ବହୁ ଜଣ ଜାଣି ଥିବେ କି ଆମ ମାନଙ୍କ ରାଶି ମାନଙ୍କ ଭାଗ୍ଯ ଆମ ଗ୍ରହ ଚଳନ ଉପରେ ନିର୍ଭର କରାଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଏହା କୁ ଆମ କୁଣ୍ଡଳୀ ଦ୍ଵାରା ଜାଣି ପାରିବା । ତେବେ ଯଦି ଦେଖିବା ପାଇଁ ଯିବା ତ ସବୁ ବେଳେ ସମୟ ଏଜକା ଭଳି ନଥାଏ କେତେବେଳେ ସମୟ ଭଲ ଥାଏ ତ କେତେବେଳେ ସମୟ ଖରାପ ରହି ଥାଏ । ଏହି ଭଳି ମାନ୍ୟତା ଅଛି କି ଆମ କୁଣ୍ଡଳି ଅନୁସାରେ ଦେଖିବା ପାଇ ଯିବା ତ ଜନନ୍ମା ସମୟରେ ସବୁ କିଛି ଜଣା ପଡି ଯାଇଆ ଥାଏ ।
କିନ୍ତୁ ଜୀବନ ଯାତ୍ରାରେ ଏଇ ଭଳି କିଛି ଘଟଣା ମାନ ଘଟି ଥାଏ ଯାହା ଦ୍ଵାରା ଜଣା ପଡି ଯାଏ କି ଆମ ଦୁର୍ଭାଗ୍ୟ ଓ ସୌଭାଗ୍ୟ ସବୁ ବେଳେ ଆମ ସହ ରହି ନଥାଏ । ବେଳେ ବେଳେ କିଛି ସହଜ କାମ କଠିନ ହୋଇ ଯାଇଆ ଥାଏ । ବେଳେ ବେଳେ କଠିନ କାମ ମଧ୍ୟ ସହଜ ହୋଇ ଯାଇ ଥାଏ ।
ଏହା କେବଳ ଧର୍ମ ପାଇଁ ନୁହେଁ କର୍ମ ର ପ୍ରଭାବ ,ଅଢହୟ ପଡି ଥାଏ । ଯଦି ଦେଖିବା ପାଇଁ ଜୀବବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରିଛେ କିମ୍ବା ଆମେ ଯାହାଭି କରୁଛେ ଏହାର ପ୍ରଭାବ ଆମ ଜୀବନରେ ଶିଧା ସଳଖ ଭାବେ ନ ଆଶିଲେ ମଢହୟ ଅପର ପାଖରେ ଆସିଯିବ । ଏହା ଆମ ପିଛା ଛାଡିବ ନି ।
ତେଣୁ ଆମେ ସବୁ ବେଳେ ନିଜ କର୍ମ କରି ଚାଲିବା କଥା ଫଳ କୁ ଆସା କରିଲେ ଏହା ଖରାପ ହୋଇ ଥାଏ । ତେଣୁ ଆପଣ ମାନେ ନିଜ କର୍ମ ଉପରେ ଧ୍ୟାନ ରଖନ୍ତୁ । ଏବେ କିଛି ରାଶି ମାନଙ୍କ ଉପରେ ଭଗବାନ ମହାଦେବ କୃପା କରିବା ପାଇଁ ଯାଉଛନ୍ତି ଯଦି ସେମାନଙ୍କ ସମୟ ଭଲ ଥିବା ବେଳେ ସେମାନେ ଏଭଲ କାମ କରିବେ ତେବେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।
ତେବେ ପ୍ରଥମ ରାଶି ଯେଉଛି ବୃଷ ରାଶି । ଏମାନେ ଏବେ ସବୁ ପ୍ରକାର ଚୀନତାରୁ ,ଉକ୍ତ ହୋଇଯିବେ । ଯେଉଁ ମାନେ ଶୁଧର ବୋଝ ତଳେ ଦାବି ହୋଇ ରହି ଥିଲେ ସେମାନେ ଏବେ ମୁକ୍ତ ହୋଇଯିବେ । ଯଦି କାହାକୁ କିଛି କଥା ଦେଇ ଥିବେ ତେବେ ସେମାନେଆପଣଙ୍କୁ ଏହି ସମୟରେ ସାହାଜ୍ଯ ନିଶ୍ଚିତ ଭାବେ କରିବେ ।
ମିଥୁନ ରାଶି – ସାହି ପଡିଶାରେ ଜନପ୍ରିୟତା ଆଶିବ ଆପଣ ମାନେ ଯାହାଭି କରିବେ କିମ୍ବା ଆପଣ ମାନେ ଯାହାଭି କରିବା ପାଇଁ ଚେଷ୍ଟା କରିବେ ସେ ସବୁ କାମରେ ଆପଣଙ୍କ ପାଇଁ ଖୁବ ସମୟ ରହିବ । ନିଜ ପରିବାର ଲୋକମାନେ ଆପଣଙ୍କ ଉପରେ ଖୁବ ଗର୍ବ ଅନୁଭବ କରିବେ ।
ଏହା ପରେ ଶେଷ ରେ କୁମ୍ଭ ରାଶି – ଏହି ରାଶି ମାନଙ୍କ ପାଇଁ ସମୟ ଖୁବ ଭଲ ଅଛି ଏହା ସହ ଆପଣଙ୍କ ସମୟ ମଧ୍ୟ ଭଲ ଜୀବ । ଆପଣଙ୍କ ଜୀବନ ସାଥି ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ରହିବ । ଏହା ସହ ଆପଣ କିଛି ନୂଆ କାମ ମଧ୍ୟ ଶିଖି ପାରିବେ ।