3 ଦିନରେ ଭଲ ହେବ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା…. ବାସ କରନ୍ତୁ ଏହି ଘରୋଇ ଉପାୟ

ବନ୍ଧୁଗଣ ଯଦି ଆପଣଙ୍କୁ କେବେ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ହୋଇଥାଏ ତେବେ ବହୁତ ଅଧିକ କଷ୍ଟ ହୋଇଥାଏ । କୌଣସି ବି ସମୟରେ ଆଁଠୁ ଗଣ୍ଠି ବା ଜଏଣ୍ଟ ଜାଗାରେ କଷ୍ଟ ଅନୁଭୂତ ହୋଇଥାଏ । ଜଏଣ୍ଟ ପେନ ଭଳି ସମସ୍ଯା ଦୂର କରିବା ପାଇଁ ଆପଣ ଅନେକ ପ୍ରକାରର ଔଷଧ ସେବନ କରିଥାନ୍ତି । କିନ୍ତୁ ସେଥିରୁ ଆପଣଙ୍କୁ କୌଣସି ପ୍ରକାରର ସୁଫଳ ମିଳି ନ ଥାଏ ।

ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜଏଣ୍ଟ ପେନ ସମସ୍ଯା ଦୂର ହୋଇଯିବ । ଏବେ ଆସନ୍ତୁ ଜାଣିବା ଏହି ରେମଡି କେମିତି ତିଆରି ଓ ବ୍ୟବହାର କରିବା । ଏହି ରେମେଡି ତିଆରି କରିବା ପାଇଁଆବଶ୍ୟକ ରହିଛି ସୋରିଷ ତେଲ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ ।

ଅନେକ ଲୋକ ଜାଣିଛନ୍ତି ଯେ ଜଏଣ୍ଟ ପେନ ସମସ୍ଯା ଦୂର କରିବା ପାଇଁ ସୋରିଷ ତେଲ ବହୁତ ଅଧିକ ଚମତ୍କାର ଅଟେ । ବହୁ ପୁରାତନ କାଳରୁ ସୋରିଷ ତେଲର ପ୍ରୟୋଗ ଏଥିପାଇଁ ହୋଇ ଆସୁଛି । ପ୍ରଥମେ ଏକ ପ୍ୟାନ ରେ 50 ଗ୍ରାମର ସୋରିଷ ତେଲ ଢାଳନ୍ତୁ । ସୋରିଷ ତେଲେ ହାଲକା ଗରମ ହେବା ପରେ ୪ରୁ ୫ଟି ରସୁଣ ନେଇ ଛେଚି ପକାନ୍ତୁ । ଏହା ପରେ ଏକ ଚାମଚ କଳାଜୀରା ପକାନ୍ତୁ ।

ଶେଷ ସାମଗ୍ରୀ ହେଉଛି ସଜନା ଗଛର ଛେଲି ଯାହା ଆପଣଙ୍କୁ ସହଜରେ ମିଳିଯିବ । ଏହି ସବୁ ସାମଗ୍ରୀକୁ ୫ରୁ ୬ ମିନିଟ ଯାଏଁ ଫୁଟାନ୍ତୁ । ଯେମିତି ସୋରିଷ ତେଲର ଏହାର ପୋଷକ ତତ୍ତ୍ଵ ମିଶିଯିବ । ଏହା ସଂପୂର୍ଣ୍ଣ ଆୟୁର୍ବେଦିକ ଘରୋଇ ଉପଚାର ଅଟେ । ଏହା ଆପଣଙ୍କର ଆଁଠୁ ଗଣ୍ଠି ବିଧା ସମସ୍ଯା ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ ।

ବହୁ ପୁରାତନ କାଳରୁ ଜଏଣ୍ଟ ପେନ ସମସ୍ଯା ଦୁର କରିବା ପାଇଁ ଏହାର ପ୍ରୟୋଗ ହୋଇ ଆସୁଛି । ତେଲ ଫୁଟିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ର କୁ ତେଲ କୁ ଛାଣି ଦିଅନ୍ତୁ । ଏବେ ଜାଣିବା ଆପଣଙ୍କର ଜଏଣ୍ଟ ପେନ ଭଳି ସମସ୍ଯା ଦୂର କରିବା ପାଇଁ ମେଡିସ୍ନାଲ ଭ୍ୟାଲୁ ବହୁତ ଅଧିକ ଅଟେ । ଯେଉଁ ଜାଗାରେ ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ସମସ୍ୟା ହେଉଛି ସେଠାରେ ତେଲ କୁ ହାଲକା ଗରମ କରି ମାଲିସ କରନ୍ତୁ ।

ରାତି ସମୟରେ ଏହି ତେଲ ର ମାଲିସ କରନ୍ତୁ । ସକାଳୁ ଚାହିଁଲେ ଆପଣ ଏହାକୁ ଧୋଇ ପାରିବେ । ଦିନରେ ଆପଣ ଯେ କୌଣସି ସମୟରେ ଏହି ତେଲ ର ପ୍ରୟୋଗ କରି ପାରିବେ । ଏହାକୁ ଦୁଇ ରୁ ତିନି ଥର ନିହାତି ପ୍ରୟୋଗ କରନ୍ତୁ । ଦେଖିବେ ମାତ୍ର ୨ ରୁ ୩ ଦିନ ମଧ୍ୟରେ ବହୁତ ରିହାତି ମିଳିବ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ଏହି ତେଲ ର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *