ମେଷ ରାଶି ଫେବୃଆରୀ 2023 ସମ୍ପୂର୍ଣ ରାଶିଫଳ, ସାବଧାନ! ଆସୁଛି ବଡ ସଙ୍କଟ… କିଛି ଅଘଟଣ ଘଟିପାରେ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଫେବୃଆରି ମାସରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ । ମେଷ ରାଶିର ଗ୍ରହ ହେଉଛନ୍ତି ମଙ୍ଗଳ । ମଙ୍ଗଳ ଆପଣଙ୍କର ସ୍ଵାମୀ ଗ୍ରହ ହୋଇଥିବାରୁ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଅଧିକ ହୋଇଥାଏ । କିଛି ଛୋଟ ମୋଟ ସମସ୍ଯା ଆସିପାରେ । ମାନସିକ ଚିନ୍ତା, ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଯାଇଥିଲେ ଅଷ୍ଟମ ଭାବରୁ ମଙ୍ଗଳ ଗଲେ ଭାଗ୍ୟ ଉଦୟ ହେବ ।

ଫେବୃଆରି ମାସଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ଯସ୍ତ ହେବ । ଧନ ରୋଜଗାରରେ ବୃଦ୍ଧି ହେବ । ଦୃଢ ନିଶ୍ଚୟ ଓ ଆତ୍ମବିଶ୍ଵାସ ଆପଣଙ୍କୁ ଆଗକୁ ନେଇକି ଯିବ । କର୍ମ କମ ଓ ଫଳ ଅଧିକ ମିଳିବ । ଏହି ସମୟରେ ନିଜ ବଳରେ ଆଗକୁ ବଢିବେ । ମଙ୍ଗଳଙ୍କର କୃପାରୁ କାରଣରୁ ସତ୍ୟଭାଷୀ, ସଠିକ ଦିଗରେ କାର୍ଯ୍ୟ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଖେଳକୁଦରେ ଆଗ୍ରହୀ ଥିଲେ ଆପଣ ଆଗକୁ ବଢିବେ ।

ଏହି କ୍ଷେତ୍ରରେ ପୂର୍ବରୁ ଥିଲେ ପ୍ରମୋଶନ ହୋଇପାରେ । ନ୍ୟାୟ ସହ ଜଡିତ ବ୍ୟକ୍ତିଙ୍କୁ ଆଗକୁ ଅବସର ମିଇବ । ନବମ ଭାବକୁ ମଙ୍ଗଳ ଆସିବାରୁ ପୁତ୍ର ପ୍ରାପ୍ତିର ଯୋଗ ଅଛି । ପୁରୁଣା ଭାଇ ଭାଇଙ୍କ ମଧ୍ୟରେ ଯାହା ବି ସମ୍ପର୍କ ଅଛି ତାହା ଦୂର ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିବ । ଆପଣଙ୍କର ଫୋକସ, ପରାକ୍ରମ ରେ ବୃଦ୍ଧି ହେବ । ଆପଣ ମାନସିକ ରୂପରେ ଶକ୍ତିଶାଳୀ ରହିବେ । ଭଲ ପରିଣାମ ପାଇବେ ।

ଭାଇ ଭଉଣୀଙ୍କ ସହଯୋଗ ପାଇବେ । ସୂର୍ଯ୍ୟ ଓ ବୁଧଙ୍କ ପ୍ରବେଶ କାରଣରୁ ଶୁଭ ସମୟ ରହିବ । ପୂର୍ବରୁ ଯାହା କିଛି ପରିଶ୍ରମ କରିଛନ୍ତି ସେଥିରୁ ଶୁଭ ପରିଣାମ ମିଳିବ । ଅଟକି ରହିଥିବା ସରକାରୀ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ହେବ । ଆପଣଙ୍କ ପାଇଁ ଫଳାଫଳ ପଜେଟିଭ ହେବ । ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିଲେ ଏହି ମାସ ଶୁଭ ରହିବ । ସମୟକୁ ବ୍ୟର୍ଥ ଭାବେ ଯିବାକୁ ଦିଅନ୍ତୁ ନାହି । ବୁଲାବୁଲି କରିବାର ପ୍ଳାନ କରିବେ ।

ନୂଆ ବନ୍ଧୁ ବନିବେ । ଲଭ ରିଲେସନ ପାଇଁ ଏହି ମାସ ବହୁତ ଶୁଭ ରହିବ । ଯେଉଁ ଲୋକ ମାନେ ସନ୍ତାନ ହିନ ଅଟନ୍ତି ସେମାନଙ୍କ ପାଇଁ ସନ୍ତାନ ସୁଖ ମିଳିପାରେ । ବେକାରି ଥିଲେ ବା ଚାକିରି ଖୋଜୁଥିଲେ ନୂଆ ଚାକିରି ମିଳିପାରେ । ଆର୍ଥିକ ସମସ୍ୟାର ଅନ୍ତ ହେବ । ଯେଉଁ ବ୍ୟକ୍ତି ବିଦେକୁ ନେଇ କିଛି ପ୍ଳାନ କରୁଛନ୍ତି ତାହା ନିଶ୍ଚୟ ହେବ । ଏହି ସମୟରେ ବିଦେଶ ଯାତ୍ରା କରିପାରନ୍ତି ।

ବାହାରେ ରହି ବିଦ୍ୟାର୍ଥୀ ପାଠ ପଢୁଥିଲେ ସମୟ ଅନୁକୂଳ ହେବ । ଜୀବନ ସାଥିଙ୍କ ଠାରୁ ବଡ ଖୁସି ଖବର ବା ଲାଭ ମିଳିପାରେ । ଆପଣଙ୍କ ଜୀବନ ସାଥିଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିପାରେ ଯାହା ପାଇଁ ଆପଣ ମଧ୍ୟ ବହୁତ ଖୁସି ରହିବେ । ଯାହାର ପ୍ରଭାବ ଆପଣଙ୍କ ଜୀବନରେ ପଡିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *