ରାତିରେ ଶୋଇବା ଆଗରୁ 10 ମିନିଟ ପାଇଁ କହି ଦିନନ୍ତୁ ଏହି କଥା, ଯାହା ଚାହୁଁଛନ୍ତି ତାହା ପାଇବେ

ଆମେ ଜାଣିଛେ କି ଆମ ଜୀବନର ସମସ୍ୟା ମାନ ବଡ ଛୋଟ ହୋଇ ଥାଇ ପାରେ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ମନର ନିୟନ୍ତ୍ରଣ ଆମ ଉପରେ ରହିବା ଦରକାର ଆମେ କାହା ଉପରେ ବୋଝ ହେବା ଠାରୁ ଅଧିକ ବାଧ୍ୟ ଥାଏ ଆମେ ନିଜ ଉପରେ ବୋଝ ହୋଇ ଥାଉ । ଆଜି ଆମେ କହୁଥିବା ଜିନିଷ କରିବା ଦ୍ଵାରା ଆମେ ନିଜକୁ ନିୟନ୍ତ୍ରଣ କରି ପାରିବା ।

ଆପଣ ମାନେ ଜାଣିଥିବେ କି ଭଗବାନ ହେଉଛନ୍ତି ସବୁଙ୍କ ପାଇଁ ଏକ ମନ ଭାବ ରଖି ଥାନ୍ତି କିନ୍ତୁ ଆପଣ ମାନେ ଏହା ମଧ୍ୟ ଜାଣି ଥିଇବେ କି ଆମେ ନିଜକୁ କ୍ଷତି ପହଞ୍ଚାଇ ଥାଉ । ଏହା ସହ ଆମେ ନିଜ କୁ ହିଁ କଷ୍ଟ ଦେଇ ଥାଉ ଯଦି ଆପଣ ମାନେ ନିଜ ଇଛା ଅନୁସାରେ ସବୁ କିଛି କରିବା ପାଇଁ ଯିବା ତ ଆମେ ଜାଣି ପାରିବା ଆମେ ଯାହାଭି କରୁଚେ ତାହା କୁ ବଦଳାଇବା ଆମ ର ପ୍ରଚେଷ୍ଟା ଅଟେ ।

ଆମେ ଏକ କାମ କରିବା କି ଆମେ କାହା ଉପରେ ରଖି ଥିବା ଆଶାକୁ ମୁ ଛାଡି ଦେବୀ । ଆଜି ଦିନ ସାରା ଯାହା ହେଉଛି ତାହା ମୋ ଅତୀତ ଥିଲା । ଅତୀତ ର ଅସଫଳତା ଓ ଅତୀତ ର ଅସୁବିଧା କୁ ମୁ ମୋ ନିଜକୁ ମୁକ୍ତ କରିବି ।

ମୁ ସବୁ କାମ କରିବି ଯାହା ଭି ମୋ ପାଖରେ ଅଛି ସମ୍ପର୍କ ହେଉ କିମ୍ବା ମୋ ଶରୀର ହେଉ ଖାଦ୍ଯ ହେଉ ଯାହାଭି ହେଉ ମୁ ସେଇ ପାଇଁ ସବୁଙ୍କୁ କୃତଜ୍ଞା ଦେବା ଉଚ୍ଛିତ । ଆପଣ ଦେଖିବେ କି ନିଜକୁ କ୍ଷମା କରିବା ପରେ ଓ ସବୁଙ୍କୁ ଧନ୍ଯ ବାଦ ଦେବା ପରେ । ମୁ ଶାନ୍ତି ଅନୁବହବ କରି ପାରେ ।

ମୁ ସକାଳୁ ଉଠିବା ପରେ ମୁ କାହାକୁ କଷ୍ଟ ଦେବିନି କିମ୍ବା ମୁ କାହା ସହ କଥା ହେବିନି କିମ୍ବା ମୁ କାହା ସହ କିଛି ଭି କଥା କୁ ନେଇ ଖରାପ ବ୍ୟବହାର କରିବି ନି । ମୁ ସେତିକି କହିବି ଯାହା ମୋ ପାଇଁ ଠିକ ଅଟେ । ମୋ ଜୀବନରେ ମୁ ଚେଷ୍ଟା କରି କରିବି କି ମୁ ସବୁଙ୍କ ସହ ସମ୍ପର୍କ ଭଲ ରଖିବୀ ।

ଏହା ଆପଣ ସକାଉ ଉଠିବା ମାତ୍ରେ କହିବା କଥା । ମୋ ଜୀବନର ସବୁ ଥାଉ ବଡ ଗୁରୁ ମୁ ନିଜେ । ଆପଣ ଏହାକୁ ଯେଉଁ ଭଳି ଭାବେ ଚଳାଇବେ ତାହା ସେଇ ଭଳି ଭାବେ ଠିକ ଭାବେ ଚାଲିବ । ପ୍ରତେକ ମୂହୁର୍ତ୍ତ ଆମ ଶରୀର ସହ ଯୋଡି ହୋଇ ରହି ଛନ୍ତି ।

ମୁ ନିର୍ଭୟ ଓ ସାନ୍ତ ଓ ନ୍ୟାୟ ଓ ସତ କାମ କରିବା ପାଇଁ ମୁ ଚେସା କରିବି । ଏହା କୁ ଆପଣ ସବୁ ଦିନ ସକାଳେ କହିବା ନିହାତି ଭାବେ କହିବା ଦରକାର ହୋଇଥାଏ । ଆପଣ ଶୋଇବା ଆଗରୁ ଏହାକୁ କୁହନ୍ତୁ ଓ ଏହାକୁ ସକାଳୁ ଉଠିବ ଅପରେ ମଧ୍ୟ ଏହାକୁ କୁହନ୍ତୁ ।

Leave a Reply

Your email address will not be published. Required fields are marked *