2022 ଜାନୁୟାରୀ ମାସର ମାସିକ ରାଶିଫଳ, କେମିତି ରହିବ ମକର ରାଶିର… Monthly Horoscope

ମକର ରାଶିର ଲୋକମାନେ ଖୁବ ଭଲ ହୋଇଥାନ୍ତି ସେମାନେ ଘର ଭିତରେ ହେଉ କିମ୍ବା ଘର ବାହାରେ ହେଉ ସବୁ ଙ୍କ ସହ ସମାନ ଭାବେ ବ୍ୟବହାର କରି ଥାନ୍ତି । ଏମାନେ ନିଜକୁ ନିଜ ସେହି ଭଳି ସବୁଙ୍କ ଆଗରେ ଉପସ୍ଥାପନା କରିଥାନ୍ତି ଯେଉଁ ଭଳି ଏମାନେ ଅଟନ୍ତି । ଆପଣ ମାନେ ଯଦି ଜାଣି ଥିବେ ତ ଏହା ମଧ୍ୟ ଆପଣ ଜାଣି ରଖନ୍ତୁ କି ଆମେ ଆଜି ଆପଣଙ୍କର ଯଦି ଏହି ରାଶି ହୋଇଥିବା ଏହାର ପାଇଁ ଜାନୁଆରୀ ମାସ କିଭଳି ରହିବ ଏହା ଆଜି ଆମେ କହିବା ପାଇଁ ଯାଉଛୁ ।

ଆପଣ ବେଳେ ଅପ୍ରିୟ ସତ କଥା କହି ଆପଣ ଅସୁବିଧାରେ ପଡିଥାନ୍ତି । ଆପଣ ଯଦି ବୁଝି ବିଚାରୀ କାମ କରିଥାନ୍ତି ତେବେ ଆପଣ ଭଲ ପରିଣାମ ପାଇବେ । ଆପଣ ମାନେ ନିଜ ଲୋକଙ୍କ ଉପରେ ଭରଷା କରି କାହାକୁ କିଛି କୁହନ୍ତୁ ନି । ଆପଣଙ୍କ ସ୍ଵାମୀ ଗ୍ରହ ହେଉଛନ୍ତି ଶନି ଗ୍ରହ । ଏହି ରାଶିର ଲୋକଙ୍କ 3 ଟି ନକ୍ଷତ୍ର ଅଛି ଉତାର ଆଷାଢ ନକ୍ଷତ୍ର, ଶ୍ରବଣ ନକ୍ଷତ୍ର, ଧନିଷ୍ଟ ନକ୍ଷତ୍ର ।

ଆପଣଙ୍କ ଶୁଭ ରଙ୍ଗ ହେଉଛି ନୀଳ, କଳା, ଆକାଶି ରଙ୍ଗ । ଆପଣ ଯଦି ଏହି ଭଳି କିଛି ରଙ୍ଗର ବସ୍ତୁକୁ ବ୍ୟବହାର କରିଥାନ୍ତି କିମ୍ବା ଆପଣ ଯଦି ଏହି ରଙ୍ଗର ବସ୍ତ୍ର ପିନ୍ଧିକି ଯାନ୍ତି ତେବେ ଆପଣଙ୍କ ଦିନ ଭଲ ଜୀବ । ଏହି ରାଶିର ଶୁଭ ଦିନ ଶନିବାର ଅଟେ ।

ଆପଣ ନିଜ କଥାକୁ ନେଇକି ଟିକେ ଧ୍ୟାନ ରଖନ୍ତୁ । ଆପଣ ନୂଆ କାମ ପାଇଁ ପ୍ରେରଣା ପାଇବେ । ଆପଣ କିଛି କାମରେ ଠକାମିରେ ପଡି ପାରନ୍ତି ତେଣୁ ଆପଣ ମାନେ ସେୟା କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହୋଇ ଥାଏ । ଏହି ରାଶିର ମହିଳା ମାନେ ନିଜ କାମକୁ ନେଇ ସଚେତନ ହେବେ ଏହା ସହ ଏମାନେ ଭଲ କାମରେ ନିଜକୁ ବ୍ୟସ୍ତ ରଖିବେ ।

ପିଲା ମାନଙ୍କ ପାଇଁ ସମୟ ଭଲ ଥିଲେ ମଧ୍ୟ ସେମାନେ ପାଠ ପଢାକୁ ନେଇ ମନ ଲଗାଇବେ ନି ଯାହା ଦ୍ଵାରା ସେମାନଙ୍କ ଆଗାମୀ ଦିନ ଖରାପ ହୋଇ ପରେ ସେଇ ପାଇଁ ଆପଣମାନେ ପିଲା ମାନଙ୍କୁ ନେଇ ଟିକେ ସିରିୟାଶ ହୋଇ ରୁହନ୍ତୁ ।

ଆପଣଙ୍କ ଧନ ଆଗମନ ର ସମୟ ଭଲ ଅଛି ଯାହା ଦ୍ଵାରା ଆପଣ କିଛି ଅଧିକ ଖର୍ଚ୍ଚ କରି ପାରନ୍ତି କିନ୍ତୁ ଆପଣମାନେ ଏକ ଜିନିଷ ମନ ରଖନ୍ତୁ କି ଯେଉଁ ବ୍ୟକ୍ତି ଧନର ଅପମାନ କରି ଥାଏ ସେମାନେ ସବୁ ବେଳେ କଷ୍ଟ ପାଇ ଥାନ୍ତି । ଆପଣମାନଙ୍କ ମଧ୍ୟରୁ ଯେଉଁ ମାନେ ଖେଳା ଖେଳି ରେ ଆଗୁଆ ଅଛନ୍ତି ସେମାନଙ୍କ ପାଇଁ ସମୟ ଭଲ ଅଛି ।

ପ୍ରେମ ସମ୍ପର୍କ ରେ ଏହି ମାସ ଏତେ ଭଲ ନାଇ । ଆପ ଯଦି ନିଜ ସମ୍ପର୍କ କୁ ଭଲ କରି ସମ୍ଭାଳି ନେବେ ତେବେ ଆପଣ ସାରା ଜୀବନ ଖୁଶିରେ ରହିବେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ଶିବ ଭଗବାନ ଙ୍କୁ ପୂଜା କରି ତାଙ୍କ ପାଦୁକ ସବୁ ଦିନ ପାଇବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *