2022 ରୁ 2035 ଯାଏ ଏହି ରାଶି ମାନେ ରାଜା ଙ୍କ ଭଳି ବଞ୍ଚିବେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ତ ଆମ ଶାସ୍ତ୍ର ଅମତ ଅନୁସାରେ3 ଦେଖିବା ପାଇଁ ଗଲେ ଏଠାରେ କିଛି ରାଶି ମାନଙ୍କ କଥା ଉଠି ଥାଏ କହିବାର ଅର୍ଥ ହେଉଛି କି 12 ଟି ରାଶି ଥାଏ ସେମାନେ ନିଜର ନକ୍ଷତ୍ର କୁ ନେଇ କାମ କରି ଥାନ୍ତି । ଆଜି ଆମେ କହିବା କି ଆମେ କେଉଁ ଭଳି ଭାବେ ନିଜର ଏହି ରାଶି ମାନଙ୍କ ସ୍ଵଭାବ ଜାଣି ଥାଉ କିମ୍ବା କାହାର କେଉଁ ରାଶି କେଉଁ ଭଳି ଜାଣି ଥାଉ । ଆମେ ଜଣ ବେଲାର ଆକାଶ ରେ ଥିବା ଚାପ କିମ୍ବା ଆଗ୍ରହ ମାନଙ୍କ ସ୍ଥିତି କୁ ଜାଣିକି ଏହାକୁ ନିର୍ଦ୍ଧାରିତ କରୁ ।

ଏହା ଆଜି କାଲୀ ସହଜ ହୋଇ ଗଲାଣି କିନ୍ତୁ ଏଖିବା ପାଇଁ ଗଲେ ଏହା ଆଗକାଳ ରେ ଥିବା ଲୋକ ମାନଙ୍କ ପାଇଁ ଅଲଗା ଥିଲା କାରଣ ସେମାନଙ୍କ ଗଣନା ଦେଖିବା ପାଇଁ ଯଦି ଯିବା ତ ସେମାନଙ୍କ ଗଣନା ଅଧିକ ଭଲ ଥିଲା । ଆଜି ଆମେ କହିବା ର ମାନେ ହେଉଛି ଆଗକୁ ନୂଆ ବର୍ଷ ଆସୁଛି ନିଜ ସହ କିଛି ନିଆରା ଅନୁଭୂତି ମଧ୍ୟ ନେଇ ଆସୁଛି ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା କରିବା ପାଇଁ ଯାଉଛେ ତାହା ଆମ ପାଇଁ ଏକ ନିଆରା ଅନୁଭୂତି ନେଇ ଆସିବା କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମର ନୂଆ ବର୍ଷ କିଛି ଯୋଗ ମଧ୍ୟ କରିବା ପାଇଁ ଯାଉଛି ଯାହା ଦ୍ଵାରା କିଛି ରାଶି ମାନେ ଭାଗ୍ଯବାନ ହେବେ ଏହି ବର୍ଷ ।

ସେମାନଙ୍କ ଏହି ଯୋଗ ପାଇଁ ପ୍ରାୟ 2022 ରୁ ନେଇକି ସେମାନେ 2035 ଯାଏ ଖୁବ ଭଲ ସମୟ ବିତାଇବେ ଏହା ମଧ୍ୟରେ ବହୁତ ଉରନ୍ନତି ମଧ୍ୟ କରିବେ । ଆପଣ ମାନେ ଯଦି ଏହି ରାଶିର ବ୍ୟକ୍ତି ଥାନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ଆପଣ ମାନେ ନିଜ ଚିନ୍ତା ଆକୁ ଛାଡି ଦେଇ ଥାନ୍ତୁ କାରଣ ଆପଣ ଯାହାଭି କରିବେ କିମ୍ବା କରିବା ପାଇଁ ଚିନ୍ତା କରିବେ ତାହା ଖୁବ ଭଲରେ ଜୀବ । ଆପଣ ମାନଙ୍କ ମଧ୍ୟରେ ଥିବା ଝଗଡା ମଧ୍ୟ ସମାଧାନ ହୋଇ ଜୀବ ।

ଏହା ସହ ନିଜ ପରିବାର ଓ ସାଙ୍ଗମାନଙ୍କ ସହ ମଧ୍ୟ ଆପଣ ମାନେ କିଛି ଭଲ ଜାଗାକୁ ବୁଲିବା ପାଇଁ ଜୀବା କିମ୍ବା କିଛି ନୂଆ ଲୋକଙ୍କ ସହ ଦେଖା କରିବା ଭଳି କାମ କରି ଥାନ୍ତି । ଏହା ପରେ ମଧ୍ୟ ଯେଉଁ ମାନେ ନିଜ ଦେଶ ଛାଡି ବାହାରେ କେଉଁ ଜାଗାରେ ନିଜକୁ ସେଟ କରିବା ପାଇଁ ଚାହୁଁ ଥିଲେ ସେମାନେ ଏବେ ଏହା କରି ପାରିବେ । ଆପଣ ମାନେ ସନ୍ତାନ ମାନଙ୍କ ପାଇଁ କିଛି ନିଷ୍ପତ୍ତି ନେବେ । ଏହା ଅସହ ଜୀବନ ସାଥି ସହ ସମ୍ପର୍କ ରେ ମଧୁରତା ଆସିବ । ପ୍ରେମ ଜୀବନରେ ଆପଣ ଓ ଆପଣଙ୍କ ଜୀବନ ସାଥିର ସମୟ ଖୁବ ସ୍ମରଣୀୟ ରହିବ । ଆପଣ ଉପହାର ପାଇବା କିମ୍ବା ନୂଆ ବ୍ୟାପାର ଆରମ୍ଭ କରି ପାରିବେ । ଏହି ରାଶି ଗୁଡିକ ହେଲେ କନ୍ୟା ରାଶି, ତୁଳା ରାଶି, ମେଷ ରାଶି, ବିଛା ରାଶି, କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *