ଏହି 3 ନାମର ପୁରୁଷଙ୍କୁ ମିଳେ ଭାଗ୍ୟଶାଳି ସ୍ତ୍ରୀ- Jyotisha Shastra

ଆପଣମାନେ ଜାଣି ଛନ୍ତି କି ଶାସ୍ତ୍ର ଅନୁସାରେ ଆମେ ଜାଣିଛେ କି ଆମ ନାମର ମହତ୍ଵ ଅନେକ ଅଛି । ଆଜି ଆମେ କହିବା କି କେଉଁ ନାମର ପୁରୁଷଙ୍କୁ ଭାଗ୍ୟଶାଳି ପତ୍ନୀ ମିଳିଥାନ୍ତି । ଆମ ଜନ୍ମ ସମୟରୁ ନେଇକି ଆଜି ଯାଏ ଆମେ ମାନେ ଆମର ଜ୍ଯୋତିଷ ଶାସ୍ତ୍ର ସାହାରା ନେଇକି ଆମେ ଆମ ବିବାହ ସ୍ଥିର କରିଥାଉ ସାଧାରଣ ଭାବେ ଏହି ଭଳି ହୋଇଥାଏ । କିନ୍ତୁ ଆଜି କାଲୀ ଅନେକ ସ୍ତ୍ରୀଲୋକମାନେ ଭଲ ପାଇ ବିବାହ କରିବା ପାଇଁ ପସନ୍ଦ କରୁଛନ୍ତି ।

ଯାହା ଦ୍ଵାରା ଆମେ କହି ପାରିବାକୀ ଆମେ ସେମାନେ ଯଦି ଏହି ତିନି ନାମର ପୁରୁଷ ବିବାହ କରିବେ କିମ୍ବା ଭଲ ପାଇ ପାରିବେ ତେବେ ଏହା ତାଙ୍କ ପାଇଁ ଖୁବ ଭଲ ହେବ । ତେବେ ଆସନ୍ତୁ ଜାଣିବା ଏହି ନାମର ପ୍ରଥମ ଅକ୍ଷର । ବିବାହ ଏକ ପବିତ୍ର ସମ୍ପର୍କ ଯେଉଁ ତିରେ ଧାର୍ଯ୍ୟ ପରସ୍ପର ପାଇଁ ତ୍ୟାଗ ଥାଏ ।

କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହାଭି କରୁଚେ କିମ୍ବା ଆମେ ଯାହାଭି କରିବା ପାଇଁ ଯାଉଛେ ଏହା ଆମ ବର୍ତ୍ତମାନ ସହ ଆମ ଆଗାମୀ ଭବିଷ୍ୟତ ମଧ୍ୟ ବଦଳାଇ ଦେଇଥାଏ । ଯଦି ଜୀବନ ସାଥି ଭଲ ହୋଇ ଥାଏ ସାରା ଜୀବନ ସୁଖ ଓ ଶାନ୍ତି ରେ ରହିଥାଉ ଚାହେଁ ଯେତେ ଅସୁବିଧା ଆସିଲେ ମଧ୍ୟ ।

ଯଦି ଆମ ଜୀବନସାଥୀ ଖରାପ କିମ୍ବା ଆମକୁ ଧୋକା ଦେବା ଭଳି ହୋଇ ଥାନ୍ତି ତ ଜୀବନ ସାରା ଆମକୁ କାନ୍ଦିବା ପାଇଁ ପଡିଥାଏ । ଆଜି କାଲୀ ପୁଅ ମାନଙ୍କ ପାଖରେ ସବୁ କଥାକୁ ନେଇକି ଚାଲେଞ୍ଜ ରହିଛି । ପ୍ରଥମେ ଚାକିରି ପାଇଁ ଏହା ଅପରେ ନିଜର ଘର ସ୍ଥାପନା କରିବା ପାଇଁ ଏହା ପରେ ସେମାନେ ବିବାହ ପାଇଁ ମଧ୍ୟ ସଂଘର୍ଷ କରିଥାନ୍ତି ।

କାରଣ ଯିଏ ଯାହାକୁ ଚାହିଁ ଥାଏ ସେମାନଙ୍କୁ ସେଇ ଝିଅ ମିଳିବା ସମ୍ଭବ ହୋଇ ନଥାଏ । ସାଧାରଣ ଭାବେ ପୁରୁଷମାନେ ଚାହିଁ ଥାନ୍ତି କି ସେମାନେ ଯାହାକୁ ଭି ବିବାହ କରି ଆଣିବେ ସେମାନେ ନିଶ୍ଚିତ ଭାବେ ତାଙ୍କ ପଡ଼ିବାର ଓ ତାଙ୍କର ଯତ୍ନ ନେଉ ।

ଏହା ପାଇଁ ଭାଗ୍ଯବାନ ହେଉଛନ୍ତି “S” ନାମର ପୁରୁଷମାନେ ଏମାନେ ଯାହାକୁ ଭି ବିବାହ କରିଥାନ୍ତି ଏହା ସହ ମହିଳା ମାନେ ନିଜର ପରିବାର ଯତ୍ନ ମଧ୍ୟ ନେଇଥାନ୍ତି । ଏହା ପରେ ଆସେ “R” ନାମର ପୁରୁଷ ମାନେ ଏମାନେ ମଧ୍ୟ ନିଜର ମନ ପସନ୍ଦର ସ୍ତ୍ରୀ ପାଇ ଥାନ୍ତି ।

କୁହାଯାଏ କି ଏମାନେ ଯାହାକୁ ଭି ବିବାହ କରିକି ଆଣି ଥାନ୍ତି ସେମାନେ ଦେଖିବା ପାଇଁ ସୁନ୍ଦର ହେବା ସହ ବହୁତ କେୟାରିଙ୍ଗ ନେଚର ର ମଧ୍ୟ ହୋଇଥାନ୍ତି । କୁହାଯାଏ କି ଏମାନେ ପରିବାର ସମ୍ଭାଳି ବା ସହ ବାହାରେ ଚାକିରି ମଧ୍ୟ କରିଥାନ୍ତି । ଏହା ପରେ ମାନ ଆସେ “A” ନାମର ପୁରୁଷଙ୍କର ସ୍ତ୍ରୀ ମାନେ ମଧ୍ୟ ଖୁବ ଭାଗ୍ୟଶାଳି ହୋଇଥାନ୍ତି ଏମାନେ ଘରକୁ ସୌଭାଗ୍ୟ ନେଇକି ଆସିଥାନ୍ତି ।

Leave a Reply

Your email address will not be published. Required fields are marked *