ଇଶ୍ଵରଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କର ଇଚ୍ଛା ପୂରଣ ହେବ କି ନାହିଁ

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଭଲରେ ଥିବେ । ଆପଣଙ୍କର ଇଚ୍ଛା ଯାହା ଏବେ ଆପଣ ଭାବୁଛନ୍ତି ତାହା ପୁରା ହେବ କି ନାହି ଆଜିର ଆମର ବିଷୟ ବସ୍ତୁ ଏହା ରହିଛି । ଯଦି ଆପଣଙ୍କର ବହୁତ ସାରା ଇଚ୍ଛା ଅଛି ତେବେ ଆପଣ ସବୁ ଦେଖି ପାରିବେ । ନ ହେଲେ ଆପଣଙ୍କର ଗୋଟେ ଇଚ୍ଛା ଥିଲେ ଆପଣ ଗୋଟେ ନମ୍ବର ବାଛନ୍ତୁ । ଆପଣଙ୍କୁ 5ଟି ନମ୍ବର ଦିଆଯିବ ।

ସେଥି ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ ନମ୍ବର ମଧ୍ୟରୁ ଗୋଟେ ବାଛି ଜାଣିପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଆପଣ ଯଦି ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣ କିଛି ଏମିତି ଇଚ୍ଛା ଭାବିଛନ୍ତି କିନ୍ତୁ ଏଥିପାଇଁ ଆପଣ ସନ୍ଦେହରେ ଅଛନ୍ତି । ଆପଣଙ୍କ ଇଛା କିୟର ନାହି ତେଣୁ ଯେ ପର୍ଯ୍ୟନ୍ତ ଆପଣ ନିଜର ଇଚ୍ଛା ସ୍ଥିର କରି ନାହାନ୍ତି ତାହା ପୂରଣ ହେବ ନାହି । ଆପଣଙ୍କୁ କଣ ଦରକାର କଣ ନାହି ତାହା ଭଲ ଭେବ ଚିନ୍ତା କରନ୍ତୁ । ଇଚ୍ଛାକୁ ନେଇ ଆପଣ ଗୋଟେ ଜାଗାରେ ରହିଯାଇଛନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣ ଭଗବାନଙ୍କୁ ଏମିତି କିଛି ପ୍ରାର୍ଥନା କରୁଛନ୍ତି ଯାହା ଆପଣଙ୍କ ପାଇଁ ସଠିକ ନୁହେଁ । କିନ୍ତୁ ସବୁ କଥା ଠିକ ମଧ୍ୟ ହୋଇପାରେ । ଆପଣଙ୍କ ସହ ଏମିତି କିଛି ହୋଇଯାଏ ଯାହା ଆପଣ ଚାହୁଁ ନାହାନ୍ତି । କାରଣ ଆପଣ ଜିଦି ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଯାହା ଦରକାର ତାହା ନିଶ୍ଚୟ ମିଳିବ । କିନ୍ତୁ ଏହାର ପରିଣାମ ଯାହା ହେବ ଆପଣ ଜାଣି ନାହାନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାକୁ ସଂଘର୍ଷ କରିବାକୁ ପଡିପାରେ । ଏଥିପାଇଁ ଆପଣ ଚିନ୍ତାରେ ବି ରହିବେ । ଆପଣଙ୍କ ଇଚ୍ଛା ପୂରଣ ହେବ ନିଶ୍ଚୟ କିନ୍ତୁ ଟାଇମ ଲାଗିବ । ସମୟ ଏମିତି ହୋଇପାରେ ୧ ରୁ ୩ ବର୍ଷ ଲାଗିପରେ । କିନ୍ତୁ ଆଉ ଲୋକଙ୍କ ପାଇଁ ଅଧିକ ସମୟ ବି ଲାଗିପାରେ ।

୪- ଚତୁର୍ଥ ନମ୍ବର ; ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣ ଯାହା ବି ଭାବୁଛନ୍ତି ତାହା ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି । ଆପଣଙ୍କର କିଛି ଏମିତି କାମ ହୋଇପାରେ ଯାହା କ୍ଯାରିୟର ସହ ଜଡିତ କିମ୍ବା ଭାଗ୍ୟରେ ଲେଖା ଅଛି ଯାଆ ଯାହା ଆଜି ଯାଏଁ ସତ ହୋଇ ନାହି ତାହା ନିଶ୍ଚୟ ପୁରା ହେବ ।

୫ – ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ଆପଣ ଯାହା ବି ଇଚ୍ଛା କରିଛନ୍ତି ତାହା ନିଶ୍ଚୟ ପୁରା ହେବ କିନ୍ତୁ ଇଚ୍ଛା ପୂରଣ କରିବାର ମାର୍ଗ ଠିକ ନାହି । ଯଦି ଆପଣ ନୂଆ ମାର୍ଗ ଆପଣେଇବେ ତାହା ବହୁତ ଜଲ୍ଦି ସଫଳ ହେବ । ଆପଣ କିଛି ନୂଆ କାମ କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *