ଏହି 3 ଜଣ ବ୍ୟକ୍ତି କେବେବି ଧନୀ ହୋଇପାରନ୍ତି ନାହିଁ- Chanakya Niti

ଆଚାର୍ଜ୍ୟ ଚାଣକ୍ୟ ନିଜର ବୁଦ୍ଧି ବଳରେ ଦେଶରେ ପୁରା ବିଶ୍ବରେ ପ୍ରସିଦ୍ଧ ରହିଛି । ଆଜି ବି ଲୋକ ମାନେ ତାଙ୍କର ନୀତି ନିୟମକୁ ପାଳନ କରୁଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଇଜର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇବାର ସଫଳ ହୋଇଥିଲେ । ସେ କହିଥିବା ହଜାର ହଜାର ବର୍ଷ ପୂର୍ବର କଥା ଗୁଡିକ ଲୋକ ମାନେ ଅଧିକ ପାଳନ କରୁଛନ୍ତି । ତାଙ୍କ ଦ୍ଵାରା କଥିତ ହୋଇଥିବା ଦର୍ଶନ ଲୋକ ମାନଙ୍କ ପାଇଁ ଆଜି ମାର୍ଗ ଦର୍ଶନ ରୂପେ କାର୍ଯ୍ୟ କରୁଛି । ଶାସ୍ତ୍ରରେ ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ ଅନେକ ନିୟମମାନ ଉଲେଖ କରା ଯାଇଛି ।

ଆଜି ଆମେ ଆପଣ ମାନଙ୍କୁ କେଉଁ ବ୍ୟକ୍ତି ମାନେ ନିଜର ଭୁଲ ଯୋଗୁ ଧନୀ ହୋଇ ପାରନ୍ତି ନାହି ସେହି ବିଷୟରେ କହିବାକୁ ଯାଉଛୁ । ୧- ଶାସ୍ତ୍ର ଅନୁସାରେ ଓ ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଦାନ୍ତକୁ ସଫା ରଖନ୍ତି ନାହି ସେହି ବ୍ୟକ୍ତି ଜୀବନରେ ଧନର ଅଭାବ ରହିଥାଏ ।

କାରଣ ମା ଲକ୍ଷ୍ମୀ ଏହି ଭଳି ବ୍ୟକ୍ତି ଉପରେ କେବେ ବି ପ୍ରସନ୍ନ ରହି ନ ଥାନ୍ତି । ତେଣୁ ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ସବୁବେଳେ ହୀରା ଭଳି ଚମକୁଥିବ ସେହି ବ୍ୟକ୍ତି ଜୀବନରେ ଧନୀ ବ୍ୟକ୍ତି ଭାବେ ପରିଚିତ ପାଇଥାଏ । ୨- ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ମଇଳା ବା ଚିରା ପହତା ପୋଷାକ ପରିଧାନ କରିଥାନ୍ତି ସେମାନେ ଜୀବନରେ ଦରିଦ୍ରତାର ଶିକାର ହୋଇଥାନ୍ତି ।

ଏମାନାଙ୍କ ଜୀବନରେ ସବୁବେଳେ ଧନର ଅଭାବ ରହିଥାଏ । ଏପରି ଲୋକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ନାହି । ଏମିତି କି ଏହି ପ୍ରକୃତିର ଲୋକ ମାନେ ସମାଜରେ ଅପମାନିତ ହୋଇଥାନ୍ତି । ଯେଉଁ ମାନେ ସଫା ସୁତୁରା ରହିବା ସହ ତାଙ୍କର ସଠିକ ସଞ୍ଚୟ କରିଥାନ୍ତି ସମାନେ ଜୀବନରେ ଧନୀ ହୋଇଥାନ୍ତି ।

୩- ଯେଉଁ ବ୍ୟକ୍ତି ସକାଳୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ଶୋଇ ରାହୁଥାଏ ସେମାନେ ଜୀବନରେ ଦୁଖ କସ୍ତା ପାଇଥାନ୍ତି । ଯେଉଁ ମାନେ ଅଳସ ଭାବ ରଖିଥାନ୍ତି ସେମାନଙ୍କ ଜୀବନରେ ମ ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ନାହି । ଏଭଳି ବ୍ୟକ୍ତି ଜୀବନରେ କେବେ ବି ଧନୀ ହୋଇପାରେ ନାହି । କାରଣ ମଣିଷ ବୀନା କାରଣରେ ଶୋଇ ରହିଲେ ତାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ଜୀବନରେ ଦୁଖ କଷ୍ଟର କାରଣ ହୋଇଥାଏ ।

ଏହା ସହ ଯେଉଁ ବ୍ୟକ୍ତି ମାନେ ଜୀବନରେ ଅନ୍ୟାୟ, ପାପ କରୁଥାନ୍ତି ସେମାନେ ଜୀବନରେ ଦୁଖ ପାଇଥାନ୍ତି । ଯେଉଁ ମାନେ ଚତୁରତା ସହ ଟଙ୍କା ରୋଜଗାର କରିଥାନ୍ତି ସେମାନେ ଜୀବନରେ କେବଳ ଦୁଖ କଷ୍ଟ ଭୋଗ କରିଥାନ୍ତି । ଏମାନେ ଜୀବନରେ କେବେ ବି ସଫଳ ହୋଇ ପାରନ୍ତି ନାହି । ତେଣୁ ଏ ସ୍ବାଉ କୁ ପ୍ରକୃତି ଠାରୁ ଦୂରେଇ ରହି ଧନ ସଞ୍ଚୟ କରୁଲେ ମଣିଷ ଜୀବନରେ ଅପାର ସଫଳତା ପାଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *