି କୁ ବଢାଇ ଦିଏ । ତେବେ ଆପଣ କହିପାରିବେ ଏହି 4ଟି ସାମଗ୍ରୀ ବିଭିନ୍ନ ପ୍ରକାରର ରୋଗକୁ ଠିକ କରିବା ପାଇଁ ଲାଭଦାୟକ ଅଟେ । ଏହାକୁ ଯେବେ ଆପଣ ଏକ ସହ ରେମେଡି ସ୍ୱରୂପ କରିବେ ଏହାର ଫାଇଦା ଆପଣ ଜାଣି ପାରିବେ ।
ଏହି ରେମେଡି ବନେଇବା ପାଇଁ ଏକ ଗ୍ଳାସ ନେଇ ଗିଲୋଇ ର ପ୍ରାୟଗ କରନ୍ତୁ । ଏଥିରେ 4ରୁ 5ଟି ଗିଲୋଇ ବା ଏହାର ଗୁଣ୍ଡ ପକାନ୍ତୁ । ଏବେ ଆପଣ ଏଥିରେ ଏକ ଚତୁର୍ଥାଂଶ ଡାଲହକିହ୍ନି ଗୁଣ୍ଡ, ହଳଦୀ ଗୁଣ୍ଡ ପକାନ୍ତୁ । ତା ପରେ ଆପଣ ଏଥିରେ 2ଟି ଗୋଲମରିଚକୁ ଗୁଣ୍ଡ କରି ଫୁଟାନ୍ତୁ । ଯେବେ ଯାଏଁ ପାଣି ଫୁଟି ଅଧା ନ ହୋଇଛି ଏହାକୁ ଫୁଟାନ୍ତୁ । ପାଣି ଫୁଟିବା ପରେ ଅନ୍ୟ ଏକ ପାତ୍ରକୁ ଆଣି ଏହାକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ ।
ଦିନକୁ ମାତ୍ର ଥରେ ଏହାର ସେବନ କରନ୍ତୁ । ଆପଣ ଦିନରେ ଏହାକୁ କୌଣସି ସମୟରେ କରି ପାରିବେ । ଖାଦ୍ଯ ଖାଇବାର 1 ରୁ ଦେଢ ଘଣ୍ଟା ପରେ ସେବନ କରନ୍ତୁ । ଆପଣ ଚାହା ବଦଳରେ ଏହି ଡ୍ରିଂକ୍ସ ର ସେବନ କରିଲେ ଆପଣଙ୍କ ଶରୀର ରେ ଚମତ୍କାରତା ଦେଖିବାକୁ ମିଳିବ । ଆପଣଙ୍କ ଶରୀରରେ ଜନ୍ମ ନେଇଥିବା ଅନେକ ରୋଗ ଆପେ ଆପେ ଠିକ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।