3 ବର୍ଷ ପାଇଁ ଶନିଦେବ କରୁଛନ୍ତି ଧନୁ ରାଶିରେ ଗୋଚର, ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ

ଶନି ଦେବ ନିଜ ଗ୍ରହ ମାନଙ୍କ ମଧ୍ୟରେ ରାଜା ହୋଇ ଥାନ୍ତି । ସେ ନିଜର ପ୍ରଭାବ ଜାହା ଊପରେ ପକାଇ ଥାନ୍ତି ସେମାନେ ନିଜକୁ ଧନ୍ଯ ମାନେ କରନ୍ତି କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯଦି ଭଗବାନ ଶନି ଙ୍କ କୋପ ଦ୍ରୁଷ୍ଟି କାହା ଉପରେ ପଡିବ ତେବେ ଏହା ଖରାପ ହେବ । ଭଗବାନ ଶନି ଦେବ କାହାର ଶତ୍ରୁ ନୁହଁ ନ୍ତି କିନ୍ତୁ ସେ ସବୁ ବେଳେ କର୍ମ ଉପରେ ବିସବାଶ କରି ଥାନ୍ତି ତାଙ୍କ ମତ ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯେଉଁ ମାନେ ଭୁଲ କିମ୍ବା ଖରାପ କାମ କରି ଛନ୍ତି ।

ସେମାନାଙ୍କ ପାଇଁ ଶନି ଭଗବାନ ଙ୍କ ସାଢେସାତ ଓ ଢାଇୟା ଖୁବ ଖରାପ ଥାଏ । ଯାହା କର୍ମ ଅକ୍ରିୟ ଥାନ୍ତି ତା ପାଇଁ ସେମାନେ ଦଣ୍ଡ ପାଇ ଥାନ୍ତି କିନ୍ତୁ କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି ଯଦି ନିଅଜର ସବୁ ଭୁଲ ବୁଝି ପରେ ତେବେ ଭଗବାନ ଶନି ଦେବ ଜୀବା ସମୟରେ ତାକୁ କିଛି ଶୁଭ ପରିଣାମ ଦେଇ ଥାନ୍ତି ଯାହା ସେ କେବେ ହେଲେ ଚିନ୍ତା କରି ନଥାଏ । ଏହା କେବଳ କହିବାର କଥା ନୁହେ ଏହା ସତ୍ୟ ମଧ୍ୟ ଅଟେ । ଏବେ ଶନି ଦେବଙ୍କ କୃପା 3 ବର୍ଷ ଯାଏ ଧାନୁ ରାଶି ଉପରେ ହେବା ପାଇଁ ଯାଉଛି ତେଣୁ କରି ଆପଣ ମାନ ଭୁଲ ରେ ଭି ଏହି କାମ କରନ୍ତୁ ନି କାରଣ ଏହି କାମ କରିବା ଦ୍ଵାରା ଆପଣଙ୍କ ଜିବନରେ ସମସ୍ଯା ବଢିଯିବ ।

ଆପଣଙ୍କ ଜୀବନରେ ଯାହା କିଛି ଭଲ ହେବା ପାଇଁ ଯାଉ ଥିବା ତାହା ଖରାପ ରେ ପରିଣତ ହୋଇଯିବ । ଆପଣ ଏହି ତିନି କାମ କେବେ ହେଲେ କରିବେନି ଏହି ସମୟରେ । ଆପଣ କାହାର ଇମାଦାରି ର ପଇସା କୁ ମାରିକି ଖାଇଆବେ ନି । ଯଦି କେହି ଆପଣଙ୍କ କହିବା ଅନୁସାରେ କାମ କରୁଛି ତେବେ ଆପଣ ଲୋଭ କରିକି ତାର କାମ ର ପଇସା ନିଜ ପାଖରେ କେବେହେଲେ ରଖିବେ ନି ନ ହେଲେ ଆପଣ ଖରାପ ପରିଣାମ ପାଇବେ ।

ଯଦି ଆପଣଙ୍କ ଘର ତିଆରି ହେଉଛି କିମ୍ବା ଆପଣ ମୁଲିଆ ମଜୁରିଆ ଙ୍କ ଲିଡର ଅଛନ୍ତି ତେବେ ସେମାନଙ୍କ ପଇସା ଆପଣ ତାଙ୍କୁ ଦେଈ ଦିଅନ୍ତୁ । ଆପଣ ଚମଡା କିମ୍ବା ଲୁହାର ବସ୍ତୁ ଉପହାର ରେ ନିଅନ୍ତୁ ନି କି ଦିଅନ୍ତୁ ନି । ଏହା କରିବା ଆଖରପା ହୋଇ ଥାଏ କାରଣ ଭଗବାନ ଶନିଦେବ ପଶୁ ମାନଙ୍କୁ ଖୁବ ଭଲ ପାନ୍ତି ତେଣୁ କରି ଆପଣ ଏହାର ଧ୍ୟାନ ରଖିବେ । ଏହା ପରେ ଆପଣ ବଡ ମାନଙ୍କ ସମ୍ମାନ କରିବେ । ଯଦି ଏଖି ଭୁଲ ଛି ତେବେ ଆପଣ ଭଲ ଭାବେ ତାକୁ ବୁଝେଇବେ ଏହି ଭଳି କିଛି କହିବେନି ଯାହା ଦ୍ଵାରା ଆପଣଙ୍କ ଅସୁବିଧା ହେବ ।

Leave a Reply

Your email address will not be published. Required fields are marked *